Webportal

କର୍ମଚାରୀଙ୍କ ଦରମାରୁ କାଟି ରେଲୱେ ଦେବ ପ୍ରତ୍ୟେକଙ୍କୁ ତ୍ରିରଙ୍ଗା: ଜୋର୍ ଧରିଲା ପ୍ରତିବାଦ 

ସ୍ୱାଧୀନତା ଦିବସ ପୂର୍ବରୁ ୧୩ରୁ ୧୫ ଅଗଷ୍ଟ ଯାଏଁ ହର ଘର ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକାରୀ କରିବ। ଏନେଇ ମୋଦି ସରକାରଙ୍କ ଆହ୍ବାନ ପରେ ଏହି ଅଭିଯାନରେ ରେଲୱେର ପ୍ରତ୍ୟେକ କର୍ମଚାରୀ ନିଜ ଘରେ ଜାତୀୟ ପତାକା ଉଡାଇବେ । ଏଥିପାଇଁ ରେଲୱେ ନିଜର ପ୍ରତ୍ୟେକ କର୍ମଚାରୀଙ୍କୁ ଘରେ ଉଡାଇବା ପାଇଁ…

ଦୋଷୀ ସାବ୍ୟସ୍ତ ହେଇ ଅଦାଲତରୁ ଫେରାର ହେଲେ ଉତ୍ତର ପ୍ରଦେଶ ମନ୍ତ୍ରୀ

ଶନିବାର ଦିନ ‘୧୯୯୧ ଆର୍ମସ୍‌ ଆକ୍ଟ୍‌’ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଉତ୍ତର ପ୍ରଦେଶ ସରକାରଙ୍କ ‘ଏମ୍‌ଏସ୍‌ଏମ୍‌ଇ’ ମନ୍ତ୍ରୀ ରାକେଶ ସଚାନ୍‌ ରାୟ ଶୁଣାଣି ପୂର୍ବରୁ ଅଦାଲତରୁ ବାହାରି ଚାଲିଯାଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ମନ୍ତ୍ରୀ ଦୋଷୀ ସାବ୍ୟସ୍ତ ହେବା ପରେ ରାକେଶ…

ଚୀନରେ ଲକ୍ ଡାଉନ୍ ପାଇଁ ଫସିଲେ ୮୦ ହଜାର ପର୍ଯ୍ୟଟକ

ପ୍ରାୟ ୧ ନିୟୁତ ଲୋକ ବସବାସ କରୁଥିବା ଚୀନ୍‌ ହାଇନାନ ପ୍ରଦେଶର ରାଜଧାନୀ ସାନ୍ୟା ନଗରୀ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ଜଣାଶୁଣା। ଅନେକ ସମୟରେ ଏହାକୁ ‘ଚୀନ୍‌ର ହାୱାଇ’ ବୋଲି କୁହାଯାଏ। କୋଭିଡ୍ ସଂକ୍ରମଣ ରୋକିବା ପାଇଁ ଶନିବାର ଚୀନ୍ ସରକାର ଏହି ମହାନଗରୀକୁ ତାଲାବନ୍ଦ ଘୋଷଣା…

ସରକାରୀ ରାଜକୋଷ ଉପରେ ପ୍ରଥମ ଅଧିକାର କାହାର? କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ବରୁଣ ଗାନ୍ଧୀ

ବିଜେପି ସାଂସଦ ବରୁଣ ଗାନ୍ଧୀ ପୁଣି ଥରେ ନିଜ ସରକାରକୁ ଟ‌ାର୍ଗେଟ କରିଛନ୍ତି। ବରୁଣ ଗାନ୍ଧୀ ଟୁଇଟ୍ କରି ପଚାରିଛନ୍ତି ଯେ, ‘ସରକାରୀ ରାଜକୋଷ ଉପରେ ପ୍ରଥମ ଅଧିକାର କାହାର ଅଛି?’ ଏଥିସହ ସେ କହିଛନ୍ତି ଯେ, ବାଣ୍ଟୁଥିବା ଲୋକଙ୍କଠାରୁ ସତର୍କ ରହିବା ଉଚିତ୍ ବୋଲି ସରକାର କହୁଥିବା ବେଳେ ନିଜେ…

ନୀତିଶ କୁମାରଙ୍କ ପରେ ନୀତି ଆୟୋଗ ବୈଠକକୁ ମଧ୍ୟ ଯିବେନି କେସିଆର, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଲେ

ଆଜି ନୂଆଦିଲ୍ଲୀରେ ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲର ୭ମ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ୨୦୧୯ ପରେ ଏହା ପ୍ରଥମ ପ୍ରତ୍ୟକ୍ଷ ବୈଠକ । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ । କିନ୍ତୁ ଏହି ବୈଠକରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର)…

ଖଟିଆରେ ବୁହାହେଲେ ଗର୍ଭବତୀ

ପୁଣି ଜନନୀ ଯନ୍ତ୍ରଣା। ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଖଟିଆରେ ବୁହାହେଲେ ଗର୍ଭବତୀ। ଡାକ୍ତରଖାନା ଯିବା ରାସ୍ତାରେ ପ୍ରସବ କଲେ ଗର୍ଭବତୀ। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକରୁ ମାତ୍ର ୪ କି.ମି.ଭିତରେ ଥିବା ଖମୁଡ଼ିହା ଗ୍ରାମର ପୁରୁଣାପାଣି ସାହିରେ ଏଭଳି ଘଟଣା ଘଟିଛି।…

ଭାରତ ପ୍ରଭାବରେ ଚୀନ୍‌ ଗୁଇନ୍ଦା ଜାହାଜକୁ ରୋକିଲା ଶ୍ରୀଲଙ୍କା

ଭାରତର ଚାପ ଯୋଗୁ ହମ୍ବନଟୋଟା ବନ୍ଦର ଅଭିମୁଖେ ଆସୁଥିବା ଚୀନ୍‌ର ଗୁଇନ୍ଦା ଜାହାଜ ୟୁଆନ ୱାଙ୍ଗ-୫କୁ ଶ୍ରୀଲଙ୍କା ସରକାର ଅଟକାଇଛନ୍ତି । ଏହି ବିଷୟରେ ଅଧିକ ଆଲୋଚନା ନ ହେବା ପର୍ଯ୍ୟନ୍ତ ଉକ୍ତ ଜାହାଜକୁ ବନ୍ଦରକୁ ନ ଆଣିବା ଲାଗି ଶ୍ରୀଲଙ୍କା ସରକାର ଚୀନ୍‌କୁ ଅନୁରୋଧ କରିଥିବା ଜଣାପଡିଛି ।…

ଗୁଜରାଟରେ ୨୭ ବର୍ଷ ଲଗାତାର ଶାସନର ଫଳ: ବଢ଼ିଯାଇଛି ବିଜେପିର ଅହଙ୍କାର ଓ ମଦ ବେପାର : ଅରବିନ୍ଦ କେଜ୍ରିୱାଲ

ଆଗକୁ ଆସୁଛି ଗୁଜରାଟ ବିଧାନସଭା ନିର୍ବାଚନ । ଏହାକୁ ନେଇ ରାଜ୍ୟରେ କ୍ଷମତାସୀନ ଥିବା ବିଜେପି ଓ ଆମ୍ ଆଦମୀ ପାର୍ଟି (ଆପ୍) ନିଜ ନିଜର ରଣକ୍ଷେତ୍ର ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଦୁଇଦିନିଆ ଗୁଜରାଟ ଗସ୍ତରେ ଆସିଥିବା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ସିଧାସଳଖ ଭାଜପାକୁ ଟାର୍ଗେଟ…

ଚୋରା ଚାଲାଣ ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ଗୋରୁ ବୋଝେଇ ଟ୍ରକ୍: ୧୦ରୁ ଅଧିକ ଗାଈଙ୍କର ମୃତ୍ୟୁ

ଚୋରା ଚାଲାଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ଗୋରୁ ବୋଝେଇ ଟ୍ରକ୍ । ଫଳରେ ୧୦ ରୁ ଅଧିକ ଗାଈ ମୃତ୍ୟୁ ବରଣ କରିଛନ୍ତି। ୧୬ ଜାତୀୟ ରାପଥ ନିକଟ ବ୍ରଜନଗର ଠାରେ ଭରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଛି ଗୋରୁ ବୋଝେଇ ଗାଡ଼ି । ସୂଚନା ଅନୁଯାୟୀ, ରବିବାର ସକାଳୁ ଭଦ୍ରକରୁ ଭୁବନେଶ୍ୱର ଆଡ଼କୁ…