Webportal

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ପଡ଼ିଛି ୨ ଲକ୍ଷ ୨୬ ହଜାର ସରକାରୀ ପଦବୀ : ଅର୍ଥମନ୍ତ୍ରୀ

୨୦୨୧-୨୨ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗରେ ମୋଟ ୨ ଲକ୍ଷ ୨୬ ହଜାର ୫୫୯ ପଦବୀ ଖାଲି ପଡ଼ିଛି | ବିଧାନସଭା ରେ ଏକ ପ୍ରଶ୍ନର ଉତ୍ତର ଦେଇ ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ସୂଚନା ଦେଇଛନ୍ତି। ଏଗୁଡିକ ମଧ୍ୟରୁ ‘ଗ୍ରୁପ ଏ’ର ୧୨୩୩୭ ପଦବୀ, ‘ଗ୍ରୁପ ବି’ର ୪୫୯୬୯,…

ପ୍ରବଳ ଛେଚିବ ବର୍ଷା ; ୪ ଜିଲ୍ଲାକୁ ଅରେଞ୍ଜ ଓ ୧୦ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି

ଆଜି ପ୍ରତ୍ୟୁଷରେ ଉତ୍ତର ଓଡ଼ିଶା ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଏବଂ ବର୍ତ୍ତମାନ ଏହା ସଂପୃକ୍ତ ଅଞ୍ଚଳରେ ଜାରି ରହବା ସହ ଦକ୍ଷିଣ-ପଶ୍ଚିମ ମୌସୁମୀକୁ ଅଧିକ ସକ୍ରିୟ କରିଛି। ଏହାର ପ୍ରଭାବରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିବ। ତେବେ, ଏହି…

ଦିଲ୍ଲୀ ବିଧାନସଭାରେ ବେତନ ସଂଶୋଧନ ବିଧେୟକ ପାରିତ: ୫୪ ହଜାରରୁ ବଢି ୯୦ ହଜାର ଟଙ୍କା ପାଇବେ ବିଧାୟକ

ଦିଲ୍ଲୀ ବିଧାନସଭାର ଚଳିତ ଅଧିବେଶନରେ ବେତନ ସଂଶୋଧନ ବିଧେୟକ ପାରିତ ହୋଇଛି । ଫଳରେ ମନ୍ତ୍ରୀ, ବିଧାୟକ, ଉପ ବାଚସ୍ପତି ଏବଂ ବିରୋଧୀ ଦଳ ନେତାଙ୍କ ଦରମା ବଢିବ । ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ୨୦୧୫ରେ ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ପ୍ରସ୍ତାବ ରଖାଯାଇଥିବା ବେଳେ, ଯାହା ଏବେ ପାରିତ…

ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ନିଷ୍ପତ୍ତି: ଚେକ୍ ହେବ ନୋଟର ଫିଟନେସ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ନୋଟର ଫିଟନେସ କୁ ନେଇ ବଡ଼ ନିଷ୍ପତ୍ତି ନେଇଛି । ଅଧିକାଂଶ ସମୟରେ ଲୋକମାନେ ପୁରୁଣା ଚିରା ଫଟା ନୋଟକୁ ନେଇ ନେଣଦେଣ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଆରବିଆଇ ପକ୍ଷରୁ ନୋଟର ଫିଟନେସ ଚେକ୍ କରାଯିବ । ଦେଶରେ ସମସ୍ତ…

ଲକ୍ଷ୍ମଣ ରେଖା ଡେଉଁଥିବାରୁ ସୋସିଆଲ ମିଡିଆ ଉପରେ ଅଙ୍କୁଶ ଲାଗିବା ଦରକାର:ସୁପ୍ରିମକୋର୍ଟ ଜଷ୍ଟିସ

ସମ୍ପ୍ରତ୍ତି ସୋସିଆଲ ମିଡିଆର ବହୁଳ ବ୍ୟବହାର ହେଉଛି । ଏହାସହିତ ଏହାର ଅପବ୍ୟବହାର ମଧ୍ୟ ବଢିଚାଲିଛି । ନିଲମ୍ବିତ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ଫ୍ରଫେଟ ଟିପ୍ପଣୀକୁ କଡା ଭତ୍ସନା କରିଥିବା ସୁପ୍ରିମକୋର୍ଟର ବିଚାରପତି ଜେବି ପର୍ଦ୍ଦିୱାଲା(Justice JB Pardiwala) ସୋସିଆଲ ମିଡିଆ…

ସମାଜବାଦୀ ପାର୍ଟିକୁ ମଝଭୁତ କରିବା ପ୍ରକ୍ରିୟାସ୍ୱରୂପ ୟୁପି ରାଜ୍ୟ ସଭାପତିଙ୍କ ବ୍ୟତୀତ ଅଖିଳେଶ ଯାଦବ ଦଳର ସମସ୍ତ…

ସମାଜବାଦି ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ ଦଳର ସମସ୍ତ ୟୁନିଟ୍ ବିଲୋପ କରିଛନ୍ତି। ତେବେ ସେ କେବଳ ସମାଜବାଦୀ ପାର୍ଟିର ଉତ୍ତରପ୍ରଦେଶ ସଭାପତିଙ୍କୁ ଛାଡିଛନ୍ତି। ସମାଜବାଦି ପାର୍ଟିର ଟ୍ୱିଟର ହ୍ୟାଣ୍ଡେଲରୁ ଏହି ସୂଚନା ଦିଆଯାଇଛି। ଏଥିରେ ଲେଖାଯାଇଛି ଯେ ସମସ୍ତ ଯୁବ ସଂଗଠନ ସମେତ…

ଆସନ୍ତାକାଲି ୧୨ ଘଣ୍ଟିଆ ତାଳଚେର ବନ୍ଦ ଡାକରା

ଆସନ୍ତାକାଲି ବନ୍ଦ୍ ରହିବ ତାଳଚେର । ୧୨ ଘଣ୍ଟିଆ ତାଳଚେର ବନ୍ଦ ସହ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧର ଡାକରା ଦେଇଛି ତାଳଚେର ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି । ସରକାର ମେଡିକାଲ କଲେଜ ଚଳାଇବାର ତାରିଖ ଘୋଷଣା ଦାବିରେ ବନ୍ଦ ଡାକରା ଦିଆଯାଇଛି । କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନକୁ…

ଅନାବଶ୍ୟକ ସୁରକ୍ଷା ମିଳିଥିବା ବିଦ୍ରୋହୀ ବିଧାୟକମାନେ ଆମ ଆଖିରେ ଆଖି ମିଶାଇ ପାରୁ ନାହାଁନ୍ତି, ଲୋକଙ୍କ ସହ କେମିତି…

ମହାରାଷ୍ଟ୍ରରେ ବିଜେପି-ଶିବସେନା ସରକାର ଗଠନ ହେବା ପରେ ରାଜନୀତି ସରଗରମ ହୋଇ ଉଠିଛି । ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ସିନ୍ଦେ ଦଳର ବିଧାୟକଙ୍କୁ ବାରମ୍ବାର ସମାଲୋଚନା କରିବାରେ ଲାଗିଛନ୍ତି।ରବିବାର ଦିନ ସେ କହିଛନ୍ତି…

୫ମ ଟେଷ୍ଟ ପ୍ରଥମ ପାଳି: ଇଂଲଣ୍ଡ ୨୮୪ ରନ୍‌ରେ ଅଲ୍‌ଆଉଟ୍‌, ଭାରତ ୧୩୨ ରନ୍‌ରେ ଅଗ୍ରଣୀ

ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟ୍‌ରେ ଭାରତ କ୍ରମାଗତ ଭାବେ ଭଲ ପ୍ରଦର୍ଶନ ଜାରି ରଖିଛି। ଇଂଲଣ୍ଡକୁ ଟିମ୍‌ ଇଣ୍ଡିଆ ପ୍ରଥମ ପାଳିରେ ୨୮୪ ରନ୍‌ରେ ଅଲ୍‌ଆଉଟ୍‌ କରିଛି। ଭାରତ ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକ ୪ଟି ୱିକେଟ୍‌ ନେଇଛନ୍ତି। ସେହିପରି ଜସପ୍ରୀତ ବୁମାରଙ୍କୁ ୩ଟି, ମହମ୍ମଦ…

ଡାକ୍ତର ଦିବସ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ

ଡାକ୍ତର ଦିବସ ଅବସରରେ ଆଜି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅବସ୍ତିତ ଓଡିଶା ରକ୍ତ କେନ୍ଦ୍ର ଠାରେ ଭାରତୀୟ ଚିକିତ୍ସକ ସଂଘ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା।ଏହି ଶିବିରକୁ ସହଯୋଗ କରିଥିଲେ ଓଡ଼ିଶା ସେଲସ ରିପ୍ରେଜେଣ୍ଟିବ ୟୁନିଅନ ଓ ପତଞ୍ଜଳି ଯୋଗ…