ମୁଲାୟମ ସିଂ ଯାଦବଙ୍କ ପତ୍ନୀଙ୍କର ଦେହାନ୍ତ
ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବଙ୍କ ପତ୍ନୀ ସାଧନା ଗୁପ୍ତାଙ୍କର ଦେହାନ୍ତ ହୋଇଛି।ଫୁସଫୁସ ସଂକ୍ରମଣ ହେତୁ ସାଧନାଙ୍କୁ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ୟ ସାଧନା ଗୁପ୍ତାଙ୍କୁ ଶ୍ରଦ୍ଧାଞ୍ଜଳି…