Webportal

କୋର୍ଟରେ ହାଜର ବେଳେ କହ୍ନେୟାଲାଲଙ୍କ ହତ୍ୟାକାରୀଙ୍କୁ ନିସ୍ତୁକ ମାଡ଼

ରାଜସ୍ଥାନର ଉଦୟପୁରରେ ହୋଇଥିବା ଦରଜୀ କହ୍ନେୟାଲାଲଙ୍କ ହତ୍ୟା ମାମଲାରେ ଶନିବାର ୪ ଅଭିଯୁକ୍ତଙ୍କୁ ଏନଆଇଏ କୋର୍ଟରେ ହାଜର କରାଯାଇଛି। କୋର୍ଟରେ ହାଜର ସମୟରେ ଉତ୍ୟକ୍ତ ଲୋକ ଅଭିଯୁକ୍ତଙ୍କ ଉପରେ ଆକ୍ରମଣ କରିଥିବାର ଖବର ମିଳିଛି। କୋର୍ଟ ଏହି ଚାରି ଅଭିଯୁକ୍ତଙ୍କୁ ୧୦ ଦିନ ପାଇଁ ଏନ୍‌ଆଇଏ…

ଉଦୟପୁର ହତ୍ୟାକାଣ୍ଡ କୁ ନେଇ କଂଗ୍ରେସର ଅଭିଯୋଗକୁ ଖଣ୍ଡନ କଲା ବିଜେପି

ରାଜସ୍ଥାନ ଉଦୟପୁର ହତ୍ୟାକାଣ୍ଡ ଘଟଣାକୁ ନେଇ କଂଗ୍ରେସର ସାଂଘାତିକ ଅଭିଯୋଗ। ଦଳ ଏହି ହତ୍ୟାକାଣ୍ଡର ମୁଖ୍ୟଅଭିଯୁକ୍ତ ସହ ବିଜେପି ନେତାର ସମ୍ପର୍କ ଥିବା ଅଭିଯୋଗ କରିଛି। ଏମିତିକି ବିଜେପି ନେତା ସହ ହତ୍ୟାକାରୀର ଏକ ଫଟୋ ମଧ୍ୟ ସେୟାର କରିଛି କଂଗ୍ରେସ। ତେବେ ଏହାକୁ ଖଣ୍ଡନ କରିଛି ବିଜେପି।…

କହ୍ନେୟା ଲାଲ ହତ୍ୟାକାରୀ ରିୟାଜ ଅଟାରୀର ବିଜେପି ନେତାଙ୍କ ସହ ରହିଛି ସମ୍ପର୍କ!: ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର…

ରାଜସ୍ଥାନର ଉଦୟପୁରରେ ଟେଲର କହ୍ନେୟା ଲାଲଙ୍କ ହତ୍ୟା କୁ ନେଇ ସାରା ଦେଶରେ ଆକ୍ରୋଶ ଦେଖାଦେଇଛି । ଏହା ସହ ଏହି ହତ୍ୟାକାଣ୍ଡକୁ ନେଇ ସମସ୍ତ ରାଜନୈତିକ ଦଳ ମଧ୍ୟରେ ଆରୋପ-ପ୍ରତ୍ୟାରୋପର ପର୍ବ ମଧ୍ୟ ଆରମ୍ଭ ହୋଇସାରିଛି । ନିକଟ ଅତୀତରେ ବିଜେପି କଂଗ୍ରେସ ସରକାର ଉପରେ ତୁଷ୍ଟିକରଣର ଅଭିଯୋଗ…

କର୍ଡନରେ ପଶି ରଥ ଛୁଇଁଲେ ମାଳ ମାଳ ଅଣସେବାୟତ, ଚାରମାଳ ଉପରେ ଚଢ଼ିଗଲେ ବୃଦ୍ଧା

ରଥଯାତ୍ରାରେ କର୍ଡନ ଭିତରେ ପଶିବା ବାରଣ କରାଯାଇଥିଲା। ରଥ ସ୍ପର୍ଶ କରିବାରେ ବି ବାରଣ କରାଯାଇଥିଲା। କିନ୍ତୁ ଏହାକୁ ଖୋଲା ଉଲ୍ଲଂଘନ କରାଯାଇଛି। ଶତାଧିକ ଅଣସେବାୟତ ଆଜି ରଥ କର୍ଡନ ଭିତରେ ପଶି ରଥ ସ୍ପର୍ଶ କରିଛନ୍ତି। ସେଲ୍‌ଫି ନେଇଛନ୍ତି। ଯେଉଁଥିରୁ ଅଧିକାଂଶ ରାଜ୍ୟ ବାହାରର ଥିବା…

ଓଡ଼ିଶା ପାଇଁ ବିଦ୍ୟୁତ୍ ସଂସ୍କାର ମୂଲ୍ୟହୀନ;ଜାତୀୟ ହାରଠୁ ଓଡ଼ିଶାରେ ମହଙ୍ଗା:ପାଓ୍ୱାର ଫାଇନାନ୍ସ ରିପୋର୍ଟରେ ଆସିଲା…

ଦେଶର ପ୍ରଥମ ରାଜ୍ୟ ଭାବେ ୧୯୯୬ ମସିହାରେ ବିଦ୍ୟୁତ୍ ସଂସ୍କାର କାର୍ଯ୍ୟକ୍ରମ ହାତକୁ ନେଇଥିଲା ଓଡ଼ିଶା। ଉଦ୍ଦେଶ୍ୟ ଥିଲା, ରାଜ୍ୟବାସୀଙ୍କୁ ସୁଲଭ ମୂଲ୍ୟରେ ଗୁଣାତ୍ମକ ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ କରିବା। ଇତିମଧ୍ୟରେ ଓଡ଼ିଶାର ବିଦ୍ୟୁତ୍ ସଂସ୍କାରକୁ ୨୫ବର୍ଷ ପୂରିଗଲାଣି। ହେଲେ…

ଆଜିଠାରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ, ଉପସ୍ଥାପନ ହେବ ପୂର୍ଣ୍ଣାଙ୍ଗ ବଜେଟ୍

ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଅଧିବେଶନର ପ୍ରଥମ ଦିନରେ ଅର୍ଥାତ୍ ଆଜି ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ ହେବ। ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ଅଧିବେଶନରେ ୨୪ଟି କାର୍ଯ୍ୟଦିବସ ରହିଛି। ଅନ୍ୟପକ୍ଷରେ ଚଳିତ ବିଧାନସଭାର ଅଧିବେଶନର…

କୋଲକାତା ସ୍ଥାନାନ୍ତର ହେଲା ଆଇସିସିଆର୍‌ ଆଞ୍ଚଳିକ କାର୍ଯ୍ୟାଳୟ; ଦେଖଣାହାରୀ ସାଜିଲା ରାଜ୍ୟ ସଂସ୍କୃତି ବିଭାଗ

ଭୁବନେଶ୍ବରରେ ଥିବା କେନ୍ଦ୍ର ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ଅଧୀନ ‘ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ଆଇସିସିଆର୍‌)’ର ଓଡ଼ିଶା ଆଞ୍ଚଳିକ କାର୍ଯ୍ୟାଳୟ ଶେଷରେ କାଲି ବନ୍ଦ ହୋଇଯାଇଛି। ପଳାସପଲ୍ଲୀସ୍ଥିତ ଏହି କାର୍ଯ୍ୟାଳୟ କୋଲକାତାକୁ ସ୍ଥାନାନ୍ତର କରାଯାଇଛି। କୋଲକାତାସ୍ଥିତ…

ଉଦୟପୁର ହତ୍ୟା ଅଭିଯୁକ୍ତ ବ୍ୟବହାର କରିଥିବା ବାଇକର ନମ୍ବର ୨୬୧୧

ଉଦୟପୁର ଟେଲର ହତ୍ୟା ମାମଲାରେ ଅଭିଯୁକ୍ତ ଙ୍କ ଦ୍ଵାରା ପଳାୟନ ପାଇଁ ବ୍ୟବହୃତ ଏହି ମୋଟରସାଇକେଲ ର ନମ୍ବର ଏହାର ପଞ୍ଜିକରଣ ଅନୁସାରେ ଥିଲା ୨୬୬୧, ଯାହା ୨୦୦୮ ରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଏକ ସମ୍ଭାବ୍ୟ ସନ୍ଦର୍ଭ ଥିଲା। ଏହି ନିର୍ଦ୍ଦିଷ୍ଟ ନମ୍ବର ପାଇବା ପାଇଁ ଅଭିଯୁକ୍ତ ଆଞ୍ଚଳିକ…

କିପରି ଅଛି ବାଘୁଣୀ ସୁନ୍ଦରୀ

କିପରି ଅଛି ‘ସୁନ୍ଦରୀ’ ବାଘୁଣୀ ? ୨୦୧୮ରେ ଓଡ଼ିଶାରେ ଆତଙ୍କ ଖେଳାଇଥିବା ସୁନ୍ଦରୀ ବାଘୁଣୀ ଗତ ୧ ବର୍ଷ ହେଲା ମଧ୍ୟପ୍ରଦେଶ ରାଜଧାନୀ ଭୋପାଳର ବନବିହାର ଜାତୀୟ ଉଦ୍ୟାନରେ ରହିଛି । କିନ୍ତୁ ସେଠାରେ ତାକୁ ଭଲ ଲାଗୁ ନାହିଁ । ସବୁବେଳେ ଅସ୍ଥିର ରହୁଛି । ମଧ୍ୟପ୍ରଦେଶ ଜଙ୍ଗଲ ବିଭାଗ…

ପୁରୀ ରଥଯାତ୍ରା: ୯୬ ଜଣ ଶ୍ରଦ୍ଧାଳୁ ଅଚେତ ଓ ଜଣେ ମହିଳା ପୋଲିସ କର୍ମଚାରୀ ଆହତ

ଆଜି ପବିତ୍ର ଘୋଷଯାତ୍ରା ଅବସରରେ ଚଳଚଞ୍ଚଳ ହୋଇଉଠୀଥିଲା ଶ୍ରୀକ୍ଷେତ୍ର । ପୁରୀ ବଡ଼ଦାଣ୍ଡ ଜନସମୁଦ୍ର ପାଲଟି ଯାଇଥିଲା । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ସଭିଙ୍କ ମନରେ ୩ ଠକୁରଙ୍କୁ ଟିକିଏ ଦେଖିବାକୁ ଓ ରଥ ଦଉଡ଼ି ଭିଡିବାକୁ ଶ୍ରଦ୍ଧାଳୁଙ୍କ ଭିତରେ ଠେଲାପେଲା। ଏହି ପ୍ରବଳ ଗହଳି…