ଖୋଲିପାରିଲାନି ସ୍ୱତନ୍ତ୍ର ଅବକାରୀ କୋର୍ଟ, ଲାଗୁହେଲାନି ନାଇଡ଼ୁ କମିସନଙ୍କ ସୁପାରିସ୍
ଗତ ୩୩ ବର୍ଷ ଅର୍ଥାତ୍ ୧୯୮୯ରୁ ୨୦୨୨ମସିହା ଭିତରେ ବିଷାକ୍ତ ମଦ ପିଇ ରାଜ୍ୟରେ ୩୩୩ ଜଣଙ୍କ ମୃତ୍ୟୁ ହୋଇଛି। ତନ୍ମଧ୍ୟରୁ କଟକ ଜିଲ୍ଲାରେ ସର୍ବାଧିକ ୨୧୨ଜଣଙ୍କର ମୃତ୍ୟୁ ହୋଇଛି। କିନ୍ତୁ, ଏ ଦିଗରେ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ସ୍ବତନ୍ତ୍ର ଅବକାରୀ କୋର୍ଟ ଖୋଲିବା ପାଇଁ…