ବଜ୍ରପାତ ନେଲା ଦୁଇ ଅମୂଲ୍ୟ ଜୀବନ
ଅନୁଗୁଳ ଜିଲ୍ଲାରେ ଶୁକ୍ରବାର କାଳ ବୈଶାଖୀର ପ୍ରଭାବ ଦେଖିବାକୁ ମିଳିଥିଲା । ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ପବନ , ଘଡଘଡି ଓ କୁଆପଥର ମାଡ଼ ହୋଇଥିଲା । ତେବେ ଏହି କାଳବୈଶାଖୀ ସମୟରେ ବଜ୍ରପାତରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଅନୁଗୁଳ ବ୍ଲକ ବାଲୁଅକଟା ଗାଁରେ ଜଣଙ୍କର…