Webportal

ଚାଇନାରେ ଘୋର ଆର୍ଥିକ ସଙ୍କଟ : ବ୍ୟାଙ୍କ ଆଗରେ ଟ୍ୟାଙ୍କ ମୁତୟନ; ଗ୍ରାହକଙ୍କ ଆକାଉଣ୍ଟ ଅଚଳ

ଚାଇନାରେ ବ୍ୟାଙ୍କ ଗୁଡ଼ିକରେ ଆର୍ଥିକ ସଙ୍କଟ ଦେଖାଇଛି । ଆଉ ଏହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ିଛି । ବ୍ୟାଙ୍କଜନିତ ସଙ୍କଟ ଦେଇ ଗତି କରୁଥିବା ଚାଇନାରେ ଗ୍ରାହକଙ୍କ ଆକାଉଣ୍ଟ ସିଜ୍ କରିଦିଆଯାଇଛି । ଯାହା ପରେ ଲୋକେ ରାସ୍ତାରେ ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି । ସ୍ଥିତି…

କେଜ୍ରିୱାଲଙ୍କ କହିଲେ ନିଶ୍ଚୟ ଯିବି; ସିଙ୍ଗାପୁର ଗସ୍ତକୁ ଖାରଜ କଲେ ଉପରାଜ୍ୟପାଳ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର ସିଙ୍ଗାପୁର ଗସ୍ତକୁ ନେଇ ଘନେଇଛି ବିବାଦ। ତାଙ୍କର ଯାତ୍ରାର ଆବେଦନକୁ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନା କରିଛନ୍ତି ଖାରଜ। ଅର୍ଥାତ୍‌ ଏବେ କେଜ୍ରିୱାଲ ସିଙ୍ଗାପୁର ଯାତ୍ରା କରି ପାରିବେ ନାହିଁ। ସିଙ୍ଗାପୁରରେ ଅନୁଷ୍ଠିତ ହେଉଥିବା ଏକ…

ମମତାଙ୍କ ଭବିଷ୍ୟବାଣୀ; ୨୦୨୪ରେ ଜିତିବନି ବିଜେପି

୨୦୨୪ରେ ଆଉ କ୍ଷମତାକୁ ଆସିପାରିବନି ବିଜେପି। ଲୋକସଭା ନିର୍ବାଚନରେ ବହୁମତ ହରାଇବ ବିଜେପି ଆଉ ଦ୍ବିତୀୟ ଦଳ ଏକତ୍ରିତ ହୋଇ ଗଢ଼ିବେ ସରକାର। ଏଭଳି କିଛି ଭବିଷ୍ୟବାଣୀ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କୋଲାକାତାର ସହୀଦ୍‌ ଦିବସ ରାଲିରେ ସମ୍ବୋଧନ କରିବା ବେଳେ ମମତା…

ବ୍ୟାଙ୍କ କର୍ମଚାରୀଙ୍କ ପାଇଁ କଡା ନିୟମ, ଗ୍ରାହକ ହଇରାଣ ହେଲେ ନିଆଯିବ ଆକ୍ସନ

ବ୍ୟାଙ୍କ ସମ୍ପର୍କିତ କୌଣସି କାମ ପାଇଁ ବାରମ୍ବାର ବ୍ରାଞ୍ଚ ଯିବାକୁ ପଡିଥାଏ । ବ୍ୟାଙ୍କରେ କର୍ମଚାରୀଙ୍କ ବ୍ୟବହାରରେ ମଧ୍ୟ ଅତିଷ୍ଠ ହୋଇଯାଇଥାନ୍ତି କିଛି ଉପଭୋକ୍ତା । ଅନେକ ବ୍ୟାଙ୍କରେ କର୍ମଚାରୀମାନେ କହିଥାନ୍ତି କି ଲଞ୍ଚ୍ ପରେ ଆସ ।  ବେଳେବେଳେ ଘଣ୍ଟା ଘଣ୍ଟା ଅପେକ୍ଷା କରିଥାନ୍ତି…

ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ହେଲେ ରାଷ୍ଟ୍ରପତି

ଓଡ଼ିଶା ପାଇଁ ଗୌରବ ଆଣିଲେ ଦ୍ରୌପଦୀ ମୁର୍ମୁ । ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ବହୁ ପଛରେ ପକାଇ ଇତିହାସ ରଚିଛନ୍ତି ଦ୍ରୌପଦୀ । ରାଷ୍ଟ୍ରପତି ନିର୍ବାଚନ ଜିତିଲେ ଓଡିଆ ଝିଅ । ୩ୟ ପର୍ଯ୍ୟାୟ ଭୋଟ ଗଣତିର ଫଳାଫଳ ସାମ୍ନାକୁ ଆସିଛ । ଦ୍ରୌପଦୀ ଦ୍ରୌପଦୀଙ୍କ ଭୋଟ ମୂଲ୍ୟ ୫, ୭୭, ୭୭୭ ଥିବା…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବିଶ୍ୱାସଘାତ କଲେ ଇଞ୍ଜିନିୟର ଏବଂ ଠିକାଦାର:୫ ଦିନ ପୂର୍ବରୁ ଉଦଘାଟିତ ହୋଇଥିବା…

ସାମାନ୍ୟ ବର୍ଷାରେ ଦବିଗଲା ବୁନ୍ଦେଲଖଣ୍ଡ ଏକ୍ସେପ୍ରେସ ୱେ। ୫ଦିନ ପୂର୍ବରୁ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଉଦଘାଟନ ସମୟରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଇତିହାସ ରଚିବ ଏବଂ ରାଜ୍ୟର ବିକାଶ ହେବା ଭଳି କଥା କହିଥିଲେ ପ୍ରଧାନମନ୍ତ୍ରୀ। ହେଲେ ଉଦଘାଟନ ହେବାର ପାଞ୍ଚ ଦିନ…

କେଜ୍ରିୱାଲଙ୍କ ଗୁଜରାଟରେ ସରକାର ଗଢିବା ପ୍ରୟାସ ଆରମ୍ଭ;ବିଜୁଳୀକୁ କଲେ ହଥିୟାର

ମୋଦୀଙ୍କ ଗଡ଼କୁ ହାତେଇବା ପାଇଁ ବିଜୁଳି କାର୍ଡ ଖେଳିଲେ କେଜ୍ରିୱାଲ। ଗୁଜରାଟରେ ଆରମ୍ଭ ହେଲା କେଜ୍ରିୱାଲଙ୍କ ବିଜୁଳି ରାଜନୀତି।ଦିଲ୍ଲୀ ଓ ପଞ୍ଜାବ ପରେ ଗୁଜରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ମାଗଣା ବିଦ୍ୟୁତ୍…

ଦିଲ୍ଲୀରେ ଚିକିତ୍ସା ପାଇଁ ଭର୍ତ୍ତି ହେଲେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ୍‌ ମାନ୍‌

ପେଟରେ ଯନ୍ତ୍ରଣା ହେବାରୁ ବୁଧବାର ବିଳମ୍ବିତ ରାତ୍ରରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କୁ ଦିଲ୍ଲୀସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସଂଗୃହୀତ ସୂଚନା ଅନୁସାରେ, ସମ୍ପ୍ରତି ଜାତୀୟ ରାଜଧାନୀର ସରିତା ବିହାର ଅଞ୍ଚଳରେ ଅବସ୍ଥିତ ଇନ୍ଦ୍ରପ୍ରସ୍ଥ ଆପୋଲୋ…

ଆରପାରିରେ ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ର

ଆରପାରିରେ ଓଡ଼ିଆ ଟେଲି ଜଗତର ଜଣାଶୁଣା ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ର । ବିଳମ୍ବିତ ରାତିରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନ ହେବ କର୍କଟ ରୋଗ ସହ ଲଢେଇ କରି ଶେଷରେ ଆଖି ବୁଜୀଛନ୍ତି ଅଭିନେତ୍ରୀ । ଧାରାବାହିକ ‘ଉଆଁସୀ…

ଡିଉଟି ନ ଥାଇ ବି ଗଲେ, ଡିଏସପିଙ୍କ ହତ୍ୟା ପଛରେ ଏସଏଚଓଙ୍କ ହାତ : ଅଭିଯୋଗ କଲେ ମୃତ ଡିଏସପିଙ୍କ ଭାଇ

ଗତକାଲି ହରିୟାଣାର ନୁହ ଜିଲ୍ଲାରେ ଖଣି ମାଫିଆଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଥିଲା। ଡିଏସପିଙ୍କୁ ଟ୍ରକ ଚଢ଼ାଇ ମାରିଦେଇଥିଲେ ଖଣି ମାଫିଆ। ବେଆଇନ ଖନନ ହେଉଥିବାର ସୂଚନା ପାଇ ଯାଞ୍ଚ ପାଇଁ ଯାଇଥିବା ଡିଏସପି ସୁରେନ୍ଦ୍ର ସିଂହ ବିଷ୍ଣୋଇଙ୍କ ଉପରେ ପଥର ବୋଝେଇ ଟ୍ରକ ଚଢ଼ାଇ ଖଣି ମାଫିଆମାନେ…