Webportal

ବଢ଼ିଲା ଓମଫେଡ କ୍ଷୀର ଦର

ଓମଫେଡ କ୍ଷୀର ଲିଟର ପିଛା ୪ ଟଙ୍କା ବୃଦ୍ଧି କରାଯାଇଛି।ଏବେ ପ୍ରିମୀୟମ ଓ ଗୋଲଡ଼ ପ୍ରିମିୟୁମ କ୍ଷୀର ଲିଟର ପିଛା ୪୪ଟଙ୍କା ଓ ଟୋନଡ କ୍ଷୀର ଲିଟର ପିଛା ୩୮ଟଙ୍କାରେ କିଣିବାକୁ ପଡିବ।ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ ଖାଉଟି ଓ ଦୁଗ୍ଧ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଦର…

ଝସକେତନ କୁ ଆଜୀବନ କାରାଦଣ୍ଡ

ଅନୁଗୁଳ ଜିଲ୍ଲାର ଜରପଡା ଥାନା ଅନ୍ତର୍ଗତ କୁଶକିଳା ଗାଁରେ ଦୁଇ ଭାଇଙ୍କୁ ହତ୍ୟା କରିଥିବା ଝସକେତନ ରାଉତକୁ ଆଜି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ମାନ୍ୟବର ଜିଲ୍ଲା ଓ ଦୌରା ଜଜ । କୁଶକିଳା ଗାଁର ଦୁଇ ସମ୍ପର୍କୀୟ ଭାଇ ହିରଣାକ୍ଷ ସାହୁ ଓ ଯୋଗେଶ୍ଵର ସାହୁକୁ ମାରି ମାଟି ତଳେ ପୋତି…

ଦୋଷୀ ସାବ୍ୟସ୍ତ ହେଲା ଝସକେଟନ, ଆଗାମୀ ତାରିଖରେ ଦଣ୍ଡ ବିଧାନ

ଅନୁଗୁଳ ଜିଲ୍ଲା ଜରପଡା ଥାନା କୁଶକିଳାରେ ଘଟିଥିବା ବହୁଚର୍ଚ୍ଚିତ ଦୁଇଭାଇ ହତ୍ୟାକାଣ୍ଡ ଘଟଣାର ରାୟ ଅାଜି ପ୍ରକାଶ ପାଇଛି।କୁଶକିଳା ଗାଁର ରାଜ କିଶୋର ସାହୁଙ୍କ ପୁଅ ଓ ପୁତୁରାଙ୍କ ହତ୍ୟା ମାମଲାର ବିଚାରର ଶେଷ ଦିନରେ ସମସ୍ତ ପ୍ରମାଣ ଓ ସାକ୍ଷୀଙ୍କ ବୟାନ ଶୁଣିବା ପରେ ଅନୁଗୋଳ ଜିଲ୍ଲା ଓ…

ଆନ୍ଦୋଳନକାରୀଙ୍କୁ ଅଟକ ରଖିଲା ପୋଲିସ

ଅନୁଗୁଳ ଜିଲ୍ଲାର ତାଳଚେର କୋଇଲା ଖଣି ମଜଦୁର ସଂଘ (ଭାରତୀୟ ମଜଦୂର ସଙ୍ଘ) ପକ୍ଷରୁ ଗତ ୨୩ ତାରିଖଠାରୁ ୫ ଦିନିଆ ଧର୍ମଘଟ କରାଯାଉ ଥିବାବେଳେ ଆଜି ପୋଲିସ ପକ୍ଷରୁ ଏହି ସଂଘର ଶତାଧିକ କାର୍ଯ୍ୟକର୍ତ୍ତାଙ୍କୁ ସ୍ଥାନୀୟ ମଙ୍ଗଳମ କ୍ଳବଠାରେ ଅଟକ ରଖାଯାଇଛି l କୋଇଲା ଉଦ୍ୟୋଗରେ ୧00 ପ୍ରତିଶତ ବିଦେଶୀ…

ଧରାପଡିଲେ ଡକାୟତ ଦଳ

ଅନୁଗୁଳ ପୋଲିସ ଏସଆଇ ଲେଙ୍କାଙ୍କ ନେତୃତ୍ୱରେ ଗତ ବିଳମ୍ବିତ ରାତି ପ୍ରାୟ ଗୋଟାଏ ସମୟରେ ପେଟ୍ରୋଲିଂ କରୁଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ସହରର ହାଟପଡା ଠାରେ କିଛି ଅପରାଧି ବସିଥିବାର ଖବର ପାଇ ଚଢ଼ାଉ କରି ଚାରିଜଣ ଅପରାଧି ଅନୁଗୁଳ ଥାନା ଅଂଚଳ ଜରାଶିଙ୍ଗାର ସାଗର ସାହୁ, ଅଙ୍ଗାରବନ୍ଧ ର…

ରହସ୍ୟ ଭିତରକୁ ଚାଲିଯାଉଛି ଅନୁଗୁଳ ଜିଲ୍ଲାପାଳଙ୍କ ଏଚଡିଏଫସି ବ୍ୟାଙ୍କରୁ ଟଙ୍କା ଗାୟବ ହେବାର କାରଣ

ଅନୁଗୁଳରେ ଘରୋଇ ବ୍ୟାଙ୍କ ଏଚଡିଏଫସି ରେ ଥିବା ଜିଲ୍ଲାପାଳଙ୍କ ଖାତାରୁ ଜାଲ ଉପାୟରେ ଟଙ୍କା ଗାୟବ ହୋଇ ପରେ ଫେରିବା ଓ ଆରକ୍ଷୀ ଅଧୀକ୍ଷକଙ୍କ ଅନୁଯାୟୀ ଏହି ମାମଲାରେ ଦୋଷୀ ପାଇ ବ୍ୟାଙ୍କର ପୂର୍ବତନ ଶାଖା ପରିଚାଳକ ଶକ୍ତି ବେଦାନ୍ତ ଦାସଙ୍କୁ ଗିରଫ କରିବା ପରେ ଘଟଣାରେ ଦିନକୁଦିନ ନୂଆ ନୂଆ…

୨୦ବର୍ଷୀୟ ଯୁବକ କଲେ ବିଶ୍ୱ କୀର୍ତ୍ତିମାନ

ଅନୁଗୁଳ ଜିଲ୍ଲାର ରୁବେଲାଲ ୧.୪ ଇଞ୍ଚର ନନ୍ଦିଘୋଷ ରଥ ନିର୍ମାଣ କରି ରେକର୍ଡ଼ ସୃଷ୍ଟି କରି ପାରି ପ୍ରମାଣ କରିଦେଲେ ଯେ ପରିଶ୍ରମ ବୃଥା ଯାଏନି ,ପରିଶ୍ରମର ଫଳ ଶେଷରେ ମିଳେ। ଜିଲ୍ଲାର ଆଠମଲ୍ଲିକ ବ୍ଲକ କୁରୁମଟାପ ଗାଁର ଯୁବ ଶିଳ୍ପୀ ରୁବେଲାଲ ପ୍ରଧାନ । ବୟସ ମାତ୍ର ୨୦ । କିନ୍ତୁୁ ଏହି ବୟସରେ…

ପୁନର୍ବାର କୋଇଲା ସଂକଟର ଆଶଙ୍କା, ଆନ୍ଦୋଳନ ଚେତାବନୀ ଦେଲେ କ୍ଷତିଗ୍ରସ୍ତ ପ୍ରଜା

ସରକାରୀ ନିଷ୍ପତ୍ତି କୁ ମାନୁନାହାନ୍ତି ମହାନଦୀ କୋଲଫିଲଡ଼ କର୍ତ୍ତୃପକ୍ଷ ଯାହା ଫଳରେ ହୋଇ ପାରୁନି କୋଇଲା ଖଣି କର୍ତ୍ତୃପକ୍ଷ ଓ ଖଣି କ୍ଷତିଗ୍ରସ୍ତ ମଧ୍ୟରେ ନିଯୁକ୍ତି ,କ୍ଷତିପୂରଣ ଓ ଥଇଥାନ ର ସମାଧାନ । ଯାହାର ପ୍ରତିବାଦ ଆଜି ପୁଣି ଦେଖିବାକୁ ମିଳିଛି ଅନୁଗୁଳ ସଦର ମହକୁମାରେ । ଗତ ୨୦୧୮…

ତଦନ୍ତ ସମୟରେ ସ୍ଥାବର ସଂପତି ଜବତ କରିପାରିବେନି ପୋଲିସ

କୌଣସି ଘଟଣାର ତଦନ୍ତ ବେଳେ ପୋଲିସ ସ୍ଥାବର ସମ୍ପତ୍ତି ଜବତ କରି ପାରିବନାହିଁ ବୋଲି ସୁପ୍ରିମକୋର୍ଟ ର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ଦୀପକ ଗୁପ୍ତା ଓ ଜଷ୍ଟିସ ଖାନଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି।ଏକ ମାମଲାର ଶୁଣାଣି କରି ଖଣ୍ଡପୀଠ କହିଛନ୍ତି ଯେ ସମ୍ବିଧାନର ଧାରା…

ଦଣ୍ଡ ପାଇବେ ବ୍ରହ୍ମପୁର ସାଂସଦ ନା ବର୍ତିଯିବେ, ସର୍ବସାଧାରଣରେ କ୍ରୋଧ ଉପରେ ନିୟନ୍ତ୍ରଣ ନ ରଖିପାରି ମାଡ଼ ମାରିଥିବା…

ଜଣେ ଲୋକ ପ୍ରତିନିଧି ଯଦି ସର୍ବସାଧାରଣରେ ଆଇନ କୁ ହାତକୁ ନେବେ ତାହାହେଲେ ସାଧାରଣ ଲୋକ ମାନେ ତାଙ୍କ ଠାରୁ କଣ ଶିଖି କଣ କରିବେ।କଂଗ୍ରେସ ଓ ବିଜେପି ରୁ ପ୍ରାୟ ୧୫୦ କର୍ମୀ ଆସି ବିଜେଡି ରେ ଯୋଗଦେବା ପାଇଁ ଏକ ମିଶ୍ରଣ ପର୍ବ ଚାଲିଥିବା ବେଳେ ସେଠାରେ ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ସୋରଡ଼ା…