Webportal

ମୁଁ ଜଣେ କ୍ରିମିନାଲ ନୁହେଁ, ଦିଲ୍ଲୀର ନିର୍ବାଚିତ ମୁଖ୍ୟମନ୍ତ୍ରୀ : ଅରବିନ୍ଦ କେଜ୍ରିୱାଲ

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଅରବିନ୍ଦ କେଜ୍ରିୱାଲ କହିଛନ୍ତି “ମୁଁ ଜଣେ କ୍ରିମିନାଲ ନୁହେଁ, ମୁଁ ଦିଲ୍ଲୀର ନିର୍ବାଚିତ ମୁଖ୍ୟମନ୍ତ୍ରୀ”। କେଜ୍ରିୱାଲଙ୍କ ସିଙ୍ଗାପୁର ଗସ୍ତକୁ କେନ୍ଦ୍ର ସରକାର ସ୍ଵୀକୃତି ଦେବାରେ ବିଳମ୍ବ କରିବା ଫଳରେ କିଛି ଏଭଳି ଢଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ…

ଛାତ୍ରୀ ରୁଚିକା ଆତ୍ମହତ୍ୟା ଘଟଣା, ଆସନ୍ତା କାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ୍ ଡାକରା

ଆତ୍ମହତ୍ୟା କରିଥିବା ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରାର ଦିଆଯାଇଛି । କାଲି ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ପିକେଟିଂ କରି ବନ୍ଦ ପାଳନ ପାଇଁ ସଂଗଠନ ଆହ୍ୱାନ…

ଅଳିଆ ଠେଲାଗାଡିରୁ ପ୍ରଧାନମନ୍ତ୍ରୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଫଟୋ ମିଳିବା ପରେ ଗଲା ସଫେଇ କର୍ମଚାରୀର ଚାକିରି

ମଥୁରା-ବୃନ୍ଦାବନ ନଗର ନିଗମ ଇଲାକାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଜଣେ ଭୁଲ କଲା ଆଉ ଜଣେ ଦଣ୍ଡ ପାଇଲା ଭଳି ଜଣେ ନିରୀହ ସଫେଇ କର୍ମଚାରୀ ର ଚାକିରୀ ପଳେଇଛି । ସୂଚନାଯୋଗ୍ୟ, ଅଳିଆ ଗୋଟାଇ ନେଉଥିବା ଠେଲାଗାଡିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତରପ୍ରଦେଶ…

କେବଳ ନବୀନଙ୍କୁ ପ୍ରଭାବିତ କରିବା ପାଇଁ ଭୁବନେଶ୍ବର ରେ କୋଭିଡ କଟକଣା; ସ୍ଵୟଂ ମେୟର ମଧ୍ଯ ବେପରୁଆ,ବିଏମସିର ଦୋମୁହାଁ…

ଦେଶ ତଥା ରାଜ୍ୟରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧିପାଇବାରେ ଲାଗିଛି । ଏନେଇ ଏବେ ବିଏମସି ବି କରୋନା କଟକଣାକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଜାରି କରିଛି । ଏହି କଟକଣାରେ ସ୍ପଷ୍ଟଭାବେ ଉଲ୍ଲେଖ ରହିଛି କି, ପ୍ରେକ୍ଷାଳୟ କିମ୍ବା କୌଣସି କାର୍ଯ୍ୟକ୍ରମ କଲାବେଳେ ମାସ୍କ ପିନ୍ଧିବା…

ଦେଶରେ ମନଇଚ୍ଛା ଗରିଫଦାରୀକୁ ନେଇ ଚିନ୍ତା ପ୍ରକଟ କଲେ ମୁଖ୍ୟ ବିଚାରପତି

ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତିଙ୍କ ବୟାନ ପୁଣିଥରେ ଚର୍ଚ୍ଚାକୁ ଆସିଛି । ଦେଶରେ ଚାଲିଥିବା ମନଇଚ୍ଛା ଗିରଫଦାରୀ ଓ ଜାମିନରେ ଡେରି ହେଉଥିବା ନେଇ ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ବି ରମନ୍ନା । ସେ କହିଛନ୍ତି କି ଦେଶରେ ରାଜନୈତିକ ଅଭିସନ୍ଧି ରଖି କରାଯାଉଥିବା…

ବିଦ୍ୟୁତ୍ କେଳେଙ୍କାରୀର ନୂଆ ଫର୍ଦ୍ଦ: ଧରାପଡ଼ିଲେ ବି ଚାଲିଛି

ଉପଭୋକ୍ତାଙ୍କ ୩୫୪ କୋଟି କଂପାନି ନେଇଗଲେ ।କୋଟିଆବାସୀଙ୍କୁ ଆନ୍ଧ୍ର ପ୍ରଦେଶ ସରକାର ପ୍ରଲୋଭିତ କରୁଥିବା ସରକାରଙ୍କ ଦୃଷ୍ଟିଗୋଚର ହୋଇନାହିଁ ବୋଲି ଉତ୍ତର ଦେଇ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଅକଳରେ ପଡ଼ିଛନ୍ତି। ଏହି ପ୍ରସଙ୍ଗରେ ସତ କ’ଣ ସେ ସଂକ୍ରାନ୍ତରେ ସରକାରଙ୍କ ଠାରୁ…

ଇଲିସି ଦର ଆକାଶଛୁଆଁ

ଧାମରା ଅଂଚଳରେ ଇଲିସି ମାଛର ଆକାଶଛୁଆଁ ଦର। ଚନ୍ଦନୀପାଳ କଣ୍ଟା ହେଉ କିମ୍ବା ଧାମରା ମାଛଧରା  ଜେଟି ହେଉ ସବୁଠି ଇଲିସି ମାଛର ଚାହିଦା। ମାଛର ସାଇଜ ଯେତିକି ବଡ ଦର ବି ସେତିକି ଉଚ୍ଚା। ଇଲିସିର ଏମିତି ଆକାଶଛୁଆଁ ଦର ଶୁଣି ସାଧାରଣ ଖାଉଟି କେବଳ ଦେଖି ଦେଖି ମନକୁ ବୁଝାଇ ଦେଉଛି। କିଲେ ଅଧେ…

ବୋହୂର ଟାଙ୍ଗିଆ ଚୋଟରେ ଶ୍ୱଶୁରର ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଟୁରିଆ ଗାଁରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ବୋହୂର ଟାଙ୍ଗିଆ ଚୋଟରେ ଶ୍ୱଶୁରର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ କୁଟୁରିଆ ଗାଁର ବେଣୁଧର ପ୍ରଧାନ । ବୋହୂ ଯଶୋଦା ପ୍ରଧାନ ଗୁରୁତର ହୋଇଛନ୍ତି । ଯଶୋଦାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପରଜଙ୍ଗ ଗୋଷ୍ଠୀ…

ବିକଳ ଚିତ୍ର: ଦଉଡି ସାହାଯ୍ୟରେ ଭରା ନଦୀ ପାର୍ ହେଲେ ଗର୍ଭବତୀ

ଉଛୁଳା ସମାକୋଈ ନଦୀରେ ଗୁରୁତର ଥିବା ଜଣେ ଗର୍ଭବତୀଙ୍କୁ ତେଲକୋଇ ଅଗ୍ନିଶମ ବାହିନୀ ଦଉଡି ସାହାଯ୍ୟରେ ପାରି କରି ମେଡିକାଲକୁ ଆଣିବା ଭଳି ଲକ ଘଟଣା ଏବେ ସାମ୍ନାକୁ ଆସିଛି। ଯାହା ସରକାରଙ୍କ ପରିବା ପଣିଆକୁ ପଦାରେ ପକାଇଛି। ତେଲକୋଇ ବ୍ଲକ ତାଳପଦା ପଞ୍ଚାୟତର ମୁଣ୍ଡା ସାହିକୁ ରାସ୍ତା ଖଣ୍ଡିଏ…

ଆଜି ନିଟ୍‌ ପରୀକ୍ଷା

ଆଜିଠୁ ଦେଶର ବିଭିନ୍ନ ମେଡିକାଲ୍‌ କଲେଜରେ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ଡିଗ୍ରୀରେ ନାମଲେଖା ପାଇଁ ନ୍ୟାସନାଲ୍‌ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍‌) ୟୁଜି ପରୀକ୍ଷା ହେବ । ଚଳିତବର୍ଷ ୧୮ ଲକ୍ଷ ୭୨ ହଜାର ୩୨୯ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏମାନଙ୍କ ମଧ୍ୟରେ ୧୦.୬୪ ଲକ୍ଷ…