Webportal

ବିଜେପିର ଦୁଇରୁ ତିନି ବିଧାୟକ ଯଶୋବନ୍ତ ସିହ୍ନାଙ୍କୁ ଭୋଟ ଦେଇଛନ୍ତି : ତାରା ବାହିନୀପତି

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝିଙ୍କୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ତେରେଛା ବାଣ ମାରିଛନ୍ତି। ଆମ ଦଳର ବିଧାୟକ ଯିଏକି ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଲେ ସେ ମର୍ଦ୍ଦପିଲା ଭଳି କହିଲେ। କିନ୍ତୁ ଗଣତନ୍ତ୍ର ସୁରକ୍ଷା ପାଇଁ ବିଜେପିର ଦୁଇରୁ…

ନିଜ ଘରଠାରୁ ୩୦୦ କିଲୋମିଟର ଭିତରେ ପରୀକ୍ଷା ଦେବେ ରେଳ ବିଭାଗରେ ଚାକିରି ଆଶାୟୀ ପ୍ରାର୍ଥୀ

ଭାରତୀୟ ରେଳର କୌଣସି ପଦବି ଲାଗି ପରୀକ୍ଷା ଦେବାକୁ ଥିବା ପ୍ରାର୍ଥୀଙ୍କ ପାଇଁ ଭଲଖବର । ଏଣିକି ଘରଠାରୁ ୩୦୦ କିଲୋମିଟର ଦୂରତା ଭିତରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ଯାହାଦ୍ବାରା ପ୍ରାର୍ଥୀଙ୍କ ସମୟ ଓ ଖର୍ଚ୍ଚ ବଞ୍ଚିଯିବ। ଭାରତୀୟ ରେଳ ବିଭାଗ ନେଇଛି ଏଭଳି ଏକ ଗୁରୁତ୍ବପୂର୍ଣ୍ଣ…

୨୦୨୧ରେ ୧.୬୩ ଲକ୍ଷ ଲୋକ ନିଜ ଜନ୍ମମାଟି ଭାରତ ଛାଡ଼ିଛନ୍ତି

ଭାରତର ନାଗରିକତା ଛାଡ଼ୁଥିବା ଲୋକମାନଙ୍କ ସଂଖ୍ୟା ବିଗତ କିଛି ବର୍ଷରେ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି । ୨୦୨୧ରେ ରେକର୍ଡ ୧ ଲକ୍ଷ ୬୩ ହଜାର ଲୋକ ନିଜ ଭାରତୀୟ ନାଗରିକତା ଛାଡ଼ିଥିବା ସୂଚନା ଦେଇଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ବହୁଜନ ସମାଜପାର୍ଟି ସାଂସଦ…

ସର୍ଭିସ ଚାର୍ଜ ନ ଦେଲେ ରେସ୍ତୋରାଁରେ ଖାଅନାହିଁ : ଦିଲ୍ଲୀ ହାଇକୋର୍ଟ

ସର୍ଭିସ ଚାର୍ଜ(ସେବା ଦେୟ)କୁ ନେଇ ବଡ ମନ୍ତବ୍ୟ ଦେଲେ ଦିଲ୍ଲୀ ହାଇକୋର୍ଟ। ଯଦି ଆପଣ ସର୍ଭିସ ଚାର୍ଜ ପୈଠ କରିପାରିବେ ନାହିଁ, ତେବେ ରେସ୍ତୋରାଁରେ ଖାଦ୍ୟ ଖାଆନ୍ତୁ ନାହିଁ ବୋଲି ବୁଧବାର କହିଛନ୍ତି ଦିଲ୍ଲୀ ହାଇକୋର୍ଟ। ଜୁଲାଇ ୪ରେ ହୋଟେଲ୍ ଓ ରେସ୍ତୋରାଁ ଦ୍ୱାରା ନିଆଯାଉଥିବା ସର୍ଭିସ…

ରାଜ୍ୟରେ ଥିବା ୧୬୭୨ଟି ସ୍କୁଲରେ ଅଛନ୍ତି ଜଣେ ଲେଖାଏ ଶିକ୍ଷକ

ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ। ତଥ୍ୟ ଅନୁଯାୟୀ ୨୦୨୧ ଆର୍ଥିକ ବର୍ଷରେ ରାଜ୍ୟର ୬ରୁ ୧୪ ବର୍ଷ ପିଲାଙ୍କ ପାଇଁ ଖର୍ଚ୍ଚ ହୋଇଛି ୨୫ ହଜାର ୫୬ ଟଙ୍କା। ୨୦୧୪-୧୫ରେ ଏହି ରାଶି ଥିଲା ୯ ହଜାର ୧୮୪ ଟଙ୍କା।…

ବେଳେ ବେଳେ ବୁଲଡୋଜର ମଧ୍ୟ ଓଲଟା ଚାଲେ : ଅଖିଳେଶ ଯାଦବ

ଉତ୍ତରପ୍ରଦେଶର ଜଳଶକ୍ତି ରାଷ୍ଠ୍ରମନ୍ତ୍ରୀ ଦୀନେଶ ଖଟିକଙ୍କ ଇସ୍ତଫା ଏବଂ ତାଙ୍କ ଦ୍ୱାରା ଅଣାଯାଇଥିବା ଯୋଗୀ ସରକାରଙ୍କ ବିରୋଧରେ ଅଭିଯୋଗକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜାରି ରହିଛି। ଏନେଇ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଟୁଇଟ କରି ଦୀନେଶ ଖଟିକଙ୍କ ଚିଠି ବିଷୟରେ ପୋଷ୍ଟ କରି…

ୟୁରୋପରେ ଅଗ୍ନି ବର୍ଷା! ଭାଙ୍ଗିଲା ସବୁ ରେକର୍ଡ; ୧୭୦୦ରୁ ଅଧିକ ମୃତ୍ୟୁ

ବିଶ୍ୱର ୭ ଦେଶ ସମେତ ସମଗ୍ର ୟୁରୋପ ବର୍ତ୍ତମାନ ଭୀଷଣ ଗ୍ରୀଷ୍ମ ପ୍ରବାହରେ ଜୁଝି ହେଉଛି। ବ୍ରିଟେନ ଇତିହାସରେ ପ୍ରଥମ ଥର ତାପମାତ୍ରା ୪୦ ଡିଗ୍ରୀ ଉପରେ ପହଞ୍ଚିଛି। ଏହା ପୂର୍ବରୁ ଶେଷ ଥର ସବୁଠାରୁ ଅଧିକ ତାପମାତ୍ରା ୩୯.୧ ଡିଗ୍ରୀ ସେଲ୍‌ସିୟସ ୨୦୧୯ରେ ରେକର୍ଡ କରାଯାଇଥିଲା। ରିପୋର୍ଟ…

ଅନ୍ଧବିଶ୍ୱାସ! : ବର୍ଷା ପାଇଁ ବୃଦ୍ଧଙ୍କ ଉପରେ ଢାଳିଲେ ଗୋବର ଓ ଅପରିଷ୍କାର ପାଣି; ଥାନାର ଦ୍ୱାରସ୍ଥ ହେବାରୁ ନିର୍ଧୁମ…

ଉତ୍ତର ପ୍ରଦେଶର ଗୋରଖପୁର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ବର୍ଷା ହେବା ଆଶାରେ ସ୍ଥାନୀୟ ଗୋବିନ୍ଦପୁର ଗାଁରେ ଅଖଣ୍ଡ ପାଠର ଆୟୋଜନ କରାଯାଇଥିଲା। ହେଲେ ଏହାରି ଭିତରେ କିଛି ଯୁବକ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଏକ କାଣ୍ଡ ଘଟାଇଥିଲେ, ଯାହାକି ଏବେ ବିବାଦ…

ବକେୟା ମାଗିବାରୁ ଠିକାଦାରଙ୍କୁ ପେଟ୍ରୋଲ ଢାଳି ଜିଅନ୍ତା ଜାଳିଦେଲେ ବିଲ୍ଡର!

ଉତ୍ତର ପ୍ରଦେଶର କାନପୁରରେ ଏକ ଛାତିଥରା ଘଟଣା ଘଟିଛି। ଏଠାରେ ପେମେଣ୍ଟ୍‌ ମାଗିବାରୁ ଜଣେ ବିଲ୍ଡର ଠିକାଦାରଙ୍କୁ ପେଟ୍ରୋଲ ଢାଳି ଜିଅନ୍ତା ଜାଳି ଦେଇଛନ୍ତି। ଏଥିରେ ଠିକାଦାରଙ୍କ ମୃତ୍ୟୁ ଘଟିଛି। ଏ ନେଇ ଲୋକଙ୍କୁ ସୂଚନା ମିଳିବା ପରେ ଖବର ଆଖାପାଖ ଅଞ୍ଚଳରେ ବିଜୁଳି ବେଗରେ ବ୍ୟାପି ଯାଇଥିଲା।…

ଏଟିଏମ୍ ରୁ ୨୪ ଘଣ୍ଟା ମିଳିବ ରାସନ; ପ୍ରଥମେ ଭୁବନେଶ୍ୱରରୁ

ଏଣିକି ଏଟିଏମରୁ ଟଙ୍କା ବାହାରିବା ଭଳି ଶସ୍ୟ ମିଳିବ। ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଲ ଟାଇମ ଗ୍ରେନ୍ (ଏଟିଜି) ବ୍ୟବସ୍ଥା କରାଯାଉଛି। ୨୪ ଘଣ୍ଟା ମିଳିବ ରାସନ। ପାଇଲଟ ପ୍ରକଳ୍ପ ଭୁବନେଶ୍ୱରରେ ଆରମ୍ଭ ହେବ। ଏଟିଏମରୁ ବାହାରିବ ଚାଉଳ। ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର…