Webportal

ବଳପୂର୍ବକ ଋଣ ଅସୁଲି କରିବା ମହଙ୍ଗା ପଡ଼ିବ, ନିୟମକୁ ଶକ୍ତ କଲେ ରିଜର୍ଭ ବ୍ୟାଙ୍କ

ଗ୍ରାହକଙ୍କଠାରୁ ଋଣ ଅର୍ଥ ଅସୁଲ ବେଳେ ବଳପ୍ରୟୋଗ କରାଯାଉଥିବାର ଅଭିଯୋଗ ବାରମ୍ବାର ଆସୁଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏ ସମ୍ପର୍କିତ ନିୟମକୁ କଡ଼ାକଡ଼ି କରିଛି। କୌଣସି ପରିସ୍ଥିତିରେ ଗ୍ରାହକଙ୍କୁ ହଇରାଣ ହରକତ ଓ ନିର୍ଯ୍ୟାତନା ନଦେବା ଲାଗି ସବୁ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡ଼ିକୁ…

ଘରଭଡ଼ା ଉପରେ ୧୮% ଜିଏସ୍‌ଟି ଲାଗିବ

ଦେଶରେ ଦରଦାମ୍ ସ୍ଥିତି ଅଣାୟତ୍ତ ହୋଇପଡ଼ିଥିବା ବେଳେ ସରକାର ଲୋକଙ୍କ ଉପରେ ଟିକସ ବୋଝ ଲଦିବାରେ ଲାଗିଛନ୍ତି। କିଛି ଦିନ ପୂର୍ବେ ଚୁଡ଼ା, ମୁଢ଼ି ଭଳି ଗରିବ ଲୋକ ଖାଉଥିବା ଖାଦ୍ୟ ସାମଗ୍ରୀ ଉପରେ ଜିଏସ୍‌ଟି ଲାଗୁ କରିବା ପରେ ଏବେ ଘର ଭଡ଼ା ଉପରେ ୧୮% ଭଳି ଚଢ଼ା ଦରର ଜିଏସ୍‌ଟି ଲାଗୁ କରାଯାଇଛି।…

ଆରବ ସାଗରରେ ଭାରତୀୟ ଜାହାଜ ବୁଡ଼ିଲା ; ୯ ଜଣଙ୍କ ଜୀବନ ବଞ୍ଚାଇଲା ପାକ୍‌ ନୌସେନା

ଭାରତର ଏକ ଜାହାଜ ଗତ ୯ ତାରିଖରେ ଆରବ ସାଗରରେ ବୁଡ଼ି ଯାଇଥିଲା। ଫଳରେ ଜାହାଜରେ ଥିବା କର୍ମଚାରୀ ମଧ୍ୟ ବୁଡ଼ି ଯାଉଥିଲେ। କିନ୍ତୁ ପାକିସ୍ତାନୀ ନୌସେନା ସେମାନଙ୍କୁ ଜଳରୁ ଉଦ୍ଧାର କରି ସେମାନଙ୍କ ଜୀବନ ବଞ୍ଚାଇଛି। ବାଲୁଚିସ୍ତାନ ପ୍ରଦେଶର ଗ୍ବାଦର ଉପକୂଳ ସହର ନିକଟରେ ଏହି ଘଟଣା ଘଟିଥିଲା।…

ଗମ୍ଭୀର ଆରୋପ; କର୍ଣ୍ଣାଟକରେ ସରକାରୀ ଚାକିରି ପାଇବା ପାଇଁ ଯୁବତୀମାନଙ୍କୁ ଦେହ ଦାନ କରିବାକୁ ପଡୁଛି: କଂଗ୍ରେସ ନେତା

ସରକାରୀ ଚାକିରି ଖଣ୍ଡେ ପାଇବା ଲାଗି ପୁରୁଷମାନଙ୍କୁ ଲାଞ୍ଚ ଦେବାକୁ ପଡୁଥିବା ବ‌େଳେ ମହିଳାମାନଙ୍କୁ ଦେହ ଦାନ କରିବାକୁ ପଡୁଛି ବୋଲି ‘ବିଜେପି’ ନେତୃତ୍ବାଧୀନ କର୍ଣ୍ଣାଟକ ସରକାର ବିରୋଧରେ ଶୁକ୍ରବାର ଦିନ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ତଥା ବିଧାୟକ ପ୍ରୟିଙ୍କ ଖଡ୍‌ଗେ…

ଜଳସ୍ତର ବଢୁଥିବାରୁ ହୀରାକୁଦ ଡ୍ୟାମ୍‌ର ବଢୁଛି ୩୪ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ, ସମ୍ବଲପୁରରେ ୧୦୦୫ ଲୋକଙ୍କୁ…

ଗତ ୪ ଦିନ ଧରି ଉପର ମୁଣ୍ଡରେ ଲଗାଣ ବର୍ଷା କ‌ାରଣରୁ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ ବୃଦ୍ଧି ପାଇଛି। ଜଳସ୍ତର ନିୟନ୍ତ୍ରଣରେ ରଖିବା ପାଇଁ ଆଜି ପୂର୍ବାହ୍ନ ପରଠାରୁ ବିଳମ୍ବିତ ସନ୍ଧ୍ୟା ଯାଏଁ ପର୍ଯ୍ୟାୟକ୍ରମେ ୧୪ଟି ଗେଟ୍‌ ଖୋଲାଯାଇଛି। କାଲି ପର୍ଯ୍ୟନ୍ତ ଜଳଭଣ୍ଡାରରୁ ୨୦ଟି ଗେଟ୍‌ ଖୋଲି…

ପ୍ରବଳ ବର୍ଷା ଓ ବନ୍ୟା ନେଇ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

ରାଜ୍ୟରେ ବର୍ଷା ଜାରି ରହିଛି। ମହାନଦୀ ଓ ବୈତରଣୀରେ ବନ୍ୟାଜଳସ୍ତରବ ବଢ଼ିଛି। ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ଘନୀଭୂତ ହେଉଛି। ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ। ଅବପାତ ପରେ ଛତିଶଗଡ଼ ମୁହାଁ ହେବ ଲଘୁଚାପ। ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା…

କାନ୍ଥରେ ପରିଶ୍ରା କରିବାକୁ ନେଇ ବିବାଦରୁ ବିଚ୍ ରାସ୍ତାରେ ଯୁବକଙ୍କୁ ହତ୍ୟା

ଦିଲ୍ଲୀର ମାଲବ୍ୟନଗରରେ ଗତକାଲି ଜଣେ ୨୫ ବର୍ଷୀୟ ଯୁବକକୁ ରାସ୍ତା ମଝିରେ ଛୁରୀ ମାରି ହତ୍ୟା ଅଭିଯୋଗ ହୋଇଥିଲା। ମାତ୍ର ହତ୍ୟାର କାରଣ ଜଣାପଡ଼ିନଥିଲା। ଆଜି ସେହି ହତ୍ୟା ଘଟଣା ପଛର କାରଣ ସ୍ପଷ୍ଟ ହୋଇଛି। ଯୁବକ ଜଣକ କାନ୍ଥରେ ପରିଶ୍ରା କରୁଥିବା କାରଣରୁ ଝଗଡ଼ା ହୋଇଥିଲା ଓ ତାହା ପରବର୍ତ୍ତୀ…

ଚେନ୍ନାଇ ବିମାନବନ୍ଦରରେ ଯାତ୍ରୀଙ୍କ ବ୍ୟାଗରୁ ବାହାରିଲା ଗୋଟିଏ ମାଙ୍କଡ଼, ୧୫ଟି ସାପ ଓ ୨ଟି କଇଁଛ

ଚେନ୍ନାଇ ବିମାନବନ୍ଦରରେ ଘଟିଛି ଏକ ଅଜବ ଘଟଣା । ବିମାନ ଅବତରଣ ପରେ ଯାତ୍ରୀଙ୍କ ବ୍ୟାଗରୁ ବାହାରିଲା ଗୋଟିଏ ମାଙ୍କଡ଼, ୧୫ଟି ସାପ ଓ ୨ଟି କଇଁଛ। ଥାଇଲାଣ୍ଡରୁ ଚେନ୍ନାଇରେ ଆସି ପହଞ୍ଚିଥିବା ଜଣେ ଯାତ୍ରୀଙ୍କ ବ୍ୟଗରୁ ଏସବୁ ଜିନିଷ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ବ୍ୟାଗ ଭିତରେ ଗୋଟିଏ…

ଅନୁଗୋଳ ବିଜେପି ପକ୍ଷରୁ ୩୦୦ ମିଟର ଲମ୍ବା ର ବିଶାଳ ତ୍ରିରଙ୍ଗା ଯାତ୍ରା

ଅନୁଗୋଳ ଜିଲ୍ଲା ବିଜେପି ପକ୍ଷରୁ ଆଜି ୩୦୦ ମିଟର ଲମ୍ବା ର ବିଶାଳ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇ ଯାଇଥିଲା। ଦେଶ ସ୍ଵାଧୀନତା ର ୭୫ ବର୍ଷ ପୁର୍ତ୍ତୀ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜି ଙ୍କ ଆହ୍ଵାନ କ୍ରମେ ପାଳିତ ହୋଇଥିବା ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ…

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଅନୁଗୋଳ ଜିଲ୍ଲାର ସମସ୍ତ ବିଧାୟକ, ବୈଠକରେ ସାଂସଦଙ୍କୁ ଉପେକ୍ଷା

ବିନା ବିସ୍ଥାପନରେ ସୀମିତ ନଦୀ ଗର୍ଭରେ ବୃତ ଜଳାଶୟ ସୃଷ୍ଟି ଲାଗି ଆମ ସରକାର ୨୦୧୯ - ୨୦ ମସିହାରେ ୧୧୭୦୦ କୋଟି ଟଙ୍କା ବ୍ୟୟରେ " ନଦୀ ଗର୍ଭ ସୀମିତ ଜଳ ସଂରକ୍ଷଣ ଆନିକଟ ନିର୍ମାଣ ପ୍ରକଳ୍ପର ଯୋଜନା କରିଛନ୍ତି । ବ୍ରାହ୍ମଣୀ ନଦୀରେ ଅନୁଗୁଳ ଜିଲ୍ଲାର ତାଳଚେର ବ୍ଲକର ଖାଲପାଳ ଗ୍ରାମ ନିକଟରେ…