Webportal

ପୁନଶ୍ଚ ହାତୀ ଆକ୍ରମଣରେ ଜଣେ ମୃତ

ଧମୁନି ମନୁଷ୍ୟ ଉପରେ ହାଥି ଆକ୍ରମଣ। ନିଷ୍କ୍ରିୟ ବନବିଭାଗ। ଫୁଣି  ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳ ମାରୁଢିପି ଗ୍ରାମରେ ଧାନ ବିଲରେ ଦନ୍ତାହାତୀ ଆକ୍ରମଣରେ ଚାଷୀ ମୃତ।ମୃତକ ହେଲେ ସେହି ଗ୍ରାମର ଦୁର୍ଯ୍ୟୋଧନ ସାହୁ ।

କଂଗ୍ରେସ ଉପରେ ପାଲଟା ଅଭିଯୋଗ ଆଣିଲେ ସ୍ମୃତି ଇରାନୀ

ସ୍ମୃତି ଇରାନୀ କଂଗ୍ରେସ ଦ୍ବାରା ତାଙ୍କ ଝିଅ ଉପରେ କରାଯାଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଉପରେ ବର୍ଷିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି କି ମୋ ଝିଅ ବାର୍ ଚଲାଏନି । ସେ କହିଛନ୍ତି କି କଂଗ୍ରେସ ତାଙ୍କ ଝିଅର ଚରିତ୍ର ସଂହାର କରୁଛି ।…

ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶ୍ୱଶୁରର ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ପଙ୍ଗାତିରା ଗାଁରେ ଅଘଟଣ । ପାରିବାରିକ କଳହ ଜଣଙ୍କ ମୁଣ୍ଡ ନେଇଛି । ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶ୍ୱଶୁର ମୃତ୍ୟୁ ଘଟିଛି । ସାମାନ୍ୟ ବଚସାରୁ ଏପରି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ମୃତକଙ୍କ ନାମ ପର୍ଶୁରାମ ବାରିକ ବୋଲି ଜଣାପଡିଛି । ପୋଲିସ…

ଗୋଆରେ ମୃତ ବ୍ୟକ୍ତିଙ୍କ ନାମରେ ମଦ ଦୋକାନ ଚଳାଉଥିଲେ କେନ୍ଦ୍ରମନ୍ତ୍ରୀ ସ୍ମୁତି ଇରାନିଙ୍କ ଝିଅ

ଦିଲ୍ଲୀରେ କେଜ୍ରିୱାଲ ସରକାରଙ୍କ ଅବକାରୀ ନୀତିକୁ ବିରୋଧ କରି  ଦିଲ୍ଲୀ ଉପରାଜ୍ୟପାଳ ସିବିଆଇ ଯାଂଚ ପାଇଁ ଦାବି କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ ଜୋଇଶାଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ । ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଜୋଇଶାଙ୍କର ଗୋଆର ଆସାଗାଓରେ ଏକ…

ଠକିଲେ ସ୍ଵୟଂ ସରକାର;୨୦ କୋଟି ବଦଳରେ ଦେବେ ୧୨୦ କୋଟି

ଖିଲାପକାରୀ ବ୍ୟକ୍ତି ବା ସଂସ୍ଥାମାନଙ୍କର ସମ୍ପତ୍ତି ଜବତ ହେବା ନୂଆ କଥା ନୁହେଁ । ହେଲେ ଖୋଦ୍ ସରକାର ବକେୟା ଦେୟ ଦେଇନଥିବାରୁ କୋର୍ଟଙ୍କ ନିର୍ଦ୍ଦେଶରେ ସରକାରଙ୍କ ସମ୍ପତ୍ତି ଜବତ କରାଯାଇଛି । ଭୁବନେଶ୍ୱର ପୂର୍ତ ବିଭାଗର ନିର୍ମାଣ ସୌଧରେ ଥିବା ରାସ୍ତା ବିଭାଗର ମୁଖ୍ୟଯନ୍ତ୍ରୀଙ୍କ…

ଚିନି ଭାବି ୟୁରିଆ ସାର ଖାଇଦେଲେ; ୩ ଶିଶୁଙ୍କ ସମେତ ୪ ଗୁରୁତର

ଚିନି ଭାବି ୟୁରିଆ ସାର ଖାଇ ଜଣେ ବୃଦ୍ଧା ଓ ୩ ଜଣ ଶିଶୁ ଗୁରୁତର ହୋଇଥିବା ଜଣାପଡିଛି । ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ବମପରଡା ଗ୍ରାମରେ । ମିଳିଥିବା ସୂଚନା ଅନୁଯାୟୀ, ବମପରଡା ଗ୍ରାମର ସନ୍ତୋଷ ବେହେରା ଚାଷ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ତାଙ୍କ ବିବାହିତ…

ରାଜ୍ୟରେ ୩୫୮ ଭେଷଜ ଡାକ୍ତର ଓ ୧୧୬ ହୋମିଓପାଥି ମେଡିକାଲ ଅଧିକାରୀଙ୍କ ନିଯୁକ୍ତି

ରାଜ୍ୟ ସରକାର ବିଭିିନ୍ନ ଡାକ୍ତରଖାନାରେ ୩୫୮ ଜଣ ଭେଷଜ ଡାକ୍ତର, ୧୧୬ ହୋମିିଓପାଥି ମେଡିିକାଲ ଅଧିକାରୀ ଓ ୩୬ ଜଣ ହୋମିଓପାଥି ଅଧ୍ୟାପକଙ୍କୁୁ ନିଯୁୁକ୍ତି ଦେଇଛନ୍ତିି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ନବନିଯୁକ୍ତ ଡାକ୍ତର, ମେଡିକାଲ ଅଧିକାରୀ ଓ ଅଧ୍ୟାପକମାନେ କାମ କରିବେ। ଏ…

ଅଗ୍ନିପଥ ଆନ୍ଦୋଳନ ରେ ରେଳବାଇର ୨୫୯ କୋଟି ବରବାଦ

କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ନିକଟରେ ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ହୋଇଥିବା ଆନ୍ଦୋଳନ ଯୋଗୁଁ ଭାରତୀୟ ରେଳବାଇର ୨୫୯ .୪୪ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଶୁକ୍ରବାର ଦିନ ରାଜ୍ୟସଭାରେ ଏକ ଲିଖିତ ଜବାବ ରଖି ଏହି…

୬ଜଣ କାଉଡିଆ ମୃତ : ମାଡିଗଲା ଡମ୍ପର

ଉତ୍ତରପ୍ରଦେଶ ହାଥରସଠାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଠାରେ ମହାଦେବଙ୍କ ପାଖୁ ଜଳଭିଷେକ କରିବାକୁ ଯାଉଥିବା ୬ଜଣ କାଉଡିଆ ଭକ୍ତଙ୍କ ଉପରେ  ଡମ୍ପର ମାଡିଯିବାରୁ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଛି । ସୂଚନା ମୁତାବକ, ସେମାନେ ହରିଦ୍ୱାରରୁ ଗଙ୍ଗାଜଳ ନେଇ ଜନପଦ ଗ୍ୱାଲିଅର ଅଭିମୁଖେ…

ଭାରତରେ ଟୀକା ନେବା ଯୋଗ୍ୟ ୪ କୋଟି ଆଦୌ କୋଭିଡ୍‌ ଟିକା ନେଇନାହାନ୍ତି

ଦେଶରେ କରୋନା ଟିକାକରଣ ୨୦୦ କୋଟି ଟପିସାରିଛି। ଦେଶରେ ରେକର୍ଡ ଟିକାକରଣ ସତ୍ତ୍ବେ ୪ କୋଟି ଯୋଗ୍ୟ ହିତାଧିକାରୀ ଏବେ ବି କରୋନା ଟିକାର ଗୋଟିଏ ବି ଡୋଜ୍‌ ନେଇନାହାନ୍ତି। ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର ଆଜି ଲୋକସଭାରେ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ ଭାରତୀ…