Webportal

ରାନିଲଙ୍କ ନିର୍ଦ୍ଦେଶ ପାଳନ କଲାନି ସେନା, ଗୁଳି ଚଳାଇବାକୁ ମନା କଲା

ଶ୍ରୀଲଙ୍କାର କାମଚଳା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ଆନ୍ଦୋଳନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗତକାଲି ଯେଉଁ ନିର୍ଦ୍ଦେଶ ଦେଇଥିଲେ ତାହାକୁ ଶ୍ରୀଲଙ୍କା ସେନା ପ୍ରତ୍ୟାଖ୍ୟାନ କରିଛି। ଶ୍ରୀଲଙ୍କାର ଲୋକମାନେ ଅଭାବ ଅନଟନରୁ ମୁକ୍ତି ପାଇଁ ଆନ୍ଦୋଳନ କରୁଛନ୍ତି।…

ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଖୁସି ଖବର! ଏଣିକି ମାଗଣାରେ ଦେଖିବେ ମ୍ୟାଚ, ଚ୍ୟାନେଲରେ ହେବ ସିଧା ପ୍ରସାରଣ

ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଆସିଛି। ଏଣିକି ମାଗଣାରେ ଲାଇଭ୍ ମ୍ୟାଚ ଦେଖିପାରିବେ। ଦେଶର ସାର୍ବଜନୀନ ପ୍ରସାରଣକାରୀ ଡିଡି ସ୍ପୋର୍ଟସରେ ସିଧା ପ୍ରସାରଣ ହେବ। ଦୀର୍ଘ ୧୫ ବର୍ଷ ପରେ ଭାରତର କୌଣସି ବିଦେଶୀ ସିରିଜ୍ ଡିଡି ସ୍ପୋର୍ଟସରେ ପ୍ରସାରିତ ହେବ। ଡିଡି…

ସ୍ବାମୀ ସ୍ତ୍ରୀକୁ କାଦୁଅରେ ଘୋଷାଡି ଘୋଷାଡି ବେଲ୍ଟରେ ମାରିଲା ମାଡ

ବର୍ବରତାର ସବୁ ସୀମା ଟପିଗଲା ସ୍ବାମୀ । ମହିଳା ହେଉ ବା ପୁରୁଷ କାହାକୁ କଣ ସତରେ ଏପରି ଅମାବୀୟ ଭାବେ ମାଡ ମରାଯାଇପାରେ।  ଜଣେ ମହିଳାଙ୍କୁ ଘର ବାହାରେ ଘୋଷାରି ଘୋଷାରି କାଦୁଅରେ ମାଡ ମରାଯାଉଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାଟି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା…

ବିବାହ ବନ୍ଧନରେ ବାନ୍ଧି ହେବେ ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ୍ ଓ ଆଇପିଏଲ୍‌ ପ୍ରତିଷ୍ଠାତା ଲଲିତ ମୋଦି

ଭାରତୀୟ ଉଦ୍ୟୋଗପତି ତଥା ଆଇପିଏଲ୍‌ ପ୍ରତିଷ୍ଠାତା ଲଲିତ ମୋଦିଙ୍କ ସହ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ । ଏ ସମ୍ପର୍କରେ ଲଳିତ ନିଜ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି । ପରିବାର ସହ ବିଶ୍ୱ ଭ୍ରମଣରୁ ଲଣ୍ଡନ  ଫେରିବା କଥା ସେ ଉଲ୍ଲେଖ…

ଚରିତ୍ରକୁ ସନ୍ଦେହ କରି ବିଭତ୍ସ ହତ୍ୟା, କଟୁରୀରେ ହାଣି ସ୍ତ୍ରୀର ମୁଣ୍ଡ ଗଣ୍ଡି ଅଲଗା କରିଦେଲା ନୃଶଂସ ସ୍ଵାମୀ

ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀକୁ ବିଭତ୍ସ ଭାବେ ହତ୍ୟା। କଟୁରୀରେ ହାଣି ସ୍ତ୍ରୀର ମୁଣ୍ଡ ଗଣ୍ଡି ଅଲଗା କରିଦେଲା ନୃଶଂସ ସ୍ଵାମୀ। ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଚନ୍ଦ୍ରଶେଖରପୁରରେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀର କଟାମୁଣ୍ଡ ଧରି ଜୋରନ୍ଦା ଫାଣ୍ଡିକୁ ଯାଉଥିବାବେଳେ ଖାଙ୍କିରା…

ଦେଶରେ ବଢ଼ୁଛି ଅବିବାହିତ ଯୁବକଙ୍କ ସଂଖ୍ୟା ; ୨୩ ପ୍ରତିଶତ ପହଞ୍ଚିଲା ଅନୁପାତ

ଦେଶରେ ଗତ କିଛି ବର୍ଷରେ ଅବିବାହିତ ଯୁବକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସରକାରଙ୍କ ପକ୍ଷରୁ ହୋଇଥିବା ଏକ ସର୍ବେକ୍ଷଣରୁ ଏହି ରିପୋର୍ଟ ସାମ୍ନାକୁ ଆସିଛି। ସର୍ବେକ୍ଷଣର ରିପୋର୍ଟ ମୁତାବକ ଦେଶରେ ୧୫-୨୯ ବର୍ଷ ବୟସର ଯୁବଗୋଷ୍ଠୀ ମଧ୍ୟରେ ଅବିବାହିତ ବ୍ୟକ୍ତିଙ୍କ ଅନୁପାତ ୨୦୧୯ରେ ବୃଦ୍ଧି ହୋଇ…

ଦଲେର ମେହନ୍ଦୀଙ୍କୁ ଦୁଇ ବର୍ଷ ଜେଲ୍

ପଞ୍ଜାବର ଲୋକପ୍ରିୟ କଣ୍ଠଶିଳ୍ପୀ ଦଲେର ମେହନ୍ଦୀ ଗିରଫ ହେବା ନେଇ ଖବର ସାମ୍ନାକୁ ଆସିଛି। ମାନବ ଚାଲାଣ ମାମଲାରେ କଣ୍ଠଶିଳ୍ପୀଙ୍କୁ ଗିରଫ କରିଛି ପଞ୍ଜାବ ପୁଲିସ। ଆଜି ମାନବ ଚାଲାଣ ମାମଲାରେ ପଞ୍ଜାବର ପଟିଆଲା କୋର୍ଟ ତାଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ପରେ ପଞ୍ଜାବ ପୁଲିସ…