Webportal

ଭୋଟର ତାଲିକାରେ ଆଧାର ସଂଯୋଗୀକରଣ ପ୍ରକ୍ରିୟା ଆରମ୍ଭ

କେନ୍ଦ୍ର ସରକାରଙ୍କ ଆଇନ ଓ ବିଚାର ବିଭାଗ ମନ୍ତ୍ରାଳୟ ଦ୍ୱାରା ଲୋକପ୍ରତିନିଧି ଆଇନ ୧୯୫୦/୧୯୫୧ର ପରିବର୍ତ୍ତନ କରାଯାଇ ଭୋଟର ତାଲିକାରେ କେତେଗୁଡ଼ିଏ ସଂଶୋଧନ କରାଯାଇଛି | ଯାହାକି ଚଳିତ ୨୦୨୨ ମସିହା ଅଗଷ୍ଟ ୧ ତାରିଖଠାରୁ କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର…

ଧାର୍ଯ୍ୟ ସମୟର ୩ ଦିନ ପୂର୍ବରୁ ଶେଷ ହେଲା ବିଧାନସଭାର ବଜେଟ ଅଧିବେଶନ

ଶେଷ ହେଲା ବିଧାନସଭାର ବଜେଟ ଅଧିବେଶନ। ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭାକୁ ମୁଲତବୀ କରାଯାଇଛି। ୩ ଦିନ ପୂର୍ବରୁ ଅଧିବେଶନ ଶେଷ ହୋଇଛି । ଜୁଲାଇ ୨ରୁ ଅଧିବେଶନ ଆରମ୍ଭ ହୋଇଥିଲା। ପ୍ରଥମ ଦିନରେ ବଜେଟ ଉପସ୍ଥାପନ ହୋଇଥିଲା। ୨୧ଟି କାର୍ଯ୍ୟ ଦିବସ ବସିଥିଲା। ଏହି ସମୟ ମଧ୍ୟରେ ୧୧ଟି…

ଆତ୍ମହତ୍ୟା କଲେ ଏନ ଟି ରାମାରାଓଙ୍କ ଝିଅ ଉମା ମାହେଶ୍ବରୀ

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନଟି ରାମାରାଓଙ୍କ ସାନ ଝିଅ କେ. ଉମା ମାହେଶ୍ବରୀଙ୍କ ମୃତ ଦେହ ତାଙ୍କ ହାଇଦ୍ରାବାଦ ଜୁବୁଲି ହିଲସ୍ଥିତ ବାସଭବନରୁ ମିଳିଛି । ସେ ଆତ୍ମହତ୍ୟା କରିଥିବା ସଂଦେହ କରାଯାଉଛି । ନିଜର ଖରାପ ସ୍ବାସ୍ଥ୍ୟାବସ୍ଥା ଯୋଗୁଁ ସେ ବିଗତ କିଛି ମାସ ଧରି ମାନସିକ…

ପଶ୍ଚିମବଙ୍ଗରେ ହେବ ୭ଟି ନୂଆ ଜିଲ୍ଲା: ମମତା ବାନାର୍ଜୀ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଏକ ବଡ଼ ଘୋଷଣା କରିଛନ୍ତି । ରାଜ୍ୟରେ ୭ଟି ନୂଆ ଜିଲ୍ଲା କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପୂର୍ବରୁ ପଶ୍ଚିମବଙ୍ଗରେ ୨୩ଟି ଜିଲ୍ଲା ଥିଲା ଏବେ ଏହାକୁ ବଢାଇ ୩୦ କରାଯିବ ବୋଲି କହିଛନ୍ତି । ୭ଟି ନୂଆ ଜିଲ୍ଲାରେ…

ବିଜେପି ଶାସନ ସହିତ ଇଂରେଜ ଶାସନର ତୁଳନା କଲେ ଶରତ ପାୱାର

ସଂସଦରେ ସଂଖ୍ୟା ଗରିଷ୍ଠତା ଲାଗି ବିଜେପିର ଅହଂକାର ବହୁତ ବଢ଼ିଯାଇଛି। ଦେଶରେ ବିଜେପି ଶାସନକୁ ଇଂରେଜ ଶାସନ ସହ ତୁଳନା କରି ଏନସିପି ନେତା ଶରଦ ପାୱାର ଏହା କହିଛନ୍ତି। ସେ କହିଛନ୍ତି ଯେ କ୍ଷମତାର ଅହଂକାର ସାଧାରଣ ଜନତାଙ୍କ ଆଗରେ କିଛି ନୁହେଁ। ଯଦି ଜନତା ଏକଜୁଟ ହୋଇଯିବେ ତେବେ ବିଜେପିକୁ…

ଗୁଜୁରାଟରେ ବିଜେପି ସରକାରକୁ ଆସିଲେ ମଦ ମିଳିବ, ଆଉ ଆପ ସରକାରକୁ ଆସିଲେ ଚାକିରି ମିଳିବ: ଅରବିନ୍ଦ କେଜ୍ରିୱାଲ

ଯଦି ସରକାରକୁ ବିଜେପି ଆସିବ ତେବେ ଆପଣଙ୍କୁ ମଦ ମିଳିବ ଆଉ ଯଦି ଆମେ ଆସିବୁ ତେବେ ଆପଣଙ୍କୁ ଚାକିରୀ ମିଳିବ। କିଛି ଏଭଳି କହିଛନ୍ତି ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ। ଗୁଜୁରାଟରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟରେ ଚାଲିଥିବା ମଦ କାରବାର ନେଇ ବିଜେପି ସରକାର ଉପରେ…

ବ୍ୟାଙ୍କ୍‌ ଲକରରୁ ଗାଏବ ହେଲା ଜମା ରାଶି ; କ୍ଷତିପୂରଣ ଦେବାକୁ ବ୍ୟଙ୍କକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

୮୦ ବର୍ଷ ବୟସରେ ଜଣେ ବ୍ୟକ୍ତିଙ୍କର ସାରା ଜୀବନର ସଞ୍ଚିତ ରାଶି ଚୋରି ହୋଇଗଲା। ଏହି ଚୋରି ଘରୁ ନୁହେଁ , ବ୍ୟାଙ୍କର ଲକରରୁ ହୋଇଛି। ଏହା ନିଶ୍ଚୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ। ହେଲେ ଏହା ସତ ଘଟଣା। ବୟସ୍କ ବ୍ୟକ୍ତି ଜଣଙ୍କ ନିଜର ସବୁ ସଂପତ୍ତି ବ୍ୟାଙ୍କରେ ଜମା କରି ଥିଲେ। ସୁପ୍ରିମ…

ଅଲକାଏଦା ନେତା ଆୟମାନ ଅଲ ଜୱାହିରି ନିହତ

ଆଫଗାନିସ୍ତାନରେ ଆମେରିକାର ଡ୍ରୋନ ଆକ୍ରମଣରେ ଅଲକାଏଦା ନେତା ଆୟମାନ ଅଲ ଜୱାହିରି ନିହତ ହୋଇଛନ୍ତି। ଆମେରିକାରେ ଥିବା ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସିର ଅଧିକାରୀମାନେ ସୋମବାର ଏ ସଂକ୍ରାନ୍ତରେ ଗଣମାଧ୍ୟମ ସଂସ୍ଥା ରଏଟରକୁ କହିଛନ୍ତି। ବିଶ୍ବରେ ଆତଙ୍କ ଖେଳାଇ ଆସିଥିବା ଅଲ କାଏଦା…

ଅଗଷ୍ଟରେ ଓଡ଼ିଶାରେ କମ୍‌ ବର୍ଷା, ଦେଶରେ ସ୍ୱାଭାବିକ ରହିବ

ଅଗଷ୍ଟରେ ଓଡ଼ିଶାରେ ନିଅଣ୍ଟିଆ ବର୍ଷା ହେବ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଆଜି ଅଗଷ୍ଟ ମାସର ମୌସୁମୀ ବର୍ଷା ସମ୍ପର୍କିତ ପ୍ରେସ୍‌ ବିବୃତିରେ ସୂଚନା ଦେଇଛି। ଆଇଏମ୍‌ଡିର ସୂଚନା ମୁତାବକ, ଅଗଷ୍ଟରେ ରାଜ୍ୟରେ ବିଶେଷ ବର୍ଷା ହେବ ନାହିଁ। ଯେତିକି ହେବ, ତାହା ସ୍ବାଭାବିକଠାରୁ କମ୍‌…

ସ୍କୁଲ ନଥିବା ଜାଗାକୁ ଶିକ୍ଷକଙ୍କ ବଦଳି ; ଏପରି ଘଟିଛି ବୌଦ୍ ଜିଲ୍ଲାରେ

କଣ୍ଟାମାଳ ବ୍ଲକରେ ଶିକ୍ଷକ ବଦଳି କ୍ଷେତ୍ରରେ ବାରମ୍ବାର ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ସେଥି ମଧ୍ୟରୁ ଗତ ୨୮ ତାରିଖରେ ଜିଲ୍ଲା ଶିକ୍ଷା ଅଧିକାରୀ ଦେଇଥିବା ବଦଳି ଆଦେଶରେ ହୋଇଥିବା ଅନେକ ତ୍ରୁଟି ମଧ୍ୟରୁ ଏକ ସାଂଘାତିକ ତ୍ରୁଟି ହେଉଛି ସ୍କୁଲ୍ ନଥିବା ସ୍ଥାନକୁ ଜଣେ ଶିକ୍ଷକଙ୍କୁ ବଦଳି…