ପରବର୍ତୀ ଆଦେଶ ପର୍ଯ୍ୟନ୍ତ ଅନୁଗୁଳ ସବୁଜ ଜୋନରେ
ଆଜି ଅନୁଗୁଳ ଜିଲ୍ଲାରେ ୧୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।ଏହା ଜିଲ୍ଲାକୁ ଏହି ଭୟଙ୍କର ମହାମାରୀର ପ୍ରଥମ ସ୍ପର୍ଶ।ଏହା ପରେ ଲୋକେ ଜିଲ୍ଲା ରେଡ଼ ଜୋନ ଭାବେ ଘୋଷଣା ହେବ ବୋଲି ଆଶା କରୁଥିଲେ।
କିନ୍ତୁ ଆଜି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଜିଲ୍ଲା…