ଚାଷୀଙ୍କ ଆବଶ୍ୟକ ୟୁରିଆ, ଜବରଜସ୍ତ୍ ଦିଆଯାଉଛି ଗ୍ରୋମର ଓ ଜିପ୍ଟମାଇଟ ପ୍ଲସ ସାର!
ଖରିଫ ଋତୁରେ ମାଲକାନଗିରି ଜିଲ୍ଲାରେ ସାର ସଂକଟ ଦେଖାଖଯାଇଛି। ଚାଷୀଙ୍କୁ ୟୁରିଆ ସାର ଦରକାର ଥିଲା ବେଳେ ସେମାନଙ୍କୁ ଗ୍ରୋମର ଓ ଜିପ୍ଟମାଇଟ୍ ସାର ମିଳୁଥିବା ଅଭିଯୋଗ ହେଉଛି। ଗତ କିଛି ଦିନ ହେଲା ସାର ଦୋକାନୀ ଏବଂ ହୋଲସେଲର ଦୋକାନୀମାନଙ୍କ ଦାଦାଗିରି ବଢିଯାଇଛି ବୋଲି ଆଜି ଜଣେ ଆଗଧାଡିର…