ସଂସଦରେ ଅନେକ ଶବ୍ଦକୁ କରାଗଲା ନିଷିଦ୍ଧ
ଲୋକସଭା ସଚିବାଳୟରେ ଏକ ନୂତନ ବୁକଲେଟ ପ୍ରକାଶିତ କରାଯାଇଛି । ଯେଉଁଥିରେ ସଂସଦରେ ଅନେକ ଶବ୍ଦକୁ ନିଷିଦ୍ଧ କରାଯାଇଛି । ଏପରିକି ଏହାର ଏକ ତାଲିକା ପ୍ରସ୍ତୁତ କରାଯାଉଥିବାର ଦେଖିବାକୁ ମିଳିଛି । ତେବେ ଜୁଲାଇ ୧୮ ରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନ ପୂର୍ବରୁ ଅଣସଂରକ୍ଷିତ ଶବ୍ଦ ଏବଂ…