Webportal

ଆସନ୍ତା ୫ ବର୍ଷ ମଧ୍ୟରେ ଭାରତର ରାସ୍ତା ଗୁଡିକରୁ ପେଟ୍ରୋଲ ଚାଳିତ ଗାଡିମଟର ସବୁ ଗାଏବ ହୋଇଯିବ: କେନ୍ଦ୍ର ମନ୍ତ୍ରୀ

ଭାରତର କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ପୁଣିଥରେ ନିଜର ବୟାନ ପାଇଁ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ତେବେ ଆସନ୍ତା ୫ ବର୍ଷ ମଧ୍ୟରେ ଦେଶର ରାସ୍ତା ଗୁଡିକରୁ ପେଟ୍ରୋଲ ଚାଳିତ ଗାଡିମଟର ସବୁ ଗାଏବ ହୋଇଯିବ । ଆଗକୁ ଭାରତରେ ଆଉ ପେଟ୍ରୋଲର ଆବଶ୍ୟକତା ପଡିବନି ବୋଲି ଗଡକରୀ ଦାବି…

ପୁଣି ଆରମ୍ଭ ହେଲା ଅମରନାଥ ଯାତ୍ରା

ଦୁଇଦିନ ପରେ ପୁଣି ଅମରନାଥ ଯାତ୍ରା ଆରମ୍ଭ ହୋଇଛି। ଦୀର୍ଘ ଦୁଇବର୍ଷ ଧରି କୋରୋନା ପାଇଁ ବନ୍ଦ ଥିବା ଅମରନାଥ ଯାତ୍ରା ଜୁନ ୩୦ ରୁ ଆରମ୍ଭ ହୋଇଥିଲା। ବାଲତାଲ ଓ ପହଲଗାମ ଦୁଇଟି ରାସ୍ତା ଦେଇ ଯାତ୍ରା ଚାଲିଥିଲା। ହେଲେ ଶୁକ୍ରବାର ଦିନ ବାଦଲ ଫଟା ବର୍ଷା ଯୋଗୁଁ ଯାତ୍ରା ବାଧାପ୍ରାପ୍ତ ହୋଇଥିଲା।…

ନକଲି ଆଇପିଏଲ ଆୟୋଜନ: ରୁଷୀ ଲୋକଙ୍କୁ ଲାଗିଲା ଚୂନ

ଜୀବନରେ ଅନେକ ଅଭିନବ ପ୍ରକାରର ଠକେଇ ଦେଖିଥିବେ ବା ଶୁଣିଥିବେ । କିନ୍ତୁ ଗୁଜୁରାଟର ଭଡନଗରରେ ଏପରି ଠକେଇ ହୋଇଛି, ସେକଥା ଜାଣିଲେ ବିଶ୍ବାସ ମଧ୍ୟ କରିପାରିବେ ନାହିଁ । ଭଡନଗରର ମୋଲିପୁର ଗାଁରେ କିଛି ଲୋକ ଏକ ନକଲି ଆଇପିଏଲ ଆୟୋଜନ କରି କେବଳ ଭାରତୀୟ ନୁହେଁ, ରୁଷର କିଛି ଲୋକଙ୍କୁ…

୨୦୨୩ରେ ବିଶ୍ବର ସବୁଠୁ ଅଧିକ ଜନବହୁଳ ଦେଶ ହୋଇପାରେ ଭାରତ: ଜାତିସଂଘ

ଆସନ୍ତାବର୍ଷ ଜନସଂଖ୍ୟାରେ ଭାରତ ଚୀନ୍‌କୁ ଟପିଯାଇ ପାରେ ବୋଲି ଆଜି ଜାତିସଂଘଦ୍ବାରା ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି। ଏହାଛଡ଼ା, ଚଳିତ ବର୍ଷ ନଭେମ୍ବର ମଧ୍ୟଭାଗ ସୁଦ୍ଧା ବିଶ୍ବଜନସଂଖ୍ୟା ମଧ୍ୟ ୮ ୦୦ କୋଟିରେ ପହଞ୍ଚିଯିବ ବୋଲି ଜାତିସଂଘ ପୂର୍ବାନୁମାନ କରିଛି। ଉକ୍ତ ରିପୋର୍ଟରେ…

ଭାରତୀୟ ରେଳବାଇ ୧୦ ମାସର ଶିଶୁକନ୍ୟାକୁ ଦେଲା ଚାକିରୀ

ଦଶମାସର ଜଣେ  ଶିଶୁକୁ ରେଳବାଇରେ ମିଳିଛି ନିଯୁକ୍ତି ପତ୍ର। ଛତିଶଗଡ଼ ରାଜ୍ୟରେ ଏଭଳି ନିଯୁକ୍ତି ନେଇ ଏବେ ବେଶ ଚର୍ଚ୍ଚା। ଶିଶୁଟିର ପିତାମାତା ଏକ ସଡ଼କ ଦୁର୍ଘଟଣାରେ ଆରପାରିକୁ ଚାଲିଯିବା ପରେ ପୁନଃବସତି ଯୋଜନାରେ ରେଳବାଇ ପକ୍ଷରୁ ଏହି ଅନାଥ ଶିଶୁ କନ୍ୟାକୁ ଏଭଳି ନିଯୁକ୍ତି ପତ୍ର ମିଳିଛି।…

ଅକ୍ଟୋବରରୁ ଦରଦାମ କମିବ : ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର

ଦେଶରେ ଦରଦାମ ବୃଦ୍ଧି ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି। ଫଳ, ପନିପରିବା ଠାରୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଆଦିର ଦର ଉଚ୍ଚସ୍ତରରେ ରହିଛି। ଏଭଳି ସ୍ଥିତିରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଲୋକଙ୍କୁ ଆଗାମୀ ଦିନରେ ଦରଦାମ କମିବା ନେଇ ଆଶ୍ବାସନା…

ଖରାପ ପାଗ ଯୋଗୁ ଅମରନାଥ ଯାତ୍ରା ବାତିଲ

ଖରାପ ପାଗ କାରଣ ରୁ ଅମରନାଥ ଯାତ୍ରାକୁ ରବିବାରଠାରୁ ବାତିଲ କରିଦିଆଯାଇଛି। ଏପରି କି କଶ୍ମୀରରେ ଥିବା ୨ଟି କ୍ୟାମ୍ପରୁ କୌଣସି ନୂଆ ଭକ୍ତଙ୍କୁ ଆଉ ଅମରନାଥ ଯିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।ସୂଚନା ଯୋଗ୍ୟ, ଶୁକ୍ରବାର ଅମରନାଥ ଗୁମ୍ପା ନିକଟରେ ବାଦଲଫଟା…

ଶ୍ରୀଲଙ୍କାରେ ମୁସ୍କିଲ ପରିସ୍ଥିତି; ରାଷ୍ଟ୍ରପତି ଭବନରେ ପଶି ଖାଦ୍ୟ ଖାଇଲେ ଓ ସୁଇମିଂ ପୁଲରେ ପହଁରିଲେ ବିକ୍ଷୋଭକାରୀ

ଶ୍ରୀଲଙ୍କାର ହଜାର ହଜାର ବିକ୍ଷୋଭକାରୀ ଶନିବାର ପୁଲିସର ବ୍ୟାରିକେଡ୍ ଭାଙ୍ଗି କଲମ୍ବୋରେ ଥିବା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ସରକାରୀ ବାସଭବନରେ ପ୍ରବେଶ କରିଥିଲେ। ଶ୍ରୀଲଙ୍କାର ପତାକା ଓ ହେଲମେଟ ଧରିଥିବା ବିକ୍ଷୋଭକାରୀମାନେ ତାଙ୍କ ଇସ୍ତଫା ଦାବି କରି ରାଷ୍ଟ୍ରପତି ଭବନରେ ପ୍ରବେଶ…

ଫାରୁକ ଅବଦୁଲ୍ଲା ଓ ମେହବୁବା ମୁଫତି ସବୁଠାରୁ ବଡ ଦେଶଭକ୍ତ: ଯଶଓ୍ବନ୍ତ ସିହ୍ନା

ରାଷ୍ଟ୍ରପତି ନିର୍ବାଚନକୁ ନେଇ ସାରା ଦେଶର ରାଜନୈତିକ ମାହୋଲ ବେଶ୍ ସରଗରମ ହୋଇ ଉଠିଛି । ଏହା ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନା ସମର୍ଥନ ସଂଗ୍ରହ ପାଇଁ ଶନିବାର ଜ୍‌ମ୍ମୁ-କଶ୍ମୀରରେ ପହଞ୍ଚଛନ୍ତି। ଗଣମାଧ୍ୟମ ସାମ୍ନାରେ ସିହ୍ନା ରାଜ୍ୟର ପୂର୍ବତନ…

ବିଦ୍ୟା, ବୁଦ୍ଧି ଓ ପତ୍ନୀଙ୍କୁ କାହାକୁ ଉଧାର ଦିଅନ୍ତୁ ନାହିଁ, ଦେଲେ ସେ ସବୁ ଆଉ ଫେରସ୍ତ ମିଳିବ ନାହିଁ: ମମତା…

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନକୁ ବର୍ତ୍ତମାନ ବେଶ୍ ଚର୍ଚ୍ଚା ଜୋର୍ ଧରିଛି । ବିଦ୍ୟା, ବୁଦ୍ଧି ଓ ପତ୍ନୀଙ୍କୁ କାହାକୁ ଉଧାର ଦିଅନ୍ତୁ ନାହିଁ। ଦେଲେ ସେ ସବୁ ଆଉ ଫେରସ୍ତ ମିଳିବ ନାହିଁ।ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ପ୍ରତି କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ…