ବିଜେପି ସହ ସଂପର୍କରେ ଅଛନ୍ତି ମମତାଙ୍କ ୩୮ ବିଧାୟକ:ମିଥୁନ ଚକ୍ରବର୍ତ୍ତୀ
ଗୋଟେପଟେ ମମତା ବାନାର୍ଜୀଙ୍କ ସରକାରରେ ମନ୍ତ୍ରୀ ଥିବା ପାର୍ଥ ଚାଟାର୍ଜୀଙ୍କୁ ଇଡି ଗିରଫ କରିବା ପରେ ବ୍ୟାକଫୁଟକୁ ଯାଇଛନ୍ତି ମମତା । ଠିକ୍ ଏହି ସମୟରେ ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କ ବୟାନ ଏବେ ପଶ୍ଚିମବଙ୍ଗ ରାଜନୀତିକୁ ସରଗରମ କରିଛି ।
ବଲିଉଡ ଷ୍ଟାର ତଥା ବିଜେପି ନେତା ମିଥୁନ…