Webportal

ରୋଷେଇ ସମୟରେ ଅଗ୍ନିକାଣ୍ଡ

ଅନୁଗୁଳ ଜିଲ୍ଳା ମାଟିଆସାହି ପଞ୍ଚାୟତର ମଦନମୋହନ ପାଟଣା ସାହିରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ଭସ୍ମୀଭୂତ ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ସୂଚନା ଅନୁଯାୟୀ ଅନୁଗୋଳ ବ୍ଲକର ମଦନମୋହନ ପାଟଣା ସାହିରେ ରୋଷେଇ କରୁଥିବା ବେଳେ ସରୋଜ…

ଅନୁଗୁଳ ଜିଲ୍ଲାର ବିଭିନ୍ନ ଥାନାରେ ବୁଧବାର କରୋନା ସମ୍ବଧିୟ ରୁଜୁ ମାମଲା ଗୁଡ଼ିକର ବିବରଣୀ

ଜିଲ୍ଲା ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବୁଧବାର ଅନୁଗୁଳ ଜିଲ୍ଲାରେ ଲକଡାଉନ ନ ମାନିବା ପାଇଁ ୩୭ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହ ୬ ଟି ମୋଟର ସାଇକେଲ ଜବତ କରାଯାଇଛି।ଅଭିଯୁକ୍ତ ମାନଙ୍କ ମଧ୍ୟରୁ କିଏ ବିନା କାରଣରେ ବାହାରେ ବୁଲୁଥିଲା ତ କିଏ ବାହାରୁ ଆସୁଥିବା ଶ୍ରମିକ,…

ଫାଙ୍କା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା: ଦାଇତ୍ୱର ସହ କେବେ ଗାଡି ଚଳାଇବେ ଚାଳକ

ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ସମ୍ମୁଖରେ ଆଜି ଅପରାହ୍ନ ୪ ଟା ସମୟରେ ଟ୍ରକ ଧକ୍କାରେ ଯୁବକ ମୃତ। ସୂଚନା ଅନୁସାରେ ନାଲକୋନଗର ଅଞ୍ଚଳର ମନୋରଞ୍ଜନ ନାୟକ ନାମକ ଜଣେ ଯୁବକ ବଅଁରପାଳ ପଟରୁ ଏକ ସ୍କୁଟିରେ ନାଲକୋ ଆଡ଼କୁ ଆସୁଥିଲେ । ତେବେ ଜାତୀୟ ରାଜପଥ- ୫୫ର ନାଲକୋନଗର ଥାନା ସମ୍ମୁଖରେ ଏକ ଟ୍ରକ…

ଅନୁଗୁଳ ଜିଲ୍ଲାର ବିଭିନ୍ନ ଥାନାରେ ମଙ୍ଗଳବାର କରୋନା ସମ୍ବଧିୟ ରୁଜୁ ମାମଲା ଗୁଡ଼ିକର ବିବରଣୀ

ଜିଲ୍ଲା ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଅନୁଗୁଳ ଜିଲ୍ଲାରେ ମଙ୍ଗଳବାର ଲକ ଡାଉନ ନ ମାନିବା ପାଇଁ ୧୫ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ୫ ଟି ମଟର ସାଇକେଲ,ଗୋଟିଏ ଅଟୋ ରିକ୍ସା,୬ ଲିଟର ଦେଶୀ ମଦ ଓ ୨୪୮ ଲିଟର ଆଇ ଏମ ଏଫ ଏଲ ଜବତ କରାଯାଇଛି।କଣିହାଁ ଥାନାରେ ଜଣେ,…

ଅନୁଗୁଳ ଜିଲ୍ଲାରେ ସୋମବାର ଲକଡାଉନ ଅବମାନନା ଜନିତ ରୁଜୁ ମାମଲା ଗୁଡ଼ିକର ବିବରଣୀ

ଜିଲ୍ଲା ପୋଲିସ ପକ୍ଷରୁ ମିଳିଥବା ସୂଚନା ଅନୁଯାୟୀ ଅନୁଗୁଳ ଜିଲ୍ଲାରେ ସୋମବାର ଲକ ଡାଉନ ନ ମାନିବା ପାଇଁ ୬୫ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ୧୪ ଟି ମୋଟର ସାଇକେଲ ଓ ୨୭୦୦ ଲିଟର ଆଇ ଏମ ଏଫ ଏଲ ଜବତ କରାଯାଇଛି।ନାଲକୋ ଥାନାରେ ଦୁଇ ଜଣ, ଜରପଡା ଥାନାରେ ଦୁଇ ଜଣ,ଛେଣ୍ଡିପଦା ଥାନାରେ…

ଅନୁଗୁଳ ଜିଲ୍ଲାରେ ଶନିବାର ଓ ରବିବାର ଲକଡାଉନ ଅବମାନନା ଜନିତ ରୁଜୁ ମାମଲା ଗୁଡ଼ିକର ବିବରଣୀ

ଜିଲ୍ଲା ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ    ଅନୁଗୁଳ ଜିଲ୍ଲାରେ ଶନିବାର ଓ ରବିବାର ଲକ ଡାଉନ ନ ମାନିବା ପାଇଁ ୧୫ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ଗୋଟିଏ କାର ଜବତ କରାଯାଇଛି।ନାଲକୋ ଥାନାରେ ଦୁଇ ଜଣ, କିଶୋରନଗର ଥାନାରେ ଦୁଇ ଜଣ,ବନ୍ତଳା ଥାନାରେ ଜଣେ, ହଣ୍ଡପା ଥାନାରେ…

ଅନୁଗୁଳ ଜିଲ୍ଲାରେ ଶୁକ୍ରବାର ଲକଡାଉନ ଅବମାନନା ଜନିତ ରୁଜୁ ମାମଲା ଗୁଡ଼ିକର ବିବରଣୀ

ଅନୁଗୁଳ ଜିଲ୍ଲାରେ ଶୁକ୍ରବାର ଲକ ଡାଉନ ନ ମାନିବା ପାଇଁ ୧୦ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ପ୍ରାୟ ୧୪ ଲିଟର ଲିକର ଓ ୫ ଲିଟର ତରି ଜବତ କରାଯାଇଛି।ଜରପଡା ଥାନାରେ ଜଣେ, ହଣ୍ଡପା ଥାନାରେ ଜଣେ,କିଶୋରନଗର ଥାନାରେ ଦୁଇ ଜଣ, ଖମାର ଥାନାରେ ଜଣେ ଓ ଅନୁଗୁଳ ଥାନାରେ ପାଞ୍ଚ ଜଣଙ୍କ…

ଅନୁଗୁଳ ଜିଲ୍ଲାରେ ଗୁରୁବାର ଲକଡାଉନ ଅବମାନନା ଜନିତ ରୁଜୁ ମାମଲା ଗୁଡ଼ିକର ବିବରଣୀ

ଅନୁଗୁଳ ଜିଲ୍ଲାରେ ଗୁରୁବାର ଲକ ଡାଉନ ନ ମାନିବା ପାଇଁ ୧୭ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ଗୋଟିଏ କାର, ପାଞ୍ଚଟି ମୋଟର ସାଇକେଲ ଓ ୨୬ ଲିଟର ଦେଶୀ ମଦ ଜବତ କରାଯାଇଛି।ବନରପାଲ ଥାନାରେ ଦୁଇ ଜଣ, ହଣ୍ଡପା ଥାନାରେ ଚାରି ଜଣ,ଜରପଡା ଥାନାରେ ଜଣେ, ଛେଣ୍ଡିପଦା ଥାନାରେ ତିନି…

ଆଜିର ଅନୁଗୁଳ ଜିଲ୍ଲାର କରୋନା ସମ୍ପର୍କିତ କିଛି ସୂଚନା

ଅନୁଗୁଳ ଜିଲ୍ଲା ପାଇଁ ନିର୍ଦ୍ଧାରିତ ଆବଶ୍ୟକୀୟ ସାମଗ୍ରୀ ମୂଲ୍ୟ ଓ ଆବଶ୍ୟକ ସୂଚନା ତଳେ ଦିଆଗଲା। ଆଜି ଜିଲ୍ଲାର ୧୬୪ ଟି ଗ୍ରାମ ପଞ୍ଚାୟତ ଓ ୫୫ ଟି ୱାର୍ଡ ରେ ୬୩୯୦ ଜଣ ଜିଲ୍ଲା ପ୍ରଶାସନ ପକ୍ଷରୁ ଖାଦ୍ୟ ଯୋଗାଇ ଦିଆଯାଇଛି। ଆଜିସୁଧା ଜିଲ୍ଲାର ୧୦୨୮୩୫ ହିତାଧିକାରୀଙ୍କୁ ପିଡ଼ିଏସ…