Webportal

ହୋଶ ରେ ରହୁନାହାନ୍ତି ପଶ୍ଚିମବଙ୍ଗ ବିଜେପି ନେତା; କହିଲେ ପଶ୍ଚିମବଙ୍ଗ ସମେତ ଅନ୍ୟ ରାଜ୍ୟରେ ହେବ ମହାରାଷ୍ଟ୍ରର…

ପଶ୍ଚିମବଙ୍ଗ ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବୟାନକୁ ନେଇ ସରଗରମ ହୋଇଉଠିଛି ପଶ୍ଚିମବଙ୍ଗ  ରାଜନୀତି। ଗତ ମଙ୍ଗଳବାର ସେ ଦାବି କରିଛନ୍ତି ଯେ ଡିସେମ୍ବର ମାସ ପରେ ରାଜ୍ୟରେ ଆଉ  ଟିଏମସି ସରକାର ରହିବ ନାହିଁ।  ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ସହିତ ରାଜ୍ୟରେ ବିଧାନସଭା ନିର୍ବାଚନ…

ବିହାର ରାଜନୀତିରେ ହୋଇଥାନ୍ତା ମହାରାଷ୍ଟ୍ର ଘଟଣାକ୍ରମର ପୁନରାବୃତ୍ତି

ଜାତୀୟ ଗଣମାଧ୍ୟମ ଅନୁସାରେ ବିହାର ରାଜନୀତିରେ ହୋଇଥାନ୍ତା ମହାରାଷ୍ଟ୍ର ଘଟଣାକ୍ରମର ପୁନରାବୃତ୍ତି। ହେଲେ ପାର୍ଥକ୍ୟ ହେଉଛି ଯେ ବିହାର ରାଜନୀତିରେ ହେବାକୁ ଯାଉଥିବା ଏହି ଘଟଣାକ୍ରମର ପୂର୍ବାନୁମାନ କରିବାରେ ସଫଳ ହୋଇଥିଲେ ନୀତୀଶ କୁମାର। ହେଲେ ମହାରାଷ୍ଟ୍ର ରାଜନୀତିରେ ଏହାକୁ ବୁଝିବାରେ ସଫଳ…

୨୦୨୩ରୁ ସମଗ୍ର ବିଶ୍ବରେ ବନ୍ଦ ହେବ ‘ଟାଲ୍‌କମ୍‌ ବେବି ପାଉଡର୍‌’ ; ବିକ୍ରି ବନ୍ଦ କରିବ ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’

୨୦୨୩ରୁ ସମଗ୍ର ବିଶ୍ବରେ ‘ଟାଲ୍‌କମ୍‌’ରୁ ପ୍ରସ୍ତୁତ ‘ବେବି ପାଉଡର୍‌’ ବିକ୍ରୟ ବନ୍ଦ କରାଯିବ ବୋଲି ଗୁରୁବାର ଦିନ ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ କହିଛି। ଏ ସଂକ୍ରାନ୍ତରେ ବିବୃତି ଦେଇ ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ କହିଛି, ବିଶ୍ବର ବିଭିନ୍ନ ପ୍ରାନ୍ତରୁ ସଂଗୃହୀତ ତଥ୍ୟାବଳୀ…

ଗର୍ବ ନା ଦେଶଭକ୍ତି ; ଭାଜପା ରାଜ୍ୟ ସଭାପତିଙ୍କ ବିବାଦୀୟ ମନ୍ତବ୍ୟ: ଯେଉଁ ଘରେ ତ୍ରିରଙ୍ଗା ଲଗାଯାଇନାହିଁ, ସେହି…

ଦେଶ ପାଳିବ ସ୍ବାଧୀନତାର ୭୫ ବର୍ଷ । ଏନେଇ ସମଗ୍ର ଦେଶରେ ଏହି ସ୍ମରଣୀୟ ଦିନକୁ ବେଶ୍। ଉତ୍ସାହ ର ସହ ପାଳନ କରିବା ତଥା ଦେଶର ସହିଦ ବୀର ଯବାନ ଙ୍କ ଉଦ୍ଦେଶ୍ୟରେ ପାଳନ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି । ଏହି ଅବସରରେ ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ…

ମହାରାଷ୍ଟ୍ରରେ ନୂଆ କ୍ୟାବିନେଟକୁ ନେଇ ବରିଷ୍ଟ ବିଜେପି ନେତ୍ରୀଙ୍କ ଅସନ୍ତୋଷ, ନିଜ ଦଳକୁ ଟାର୍ଗେଟ କଲେ ପଙ୍କଜା ମୁଣ୍ଡେ

ମହାରାଷ୍ଟ୍ରରେ ନୂଆ କ୍ୟାବିନେଟ୍ ଗଠନ ପରେ ବିଜେପିରେ ଅସନ୍ତୋଷର ନିଆଁ କୁହୁଳିବା ଆରମ୍ଭ ହୋଇଛି। ପରକ୍ଷୋରେ ଦଳ ଉପରେ ଅସନ୍ତୋଷ ପ୍ରକାଶ କରିବା ଆରମ୍ଭ କରିଛନ୍ତି ଜଣଙ୍କ ପରେ ଜଣେ ବିଜେପି ନେତା। ବିଶେଷ କରି ନୂତନ ଭାବେ ମହାରାଷ୍ଟ୍ରରେ ଗଠନ ହୋଇଥିବା ମନ୍ତ୍ରିମଣ୍ଡଳକୁ ନେଇ ଦଳୀୟ ଅସନ୍ତୋଷ…

ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିରେ ଜେଜେଏମ୍‌ ଯୋଜନାରେ ୩ ଜିଲ୍ଲାରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପକୁ…

ରାଜ୍ୟ କ୍ୟାବିନେଟରେ ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଜେଜେଏମ୍‌ ଯୋଜନାରେ ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଜିଲ୍ଲାରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପକୁ ମଂଜୁରୀ ମିଳିଛି। ରାଜ୍ୟର ଗ୍ରାମାଂଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବାକୁ…

ଡୋନାଲ୍‌ଡ ଟ୍ରମ୍ପ ହ୍ବାଇଟ୍ ହାଉସ୍ କାଗଜପତ୍ର ପାଇଖାନାରେ ଫ୍ଲସ୍ କରୁଥିଲେ

ଆମେରିକୀୟ ସାମ୍ବାଦିକ ମାଗି ହାବରମ୍ୟାନ ଦାବି କରିଛନ୍ତି ଯେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ତାଙ୍କ କାର୍ଯ୍ୟକାଳରେ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପାଇଖାନାରେ ପକାଇ ଫ୍ଲସ୍ ମାରିଦେଉଥିଲେ। ସିଏନ୍‌ଏନ୍‌ ପକ୍ଷରୁ ସୋମବାର ଏ ସମ୍ପର୍କିତ ଏକ ଫଟୋ ପ୍ରକାଶ କରାଯାଇଛି, ଯେଉଁଥିରେ…

ମମତାଙ୍କୁ ଆଲ୍ଲାଙ୍କ ସହ ତୁଳନା: ବିବାଦରେ ଟିଏମ୍‌ସି ବିଧାୟକ

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆଲ୍ଲାଙ୍କ ସହ ତୁଳନା କରି ଅଡ଼ୁଆରେ ପଡ଼ିଛନ୍ତି ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବିଧାୟକ ଡକ୍ଟର ନିର୍ମଳ ମାଜି। ମାଜିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କଲିକତା ହାଇକୋର୍ଟରେ ଏକ ପିଆଇଏଲ ଦାଖଲ କରାଯାଇଛି। ଏହି ଆବେଦନରେ ଦର୍ଶାଯାଇଛି, ବିଧାୟକ…

ମହଙ୍ଗା ପାଇଁ କ’ଣ ମୋ ଛୁଆଙ୍କୁ ମାରି ପକାଇବି: ପାକିସ୍ତାନୀ ମହିଳା

ମୁଦ୍ରାସ୍ଫୀତି ଯୋଗୁଁ ପାକିସ୍ତାନରେ ବିଶେଷ କରି କରାଚୀ ନଗରୀରେ ଔଷଧ, ତେଜରାତି ଏବଂ ବିଜୁଳି ଦର ଅତ୍ୟନ୍ତ ମହଙ୍ଗା ହୋଇଯାଇଥିବାରୁ ବ୍ୟତିବ୍ୟସ୍ତ ହୋଇ ଜଣେ ମହିଳା କହିଛନ୍ତି, ମୋ ପିଲାଙ୍କୁ ଖାଇବାକୁ ଦେବି ନା, ମାରି ପକାଇବି। ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିବା ଭିଡିଓରେ…

ବିମାନ ଟିକଟ ଉପରୁ ହଟିଲା କଟକଣା: ଆସନ୍ତା ମାସରୁ କମିବ ଭଡ଼ା

କରୋନା ମହାମାରୀ ସମୟରେ ୨୦୨୦ ମେ’ ୧ ତାରିଖରେ ବିମାନ ଟିକଟ ଦାମ୍‌ର ଯେଉଁ ସୀମା ନିର୍ଧାରଣ କରାଯାଇଥିଲା ତାହାକୁ ଅଗଷ୍ଟ ୩୧ରୁ ପ୍ରତ୍ୟାହାର କରାଯିବ ବୋଲି ଆଜି ଘୋଷଣା କରାଯାଇଛି। ଏହି କଟକଣା ହଟିବା ପରେ ବିମାନ ଟିକଟ ଦାମ୍ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଦେଶ ଭିତରେ ବିମାନ ଚଳାଚଳ…