Webportal

ଅନୁଗୁଳ ଜିଲ୍ଲା ପାଇଁ ଆହୁରି କଡା ହେଲା କଟକଣା:ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲାରହିବ ସକାଳ ୬ ରୁ ଦିନ ୧

ସଂପ୍ରତି କରୋନା ଭୂତାଣୁ କୁ କାୟା ବିସ୍ତାର କରିବାରୁ ରୋକିବା ପାଇଁ ସମଗ୍ର ଦେଶ ସହ ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର କଟକଣା ଜାରି କରାଯାଇଛି।ଲୋକମାନେ କଟକଣା ନ ମାନି ପୋଲିସ ଦ୍ଵାରା ଦଣ୍ଡିତ ମଧ୍ୟ ହେଉଛନ୍ତି।ଅନୁଗୁଳ ସହରରେ ସାମାଜିକ ଦୂରତା ରକ୍ଷା ନ କରି ଲୋକମାନେ…

ଅନୁଗୁଳ ଓ ଆଖପାଖ ଅଞ୍ଚଳର ସ୍ୱାସ୍ଥ୍ୟଜନିତ ପରାମର୍ଶ ପାଇଁ ଜାରି ହେଲା ଫୋନ ନମ୍ବର

ଆଜି ଅନୁଗୁଳ ସହର ଓ ନିକଟବର୍ତ୍ତୀ ଅଞ୍ଚଳର ଲୋକଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟାର ସମାଧାନ ମେଡ଼ିକାଲ ନ ଆସି ଫୋନ ଜରିଆରେ ସମାଧାନ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ବିଭାଗର ଡାକ୍ତର ମାନଙ୍କର ଫୋନ ନମ୍ବର ଜାରି କରାଯାଇଛି।ଏହା ସହ ଅତି ଜରୁରୀ ନ ଥିଲେ ମେଡ଼ିକାଲ ଆସିବାକୁ ଜନସାଧାରଣଙ୍କୁ…

ଅନୁଗୁଳ ଜିଲ୍ଲାରେ ରବିବାର ଲକଡାଉନ ଅବମାନନା ଜନିତ ରୁଜୁ ମାମଲା ଗୁଡ଼ିକର ବିବରଣୀ

ଅନୁଗୁଳ ଜିଲ୍ଲାରେ ରବିବାର ଦିନ ଲକ ଡାଉନ ନ ମାନିବା ପାଇଁ ୯ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ୨ ଟି ମଟର ସାଇକେଲ ଓ ପ୍ରାୟ ୨୮ ଲିଟର ଲିକର ଜବତ କରାଯାଇଛି। ବନ୍ତଳା ଥାନାରେ ତିନି ଜଣ, ବନରପାଳ ଥାନାରେ ଜଣେ, ଜରପଡା ଥାନାରେ ଜଣେ, ଠାକୁରଗଡ଼ ଥାନାରେ ଦୁଇ ଜଣ ଜଣ,ହଣ୍ଡପା ଥାନାରେ…

ଅନୁଗୁଳ ଜିଲ୍ଲାରେ ଶନିବାର ଲକଡାଉନ ଉଲଂଘନଜନିତ ରୁଜୁ ମାମଲା ଓ ଗୁଜବ ପ୍ରଚାର ସମ୍ପର୍କରେ ଗିରଫଦାରୀ ର ବିବରଣୀ

ଅନୁଗୁଳ ଜିଲ୍ଲାରେ ଶନିବାର ଲକ ଡାଉନ ନ ମାନିବା ପାଇଁ ୫୧ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ୨୨ ଟି ମଟର ସାଇକେଲ ଓ ୪ ଲିଟର ଆଇ ଡି ଲିକର ଜବତ କରାଯାଇଛି।କଣିହାଁ ଥାନାରେ ଜଣେ, କିଶୋରନଗର ଥାନାରେ ଚାରି ଜଣ, କଲିଆରୀ ଥାନାରେ ତିନି ଜଣ, ତାଳଚେର ଥାନାରେ ତିନି ଜଣ,ଛେଣ୍ଡିପଦା…

ଦୋକାନରେ ସାମାଜିକ ଦୂରତ୍ୱ ନ ରହିଲେ ଦୋକାନ ସିଲ ହେବା ସହ ଦୋକାନୀ ବିରୁଦ୍ଧରେ ରୁଜୁ ହେବ ମାମଲା

ଆଜି ଅନୁଗୁଳ ଜିଲ୍ଲାପାଳ ଓ ଏସପି ଏକ ମିଳିତ ବିବୃତିରେ ଜିଲ୍ଲାରେ ଖୋଲା ରହୁଥିବା ସମସ୍ତ ଦୋକାନି ତାଙ୍କର ଦୋକାନକୁ ଆସୁଥିବା ଗ୍ରାହକ ମାନେ ସାମାଜିକ ଦୂରତା ବଜାୟ ରଖିବା ସୁନିଶ୍ଚିତ କରିବା ପାଇଁ କହିଛନ୍ତି। ଯଦି କୌଣସି ଦୋକାନ ରେ ସାମାଜିକ ଦୂରତ୍ୱ ରହୁଥିବା ଦେଖା ନ ଯାଏ ତେବେ ସେ ଦୋକାନକୁ…

ଆରମ୍ଭ ହେଲା ଅନୁଗୁଳ ସହରକୁ ବିଶୋଧନ କରିବା ପ୍ରକ୍ରିୟା

ଅନୁଗୁଳ ସହରବାସୀଙ୍କୁ କରୋନା ସଂକ୍ରମଣରୁ ସୁରକ୍ଷାଦେବା ପାଇଁ ସହରର ୩ଟି ସ୍ଥାନକୁ ବିଶୋଧନ କରାଯାଇଛି । ପୌରପାଳିକା ଓ ଅଗ୍ନିଶମ ବିଭାଗ ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଳୟ, ଅନୁଗୋଳ ପୌରପାଳିକା ଓ ଜିଲା କାର୍ଯ୍ୟାଳୟରେ ସାନିଟାଇଜର ସିଞ୍ଚନ କରାଯାଇଛି । ପୌରପାଳିକା ନିର୍ବାହୀ ଅଧିକାରୀ ବିନୋଦ…

ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ଦିନ କରୋନା କୁ ନେଇ ଦିଆଯାଇଥିବା ତଥ୍ୟ

ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ପର୍ଯ୍ୟନ୍ତ ୪୬୯୪୧ ଜଣ ହିତାଧିକାରୀଙ୍କୁ ପିଡ଼ିଏସ ସାମଗ୍ରୀ ବଣ୍ଟନ କରାଯାଇଛି। ଆଜି ପର୍ଯ୍ୟନ୍ତ ଅନୁଗୁଳ ଜିଲ୍ଲାକୁ ଅନ୍ୟ ରାଜ୍ୟରୁ ୨୨୯୪ ଜଣ ଓ ବିଦେଶରୁ ୫୫ ଜଣ ଆସିଛନ୍ତି।ସେମାନଙ୍କ ମଧ୍ୟରୁ ୮୩୫ ଜଣଙ୍କର…

ଅନୁଗୁଳ ଜିଲ୍ଲାରେ ଶୁକ୍ରବାର ଲକଡାଉନ ଓ କ୍ୱାରେଣ୍ଟଟାଇନ ଅବମାନନା ଜନିତ ରୁଜୁ ମାମଲା ଗୁଡ଼ିକର ବିବରଣୀ

ଅନୁଗୁଳ ଜିଲ୍ଲାରେ ଶୁକ୍ରବାର ଲକ ଡାଉନ ନ ମାନିବା ପାଇଁ ୩୪ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ୧୮ ଟି ମଟର ସାଇକେଲ,ଗୋଟିଏ କାର, ଗୋଟିଏ ଅଟୋ ରିକ୍ସା ଓ ୪ ଲିଟର ଆଇ ଡି ଲିକର ଜବତ କରାଯାଇଛି।ଇଣ୍ଡଷ୍ଟ୍ରିଆଲ ଥାନାରେ ଜଣେ, ଜରପଡା ଥାନାରେ ଦୁଇ ଜଣ, କଲିଆରୀ ଥାନାରେ ୧୧ ଜଣ, ଅନୁଗୁଳ…

ଅନ୍ଧବିଶ୍ୱାସର ପରିଣତି:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେଲେ ମହିଳା

ପେଟରେ ତତଲା ଢାଳ ଦେଇ ଚିକିତ୍ସା ପଡିଲା ମହଙ୍ଗା । ଗୁରୁତର ହୋଇ ମହିଳା ଜଣଙ୍କ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେଲେ ଭର୍ତ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ସାନଦାଦର ଗାଁରେ । ମିଳିଥିବା ସୂଚନା ଅନୁସାରେ ସାନଦାଦର ଗାଁର ଝିଲ୍ଲୀ ନାଏକଙ୍କ ପେଟ…

କରୋନା କୁ ନେଇ ଆଜି ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ତଥ୍ୟ

ଆଜି ଅନୁଗୁଳ ଜିଲ୍ଲା ଠିକାଦାର ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଏକ ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଗଲା। ଅନୁଗୁଳ ଜିଲ୍ଲାର ୨୨୫ ଗ୍ରାମ ପଞ୍ଚାୟତ ରେ ସମସ୍ତ ଆବଶ୍ୟକୀୟ ସୁବିଧା ସହ ୨୨୫ ଟି ଅସ୍ଥାୟୀ ମେଡିକାଲ ସେଣ୍ଟର ପ୍ରସ୍ତୁତ କରାଯାଇଛି।ସେଗୁଡ଼ିକରେ ୯୦୪୦ ଟି ଶଯ୍ୟାର…