Webportal

ଭିଭୋ’ ପରେ ଏବେ ‘ଓପୋ’ : ଧରାପଡ଼ିଲା ୪୩୮୯ କୋଟିର ଟିକସ ଠକେଇ

ଭାରତରେ କାରବାର କରୁଥିବା ଚୀନ ମୋବାଇଲ କମ୍ପାନିମାନଙ୍କ ସଂଦିଗ୍ଧ ନେଣଦେଣ ଓ ଟିକସ ଠକେଇ ଉପରେ ତୀକ୍ଷଣ ନଜର ରଖିଛନ୍ତି ଭାରତ ସରକାର । ଗତ ସପ୍ତାହରେ ଭିଭୋ ଉପରେ ଇଡି ଚଢଉ ଏବେ ଓପୋର ପାଳି ପଡ଼ିଛି । ବୁଧବାରଦିନ ଅର୍ଥମନ୍ତ୍ରାଳୟ ଅଧିନସ୍ଥ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ  ପକ୍ଷରୁ ଓପୋ…

ସରକାର କଶ୍ମୀରୀଙ୍କ ହୃଦୟ ନଜିତିବା ପର୍ଯ୍ୟନ୍ତ ଆତଙ୍କବାଦୀ ଆକ୍ରମଣ ଜାରି ରହିବ: ଫାରୁକ ଅବଦୁଲ୍ଲା

ପୂର୍ବ ତୁଳନାରେ ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ କମ ହୋଇଥିଲେ ବି ଏହା ସମ୍ପୂର୍ଣ୍ଣ ଭାବେ କେବେ ଶେଷ ହେବ ତାହା କେହି ଜାଣିନାହାନ୍ତି। କଶ୍ମୀରରେ ଏବେ ପ୍ରତିଦିନ ଆତଙ୍କବାଦୀ ଆକ୍ରମଣର ଖବର ସାମ୍ନାକୁ ଆସୁଛି। ଏହି ମଧ୍ୟରେ ଏହି ଆକ୍ରମଣକୁ ବିରୋଧ କରିବା ପରିବର୍ତ୍ତେ କେନ୍ଦ୍ର…

ସବୁ ବର୍ଗ ପାଇଁ ମାଗଣା ହେଲା ବୁଷ୍ଟର ଡୋଜ୍, ସମୟ ସୀମା ୭୫ଦିନ

ମାଗଣା ହେଲା କରୋନାର ବୁଷ୍ଟର ଡୋଜ୍। ଜୁଲାଇ ୧୫ରୁ ଆରମ୍ଭ ହେବାକୁ ଥିବା ୭୫ଦିନିଆ ସ୍ୱତନ୍ତ୍ର ଅଭିଯାନ ଅନ୍ତର୍ଗତ ସରକାରୀ ଟିକାକରଣ କେନ୍ଦ୍ରରେ ୧୮-୫୯ବର୍ଷ ବୟସ ବର୍ଗର ଲୋକମାନେ କୋଭିଡ ଟିକାର ବୁଷ୍ଟର ମାଗଣାରେ ନେଇପାରିବେ ବୋଲି ସରକାରୀ ସୂତ୍ରରୁ ପ୍ରକାଶ। କୋଭିଡ ବୁଷ୍ଟର ଡୋଜର…

ପରୀକ୍ଷା ପୂର୍ବରୁ ଲିକ୍ ହେଲା ପ୍ରଶ୍ନପତ୍ର

ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍‌ । ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଆସିଛି ଏହି ଅଭିଯୋଗ। ଜୁଲାଇ ୧୨ରୁ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ପଦାର୍ଥବିଜ୍ଞାନ ଓ ଶିକ୍ଷା ଅନର୍ସର ପୂର୍ବରୁ ଗୋଟିଏ ଗୋଟିଏ ପେପର ପରୀକ୍ଷା ସରିଛି। ଆଉ ପ୍ରତ୍ଯେକ ବିଷୟରେ ୨ଟି ଲେଖାଏଁ ହିସାବରେ ୪ଟି ପେପରର ପରୀକ୍ଷା ବାକି…

ଆଦର୍ଶ ବିଦ୍ୟାଳୟରେ ଖାଲି ପଡିଛି ୧୫୬୧ ଶିକ୍ଷକ ଓ ୧୬୬ ଜଣ ଅଣଶିକ୍ଷକ ପଦବୀ

ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ଅଭାବ । ତେବେ ବିଧାନସଭା ଅଧିବେଶନରେ ଏନେଇ ଗୃହରେ ତଥ୍ୟ ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ବିଧାନସଭାର ଦ୍ୱିତୀୟ ପର୍ୟ୍ୟାୟ ଅଧିବେଶନ ଆଜି ଆରମ୍ଭ ହୋଇଥିବା ବେଳେ ବିଜେପି ବିଧାୟକ ମୋହନ ଚରଣ ମାଝୀ ଆଦର୍ଶ ବିଦ୍ୟାଳୟ ସମ୍ପର୍କିତ କିଛି…

ସନ୍ଦେହ କାହାକୁ: ଶିଳ୍ପପତି ଗୌତମ ଅଦାନୀଙ୍କ ମୁନ୍ଦ୍ରା ବନ୍ଦରରୁ ପୁଣି ୩୭୫ କୋଟି ଟଙ୍କାର ଡ୍ରଗ୍ସ ଜବତ

ଶିଳ୍ପପତି ଗୌତମ ଅଦାନୀଙ୍କ ମୁନ୍ଦ୍ରା ବନ୍ଦରରୁ ପୁଣି ୩୭୫ କୋଟି ଟଙ୍କାର ଡ୍ରଗ୍ସ ଜବତ । ସେପଟେ ଗତ କିଛିବର୍ଷ ମଧ୍ୟରେ ମୁନ୍ଦ୍ରା ବନ୍ଦର ଦେଇ କଚ୍ଛର ସମୁଦ୍ରାଞ୍ଚଳ ରାସ୍ତାରେ ବିଭିନ୍ନ ସାମଗ୍ରୀ ସହ ଡ୍ରଗ୍ସ ଆସୁଛି ବା ବାହାର ଦେଶକୁ ଯୋଗାଣ ହେଉଛି । କିଛିଦିନ ତଳେ ପାକିସ୍ତାନରୁ ଆସୁଥିବା…

କଂଗେସ ର ଅଭିଯୋଗ:ବିଜେପି ଭୟ ଏବଂ ନିୟନ୍ତ୍ରଣ ମାଧ୍ୟମରେ ଶାସନ କରିବାକୁ ଚେଷ୍ଟା କରୁଛି

ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଜାମିନ ମାମଲାକୁ ସରଳ କରିବା ପାଇଁ ଅଲଗା ଜାମିନ ଆଇନ ପ୍ରଣୟନ କରିବାକୁ ବିଚାର କରିବାକୁ କହିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ମନ୍ତବ୍ୟ ପରେ କଂଗ୍ରେସ ସୂଚାଇ ଦେଇଛି ଯେ ଯେଉଁ ରାଜ୍ୟରେ ସେ ସରକାର ଅଛନ୍ତି, ସେ ସଂଶୋଧନ ମାଧ୍ୟମରେ ଜାମିନ ଆଇନକୁ ଆହୁରି ଉଦାର…

ମୁଁ ୧୦ଜଣ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖିବି କହିଲା ସ୍ତ୍ରୀ; ଏହା ଶୁଣି ତାକୁ ହତ୍ୟା କଲା ସ୍ବାମୀ

ମୁଁ ୧୦ଜଣ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖିବି। ତୁମେ କିଛି କରିପାରିବ ନାହିଁ। ଏଭଳି କହୁଥିବା ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ସମୟରେ ରାଗରେ ମୁହଁରୁ ଅନେକ କିଛି କଥା ବାହାରି ଯାଇଥାଏ। କିନ୍ତୁ ତା’ର ପରିଣାମ ଯେ ଏତେ ଭୟଙ୍କର ହେବ ତାହା କେହି କେବେ…

ଆଗକୁ ବଢିବ ମହଙ୍ଗା ମାଡ; ୧୮ ରୁ ବଢିବ ଅନେକ ସାମଗ୍ରୀର ଦର

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜିଏସଟି କାଉନସିଲ ବୈଠକ ପରେ ଏକ ବଡ଼ ଘୋଷଣା କରିଛନ୍ତି । ଆସନ୍ତା ୧୮ ତାରିଖ ପରେ ଅନେକ ସାମଗ୍ରୀ ମହଙ୍ଗା ହେବା ନେଇ ସୂଚନା ଦେଇଛନ୍ତି । ଆଉ କିଛି ସାମଗ୍ରୀ ପୂର୍ବାପେକ୍ଷା ଶସ୍ତା ଦରରେ ମିଳିବ । ବର୍ତ୍ତମାନ ମହଙ୍ଗା ମାଡ଼ ଚାଲିଥିବା ବେଳେ ଆପଣଙ୍କୁ ପୁଣି…

ହେବ ପ୍ରବଳ ବର୍ଷା: ୮ ଜିଲ୍ଲାକୁ ଅରେଞ୍ଜ ୧୫ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି

ଦକ୍ଷିଣ ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏହାର ପ୍ରଭାବ ବର୍ତ୍ତମାନ ଓଡ଼ିଶା ଉପକୂଳର ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଅବସ୍ଥିତ ରହିଛି ଏବଂ ଏହା ଦକ୍ଷିଣ-ପଶ୍ଚିମ ଆଡକୁ ଢଳିବା ସହିତ ସମୁଦ୍ର ପତନରୁ ୭.୬ କିଲୋମିଟର ଉଚ୍ଚତାରେ…