Webportal

ମୁଲାୟମ ସିଂ ଯାଦବଙ୍କ ପତ୍ନୀଙ୍କର ଦେହାନ୍ତ

0 147

ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବଙ୍କ ପତ୍ନୀ ସାଧନା ଗୁପ୍ତାଙ୍କର ଦେହାନ୍ତ ହୋଇଛି।ଫୁସଫୁସ ସଂକ୍ରମଣ ହେତୁ ସାଧନାଙ୍କୁ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ୟ ସାଧନା ଗୁପ୍ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଟ୍ୱିଟର ରେ ସେ କହିଛନ୍ତି, “ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ମୁଲାୟମ ସିଂ ଯାଦବ ଜୀ ଙ୍କ ପତ୍ନୀ ସାଧନା ଗୁପ୍ତାଙ୍କ ଦେହାନ୍ତ ହେବାର ଦୁଃଖଦ ଖବର ଗ୍ରହଣ କଲି, ପ୍ରଭୁ ତାଙ୍କ ପାଦରେ ପବିତ୍ର ଆତ୍ମାଙ୍କୁ ସ୍ଥାନ ଦିଅନ୍ତୁ। ସମ୍ମାନିତ ମୁଲାୟମ ସିଂ ଏବଂ ତାଙ୍କ ପରିବାର ସଦସ୍ୟ ଙ୍କୁ ଏହି କ୍ଷତି ସହିବାର ସାହସ ଦିଅନ୍ତୁ”।

Leave A Reply

Your email address will not be published.