ଗୋରୁ ଚୋରାଚାଲାଣ ମାମଲାରେ ମମତା ବାନାର୍ଜୀଙ୍କ ସହଯୋଗୀ ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କଲା ‘ସିବିଆଇ’
୨୦୨୦ ଗୋରୁ ଚୋରାଚାଲାଣ ମାମଲାରେ ଆଜି ‘ସିବିଆଇ’ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଘନିଷ୍ଠ ସହଯୋଗୀ ତଥା ବୀରଭୂମ ଜିଲ୍ଲା ‘ଟିଏମ୍ସି’ ସଭାପତି ଅନୁବ୍ରତ ମଣ୍ଡଳଙ୍କୁ ତାଙ୍କ ବାସଭବନରୁ ଗିରଫ କରିଛି।
ଏହା ପୂର୍ବରୁ ମଣ୍ଡଳ ୧୦ ଥର ‘ସିବିଆଇ’ର ସମନ୍ ଏଡ଼ାଇ ଥିଲେ।…