Webportal

ଲକ ଡାଉନ ନ ମାନିବା ଅଭିଯୋଗରେ ବୁଧବାର ଅନୁଗୁଳ ଜିଲ୍ଲାରେ ପନ୍ଦର ମାମଲା ରୁଜୁ

0 284

ଲକ ଡାଉନ ନ ମାନିବା ପାଇଁ ବୁଧବାର ଦିନ ଅନୁଗୁଳ ଜିଲ୍ଲାର ବନରପାଲ ଥାନାରେ ୧୪ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ୧୦ ଟି ମୋଟର ସାଇକେଲ ଜବତ କରାଯାଇଛି।
ସେହିପରି କଣିହାଁ ଥାନାରେ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହ ଗୋଟିଏ ମଟର ସାଇକେଲ ଜବତ କରାଯାଇଛି।

Leave A Reply

Your email address will not be published.