Webportal

ଆକ୍ରମଣ ଭୁଲିଗଲେ ବିରୋଧୀ: ଗୋଟିଏ ବି ପ୍ରସଙ୍ଗରେ କଡ଼ା ଆଭିମୁଖ୍ୟ ଦେଖାଇଲେନି

ବିଧାନସଭା ଅଧିବେଶନର ଶେଷ ଦିନରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତେ ଗୃହ କମିଟି ଗଠନ ହୋଇଥିଲା। ତିନି ମାସ ମଧ୍ୟରେ କମିଟିର ସମୟ ହେଲାନି ପୁରୀ ଯିବାକୁ। କାହିଁକି କମିଟି ପୁରୀ ଗଲାନି, ତାହାର କାରଣ ଏଥର ଅଧିବେଶନରେ ଖୋଜିଲେନି ବିରୋଧୀ। କାଶୀପୁରରେ ହଇଜାରେ ମୁଣ୍ଡ ଗଡ଼ିଲା।…

ରାଜସ୍ଥାନ ବିଧାୟକଙ୍କୁ ରାଜ୍ୟସଭା ଭୋଟ୍‌ ପାଇଁ ୨୫ କୋଟି ଅଫର୍‌ ମିଳିଥିଲା

ରାଜସ୍ଥାନର ମନ୍ତ୍ରୀ ରାଜେନ୍ଦ୍ର ଗୁଧା ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି। ସେ କହିଛନ୍ତି, ନିକଟରେ ସରିଥିବା ରାଜ୍ୟସଭା ନିର୍ବାଚନରେ ଜଣେ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ଭୋଟ୍‌ ଦେବାପାଇଁ ତାଙ୍କୁ ୨୫ କୋଟି ଟଙ୍କା ଅଫର୍‌ ମିଳିଥିଲା। କିନ୍ତୁ ସେ ଏହାକୁ ଅଗ୍ରାହ୍ୟ କରିଥିଲେ। ବହୁଜନ ସମାଜ…

ପ୍ରତିଶ୍ରୁତି ଦେଇଥିଲେ ୭ଟି ଡାକ୍ତରଖାନା କରିବାକୁ କେଜ୍ରିୱାଲ; ହେଲେ ବର୍ଷକ ମଧ୍ୟରେ ଗୋଟିଏ ବି ହେଲାନାହିଁ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦେଖାଯାଇଥିବା ସ୍ୱପ୍ନର ବାସ୍ତବତା ନେଇ ଏବେ ଏକ ସୂଚନା ଅଧିକାର ରିପୋର୍ଟରେ ପ୍ରକାଶ ପାଇଛି। ଗତ ବର୍ଷ ଦିଲ୍ଲୀରେ ଡାକ୍ତରଖାନା ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଦେଇଥିବା ପ୍ରତିଶ୍ରୁତି ସମ୍ପୂର୍ଣ୍ଣ ଫମ୍ପା ଥିଲା ଏବଂ ତାହା…

ମୁକ୍ତା ଯୋଜାନା ଅଧୀନରେ ୫୦ ମିନି ପାର୍କ ନିର୍ମାଣ କରିବ BMC

ସହରରେ ସବୁଜ ଆବରଣ ବୃଦ୍ଧି ଓ ସ୍ଥାନୀୟ ସମ୍ପ୍ରଦାୟର ଶାରୀରିକ ବ୍ୟାୟାମ ପାଇଁ ଉପଯୁକ୍ତ ସ୍ଥାନ ଯୋଗାଇବା ପାଇଁ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ସହରରେ ୫୦ଟି ମିନି ପାର୍କ ନିର୍ମାଣ କରିବାକୁ ଯୋଜନା କରିଛି। ସରକାରୀ ଫ୍ଲାଗସିପ୍ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାର ଯଥା…

ଅନୁଗୁଳରେ ଟ୍ରକ୍ ଟର୍ମିନାଲ କିପରି ହେବ ; ସରକାରୀ ନା ନିଜସ୍ଵ ଜାଗାରେ

ସଂପ୍ରତି ଅନୁଗୁଳ ଜିଲ୍ଲାପାଳ ଟ୍ରକ୍ ଟର୍ମିନାଲ ପାଇଁ ସ୍ଥାନୀୟ ଟ୍ରକ୍ ମାଲିକ ସଂଘ କୁ ଜାଗା ବା ଜମି ଯୋଗାଇଦେବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଜମି ଚିହ୍ନଟ ହୋଇଛି ଶାବଳଭଙ୍ଗା ଗ୍ରାମରେ। ଦୀର୍ଘଦିନର ଦାବି ଥିଲା ଜାଗା ଖଣ୍ଡେ ପାଇଁ। କାରଣ ସ୍ଥାନୀୟ ଅଞ୍ଚରରେ ଟ୍ରକ୍ ସଂଖ୍ୟା ବୃଦ୍ଧି…

୨୦୨୪ ରେ କଂଗ୍ରେସ କ୍ଷମତାକୁ ଫେରିବା ପାଇଁ ବାଟ ଖୋଲୁଛି ବିଜେପି

ଏକଥା କୁ କୌଣସି ରାଜନୈତିକ ଦଳ ମନା କଲି ପାରିବେ ନାହିଁ ଯେ ଦଳ ଚଳାଇବା ପାଇଁ ଓ ନିର୍ବାଚନ ଲଢ଼ିବା ପାଇଁ ଆଜି ଯୁଗରେ ଅଜସ୍ର ଟଙ୍କାର ଆବଶ୍ୟକତା ରହିଛି। ତେଣୁ ଚାନ୍ଦା ଆଦାୟ ହେଉ, ଦୁର୍ନୀତି କରି ହେଉ କିମ୍ବା ଅନ୍ୟ କେଉଁ ଆକାରରେ ହେଉ ଶାସକ ଏବଂ ବିରୋଧି ସମସ୍ତ ରାଜନୈତିକ ଦଳ ଓ…

ପଶ୍ଚିମବଙ୍ଗ ରାସନ୍ ମଡେଲ’ ଲାଗୁକର ; ଦାବିକଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଇ

ଦରବୃଦ୍ଧିକୁ ବିରୋଧ କଲେ ପ୍ରଧାନମନ୍ତ୍ରୀଙ୍କ ଭାଇ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଇ ତଥା ଅଲ ଇଣ୍ଡିଆ ଫେୟାର ପ୍ରାଇସ ସପ୍ ଡିଲର ଫେଡେରେସନର ଉପାଧ୍ୟକ୍ଷ ପ୍ରହ୍ଲାଦ ମୋଦୀ ମଙ୍ଗଳବାର ଦିନ ସଂଗଠନର ବିଭିନ୍ନ ଦାବି ସହିତ ନୂଆଦିଲ୍ଲୀ ଯନ୍ତରମନ୍ତରରେ ଧର୍ମଘଟ କରିଥିଲେ। ପ୍ରହ୍ଲାଦ…

ମଦ ବିକ୍ରି ପାଇଁ ଆଇନକାନୁନକୁ ଜଳାଞ୍ଜଳି ଦେଉଛି ଅବକାରୀ ବିଭାଗ

ଜନଗହଳିପୂର୍ଣ୍ଣ ରାସ୍ତା କଡରେ ମଦ ବାର ଖୋଲିବାକୁ ସବୁ ନିୟମକୁ ଜଳାଞ୍ଜଳି ଦେଇଛି ଅବକାରୀ ବିଭାଗ । ଯେଉଁ ରାସ୍ତା ଦେଇ ପ୍ରତିଦିନ ଶହଶହ ଛାତ୍ର ଛାତ୍ରୀ ସ୍କୁଲ ଓ କଲେଜ ଯାଉଛନ୍ତି ସେହି ରାସ୍ତା କଡରେ ମଦ ବାର ଖୋଲିବା ପାଇଁ କାହିଁକି ଅବକାରୀ ବିଭାଗ ତତ୍ପର ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।…

୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ରାଜସ୍ୱ ନିରୀକ୍ଷକ; ଭିଜିଲାନ୍ସ କଲା ଗିରଫ

ମୃତ୍ୟୁକାଳୀନ ସହାୟତାର ରାଶି ବାବଦକୁ ରିପୋର୍ଟ ଦେବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ରାଜସ୍ୱ ନିରୀକ୍ଷକ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଅଭିଯୁକ୍ତ ଆରଆଇ ହେଲେ ଡଲି ସେଠୀ। ସୂଚନା ଅନୁସାରେ ବଇଞ୍ଚା ଆର୍‌ଆଇ ଡଲି ସେଠୀ  ମୃତ୍ୟୁକାଳୀନ ସହାୟତାର…

ଜଙ୍ଗଲ ହୋଇନାହିଁ ବନୀକରଣ; ଅନେକ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଦେଇଛି ବିପୁଳ ରାଜସ୍ବ ହାନି : ସିଏଜି

ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ (ସିଏଜି) ରିପୋର୍ଟ ଉପସ୍ଥାପନ ହୋଇଛି । ରିପୋର୍ଟରେ ରାଜ୍ୟ ସରକାରଙ୍କ କେତେକ ବିଭାଗ ଓ ଉଦ୍ୟୋଗର କେତେକ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଯାଇଛି । ରିପୋର୍ଟରେ କୁହାଯାଇଛି ଯେ, ଜାତୀୟ ଜଙ୍ଗଲ ନୀତି…