Webportal

ପ୍ରବାସୀଙ୍କୁ ଆଣୁଥିବା ବସ ଦୁର୍ଘଟଣାଗ୍ରସ୍ତ

ଅନୁଗୁଳ ଜିଲ୍ଲା ହଣ୍ଡପ୍ପା ଥାନା ଲୁହାମୁଣ୍ଡା ନିକଟରେ ମହାରାଷ୍ଟ୍ର ରୁ ୨୬ଜଣ ପ୍ରବାସୀ ଙ୍କୁ ନେଇ କୋଲକାତା ଯାଉଥିବା ବେଳେ ଗ୍ୟାସ ଟ୍ୟାଙ୍କର ସହ ବସର ଧକ୍କା ।ଟ୍ୟାଙ୍କର ଡ୍ରାଇଭର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି।ବସର ୧୫ ଜଣ ଗୁରୁତର ହୋଇଥିବା ଜଣା ପଡ଼ିଛି।ମୃତ ଗ୍ୟାସ ଟ୍ୟାଙ୍କର ଡ୍ରାଇଭର…

ଟ୍ରେନରେ କଟି ମୃତ

ଅନୁଗୁଳ ସହରର ରାଣିଗୋଡା ନିକଟରେ ଟ୍ରେନରେ କଟି ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ଜଣା ପଡି ନାହିଁ । ତାଙ୍କ ଖଣ୍ଡବିଖଣ୍ଡିତ ମୃତ ଦେହ ରେଳ ଧାରଣାରେ ପଡିଥିବା ଦେଖି ସ୍ଥାନୀୟ ଲୋକ ଅନୁଗୋଳ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ତେବେ…

ଡିଭାଇଡର ରେ ପିଟିହୋଇ ଏମ୍ସିଏଲ କର୍ମଚାରୀ ମୃତ

ଅନୁଗୁଳ ଜିଲ୍ଲା ତାଳଚେର ନନ୍ଦିରା ଛକ ନିକଟରେ ଦୁର୍ଘଟଣାରେ ଜଣେ ମୃତ। ମୃତକ ଜଣଙ୍କ ହେଲେ ଭରତପୁର କଲୋନୀର ସନ୍ତୋଷ ମହାନ୍ତି ବୋଲି। ମିଳିଥିବା ସୂଚନା ଅନୁସାରେ ସନ୍ତୋଷ MCL ଭରତପୁର କୋଇଲା ଖଣି ର କର୍ମଚାରୀ । ସନ୍ତୋଷ ତାଙ୍କ ମୋଟରସାଇକେଲରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରୋଡ ଡିଭାଇଡ଼ରରେ…

ଅନୁଗୁଳ ଜିଲ୍ଲାପାଳଙ୍କ ନିର୍ଦେଶକୁ ଖୋଲା ଚାଲେଞ୍ଜ:ନିର୍ଦ୍ଧାରିତ ମୁଲ୍ୟରୁ ଅଧିକ ଦରରେ ଅତ୍ୟାବଶ୍ୟକ ରାସନ ସାମଗ୍ରୀ…

ଟଙ୍କା ଗଣିବା ନିଶାରେ କିଛି ରାସନ ଦୋକାନୀ ଭୁଲିଗଲେଣି ଯେ ଏବେ କରୋନା ମହାମାରୀ ଭୟଙ୍କର ରୁପ ନେବାକୁ ଯାଉଛି।ଅନୁଗୁଳ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି କିଛି ନିର୍ଦେଶନାମା ଜାରି କରିଥିବା କଥାକୁ ପୁରାପୁରି ବେଖାତିର କରୁଛନ୍ତି କିଛି ରାସନ ଦୋକାନୀ।ଦୋକାନ ସାମନାରେ ବୋର୍ଡ଼ରେ ସରକାରୀ…

ଦୁଇ ପରିବାର ଝଗଡାରୁ ଗୁରୁତର ଅବସ୍ଥାରେ ବାପ ଝିଅ ମେଡ଼ିକାଲରେ ଭର୍ତ୍ତି

ସାମାନ୍ୟ କଥାକୁ କେନ୍ଦ୍ର କରି ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଟସରରେ ଦୁଇ ପରିବାର ମଧ୍ୟରେ ମାଡ଼ପିଟ୍ ହୋଇଛି। ଏଥିରେ ସନାତନ ସାହୁ(୭୦) ଓ ତାଙ୍କ ୩ ଝିଅ ବାସନ୍ତୀ ସାହୁ, ଲିଲି ସାହୁ, ଲକି ସାହୁ ଆହତ ହୋଇଛନ୍ତି। ଗୁରୁତର ଆହତ ସନାତନ ସାହୁ ଓ ଲକି ସାହୁଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ…

ଯୁବକଙ୍କ ମୃତ ଦେହ ଉଦ୍ଧାର

ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ତଳଗଡ଼ ଗ୍ରାମ ପଞ୍ଚାୟତ ର କନ୍ତମେଘ ଗ୍ରାମପାଖ ଜଙ୍ଗଲ ନିକଟ ରୁ ଜଣେ ଯୁବକ ଙ୍କ ମୃତ୍ୟୁ ଦେହ ଉଦ୍ଧାର କରିଛି ବନ୍ତଳା ପୋଲିସ । ସୂଚନା ଅନୁଯାୟୀ କନ୍ତମେଘ ଗ୍ରାମର ହାଡ଼ିବନ୍ଧୁ ଦେହୁରୀ (୨୫) କାଲି ସକାଳ ସମୟରେ ଜାଳେଣି କାଠ ଆଣିବା ପାଇଁ ଗାଁ ପାଖ…

କର୍ଫୁ ସମୟରେ ଅନୁଗୁଳ ପୌରପାଳିକା ପକ୍ଷରୁ ମାର୍କେଟ ଖୋଲିବାକୁ ଦିଆଯାଇ ଅସୁଲ କରାଯାଉଛି ଟିକସ

ସାରାଦେଶ ଏବେ ଭୟଙ୍କର ସଙ୍କଟ ଦେଇ ଗତି କରୁଥିବା ବେଳେ ଅନୁଗୁଳ ସହର ଏଥିରୁ ବାଦ ପଡିନି।ଜିଲ୍ଲାରେ ପନ୍ଦର କରୋନା ଆକ୍ରାନ୍ତ ଚିହ୍ନଟ ଓ ସାମାଜିକ ଦୂରତା ରକ୍ଷା ନ କରିବା ସ୍ଥଳେ ଜିଲ୍ଲାପାଳଙ୍କ ସଟଡାଉନ ଚେତାବନୀ ସତ୍ତ୍ୱେ ସାଧାରଣ ଲୋକ କଣ ଖୋଦ ଦିନରେ ବୁଲି ବୁଲି ନିୟମ ନ ମାନୁଥିବା…

ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଗାଡି ଦୁର୍ଘଟଣାଗ୍ରସ୍ତ

ପ୍ରବାସୀ ଓଡ଼ିଆ ମାନଙ୍କୁ ନେଇ ବୌଦ୍ଧ ରୁ ଅନୁଗୁଳ ଆସୁଥିବା ଗାଡି ଗତକାଲି ମଧ୍ୟରାତିରେ ଠାକୁରଗଡ ନିକଟରେ ଗଛରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ।ସମସ୍ତ ଯାତ୍ରୀ ସୁରକ୍ଷିତ ଅବସ୍ଥାରେ ସ୍ଥାନୀୟ ସ୍ବେଚ୍ଛାସେବୀ ମାନଙ୍କ ଦ୍ଵାରା ଉଦ୍ଧାର ହୋଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ।

Ntpc kaniha achieved 100% PLF

NTPC Talcher Kaniha is amongst the top stations in the country to achieve the milestone of registering 100 percent Plant Load Factor (PLF) or capacity utilization on May 9, 2020. NTPC Ltd, India’s largest power generator, has achieved 100…

ଦେଶରେ ମଙ୍ଗଳବାର ଠାରୁ ଆରମ୍ଭ ହେବ ଯାତ୍ରୀବାହୀ ଟ୍ରେନ ସେବା

ଆଜି ରେଳ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ମଙ୍ଗଳବାର ୧୨ ତାରିଖରୁ ଯାତ୍ରୀବାହୀ ଟ୍ରେନ ଚଳାଚଳ ଆରମ୍ଭ ହେବ।ପ୍ରଥମ ପର୍ଯ୍ୟାୟରେ ନୂଆଦିଲ୍ଲୀ ରୁ ଭୁବନେଶ୍ୱର ସମେତ ବିଭିନ୍ନ ସହରକୁ ୧୫ ଯୋଡ଼ା ଟ୍ରେନ ଚାଲିବ।ଏହା ପାଇଁ ସୋମବାର ଦିନ ୪ ଟାରୁ ଆଇଆରସିଟିସି ୱେବସାଇଟ ରେ ଅନଲାଇନ…