Webportal

ଅନୁଗୁଳ ଜିଲ୍ଲାରେ ଗୁରୁବାର ଲକଡାଉନ ଅବମାନନା ଜନିତ ରୁଜୁ ମାମଲା ଗୁଡ଼ିକର ବିବରଣୀ

ଅନୁଗୁଳ ଜିଲ୍ଲାରେ ଗୁରୁବାର ଲକ ଡାଉନ ନ ମାନିବା ପାଇଁ ୨୧ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ୯ ଟି ମଟର ସାଇକେଲ ଓ ୩୪୪ ଲିଟର ଦେଶୀ ମଦ ଜବତ କରାଯାଇଛି।ହଣ୍ଡପା ଥାନାରେ ୩ ଜଣ,ଖମାର ଥାନାରେ ଚାରି ଜଣ, କଲିଆରୀ ଥାନାରେ ଦୁଇ ଜଣ,ଏନଟିପିସି ଥାନାରେ ୩ ଜଣ ଓ ବନରପାଲ ଥାନାରେ ୯ ଜଣଙ୍କ…

ପ୍ରକାଶ ପାଇଲା ଅନୁଗୁଳ ଜିଲ୍ଲାକୁ ବାହାରୁ ଆସିଥିବା ବ୍ୟକ୍ତିଙ୍କ ବିବରଣୀ

ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ୨.୪.୨୦୨୦ ପର୍ଯ୍ୟନ୍ତ ଅନୁଗୁଳ ଜିଲ୍ଲାକୁ ରାଜ୍ୟ ବାହାରୁ ଓ ଦେଶ ବାହାରୁ ଆସିଥିବା ଲୋକଙ୍କ ବିବରଣୀ ପ୍ରଦାନ କରାଯାଇଛି। ଏହା ସହିତ ସେମାନଙ୍କ କ୍ୱାରେଣ୍ଟଟାଇନ ସମ୍ବଧିୟ ବିବରଣୀ ମଧ୍ୟ ଦିଆଯାଇଛି। ଏହା ନିମ୍ନମତେ ଦିଆଗଲା।

ଅନୁଗୁଳ ଜିଲ୍ଲାରେ ବୁଧବାର ଲକଡାଉନ ଓ କ୍ୱାରେଣ୍ଟଟାଇନ ଅବମାନନା ଜନିତ ରୁଜୁ ମାମଲା ଗୁଡ଼ିକର ବିବରଣୀ

ଅନୁଗୁଳ ଜିଲ୍ଲାରେ ବୁଧବାର ଲକ ଡାଉନ ନ ମାନିବା ପାଇଁ ୩୫ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ୨୦ ଟି ମଟର ସାଇକେଲ ଜବତ କରାଯାଇଛି।ନାଲକୋ ଥାନାରେ ୨୬ ଜଣ,ଜରପଡା ଥାନାରେ ଜଣେ, କଲିଆରୀ ଥାନାରେ ଦୁଇ ଜଣ ଓ ଅନୁଗୁଳ ଥାନାରେ ୬ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି। ସେହିପରି…

ବର୍ତ୍ତମାନ ପରିସ୍ଥିତିରେ ଅନୁଗୁଳ ଜିଲ୍ଲା ପୋଲିସ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ

ଅନୁଗୁଳ ଜିଲ୍ଲାରେ ପୋଲିସ ପକ୍ଷରୁ ୨୪×୭ କଲ ସେଣ୍ଟର ଆରମ୍ଭ କରାଯାଇଛି ଯେଉଁଠାରୁ ହୋମ କ୍ୱାରେଣ୍ଟଆଇନ ରେ ଥିବା ଲୋକଙ୍କୁ ଫୋନ କରି ୱାଟସଆପ ରେ ତାଙ୍କର ଲୋକେସନ ସେଆର କରିବା ପାଇଁ କୁହାଯାଇଛି।ଏହା ତାଙ୍କ ଉପରେ ନଜର ରଖିବା ପାଇଁ ସାହାଯ୍ୟ କରୁଛି। ଏହା ସହିତ ଡାକ୍ତର, ରାସନ ପାଇକାରି…

କରୋନା ମୁକାବିଲା ପାଇଁ ଏନଜିଓଙ୍କ ସହାୟତା ଲୋଡିଲେ ଅନୁଗୁଳ ଜିଲ୍ଲାପାଳ

ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟରେ ଅନୁଗୁଳ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି କରୋନା ର ମୁକାବିଲା କରିବା ପାଇଁ ଜିଲ୍ଲାର ବ୍ଲକ ଗୁଡିକରେ ଏନଜିଓ ମାନଙ୍କର ସହାୟତା ଲୋଡିଛନ୍ତି।ଏଥିପାଇଁ ସ୍ୱୀକୃତିପ୍ରାୟ ଏନଜିଓ ମାନଙ୍କର ତାଲିକା ତଳେ ଦିଆଗଲା। ପ୍ରଶାସନ ସହ ମିଳିତ ଭାବେ ଏନଜିଓ…

ଜାରିହେଲା ଅନୁଗୁଳ ଜିଲ୍ଲାରେ କାର୍ଯ୍ୟକ୍ଷମ ଯାନବାହନ ସମ୍ବଧିୟ ଦୋକାନ ଗୁଡ଼ିକର ତାଲିକା

୧ ଅପ୍ରେଲ ସୁଦ୍ଧା ଅନୁଗୁଳ ଜିଲ୍ଲାରେ ଲକଡାଉନ ସମୟରେ ଚାଲୁ ରହିଥିବା ମୋଟର ପାର୍ଟ ଦୋକାନ, ମୋବିଲ, ପ୍ରେସର ଚେକ ଆଦି ଯାନବାହନ ସମ୍ବଧିତ ଦୋକାନ ଗୁଡିକର ତାଲିକା ଜିଲ୍ଲା ପୋଲିସ ପକ୍ଷରୁ ଜାରି କରାଯାଇଛି।ଏହା ନିମ୍ନମତେ:

ଅନୁଗୁଳ ଜିଲ୍ଲାରେ ମଙ୍ଗଳବାର ଲକଡାଉନ ଓ କ୍ୱାରେଣ୍ଟଟାଇନ ଅବମାନନା ଜନିତ ରୁଜୁ ମାମଲା ଗୁଡିକର ବିବରଣୀ

ଅନୁଗୁଳ ଜିଲ୍ଲାରେ ମଙ୍ଗଳବାର ଲକ ଡାଉନ ନ ମାନିବା ପାଇଁ ୫ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ପାଞ୍ଚଟି ମୋଟର ସାଇକେଲ ଜବତ କରାଯାଇଛି।ବନରପାଲ ଥାନାରେ ଚାରି ଜଣ ଓ ଥାନାରେ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି। ସେହିପରି କ୍ୱାରେଣ୍ଟଟାଇନ ଅବମାନନା ପାଇଁ କିଶୋରନଗର ଥାନାରେ…

ନିଜେ ତିଆରି କରି ମାସ୍କ ଚାହିଦା ପୂରଣ କରିବା ଚେଷ୍ଟାରେ ମହିଳା ସଂଘ

କରୋନା ସଂକ୍ରମଣ ଯୋଗୁ ବଜାରରେ ମାସ୍କର ଅଭାବକୁ ଦୃଷ୍ଟିରେ ରଖି ଏହାକୁ ତିଆରି କରି ଲୋକଙ୍କୁ ଯୋଗାଇବାକୁ ଅଣ୍ଟା ଭିଡ଼ିଛନ୍ତି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାଲିପଟା ପଞ୍ଚାୟତର ନାରୀଶକ୍ତି ଉତ୍ପାଦିକା ଦଳ। ଓଡ଼ିଶା ଜୀବିକା ମିଶନ ପକ୍ଷରୁ ବ୍ୟାଙ୍କ ସହାୟତାରେ ସିଲେଇ ତାଲିମ ନେଇଥିବା ୧୭…

ଖାଲି ରାସ୍ତାରେ ମଧ୍ୟ ବେପରୁଆ ଗାଡି ଚାଳନା ପାଇଁ ଜଣେ ଗୁରୁତର

ଅନୁଗୁଳ ଜିଲ୍ଲା ବଇଣ୍ଡା-ହଣ୍ଡପା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୫ନମ୍ବର ଡେବରାପାଲି ଠାରେ ଗତକାଲି ମଧ୍ୟାହ୍ନରେ ୨ଟି ଟ୍ରକ ମୁହାଁମୁହିଁ ଧକ୍କା ଫଳରେ ଚାଳକ ଗୁରୁତର। ଖବରରୁ ଜଣାଯାଇଛି ଯେ ଅନୁଗୁଳ ରୁ ସମ୍ବଲପୁର ଯାଉଥିବା ଏମ ଏଚ ୪୩ ବିସି ୩୦୯୨ ଟ୍ୟାଙ୍କର ସହିତ ବିପରୀତ ଦିଗରୁ ଆସୁଥିବା…

କରୋନା ସମ୍ପର୍କରେ ଆଜି ଅନୁଗୁଳରେ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ

ଆଜି ଅନୁଗୁଳ ରେ ବାହାରୁ ଆସୁଥିବା ୧୯୦ ଶ୍ରମିକ ଓ ତାଙ୍କର ୪୦ ଜଣ ପିଲାଙ୍କୁ ପୌରପାଳିକା ପକ୍ଷରୁ ଖାଇବାକୁ ଦିଆଯାଇଛି।ସେହିପରି ୫୦ ଜଣ ଉଠାଦୋକାନୀଙ୍କୁ ୩୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି।ସେହିପରି ୧୮୦ ଶଯ୍ୟା ବିଶିଷ୍ଟ ଟେମ୍ପରାରୀ ମେଡିକାଲ ସେଣ୍ଟର ଅନୁଗୁଳ ସହରର ୨୩ଟି…