Webportal

ପରିବେଶ ଅନୁମତି ବିହୁନେ କୋଇଲା ଖଣି ବନ୍ଦ

ଅନୁଗୁଳ ଜିଲ୍ଲା ତାଳଚେରଠାରେ ଥିବା ଏମ୍‌ସିଏଲ୍‌ ଜଗନ୍ନାଥ କୋଇଲା ଖଣିର ଏନ୍‌ଭାଇରନମେଣ୍ଟାଲ ଓ ଫରେଷ୍ଟ କ୍ଲିୟରାନ୍ସ ଅବଧି ଶେଷ ହୋଇଯାଇଥିବାରୁ ସୋମବାର ରାତି ୧୨ଟାରୁ ଖଣି ଖନନ କାର୍ଯ୍ୟ ବନ୍ଦ କରାଯାଇଛି। ରାଜ୍ୟ ସରକାରଙ୍କ ଖଣି ଉପନିର୍ଦ୍ଦେଶକ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ନୋଟିସ…

ଲଗାତାର ହାତୀ ଆକ୍ରମଣ

ଅନୁଗୁଳ ଜିଲ୍ଲ‍ା ଛେଣ୍ତିପଦା ବନାଞ୍ଚଳ ପାଟ୍ଟକୁମୁଣ୍ତା ଗ୍ରାମରେ ପୁଣି ହାତୀ ଆକ୍ରମଣରେ ଅାଜି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣକ ହେଉଛନ୍ତି ପାଟ୍ଟକୁମୁଣ୍ତା ଗ୍ରାମର ଝାରୁ ବେହେରା। ସୂଚନାମୁତାବକ ନିକଟସ୍ଥ ପୋଖରୀରୁ ଶୌଚ ହୋଇ ଘରକୁ ଫେରୁଥିବାବେଳେ ପୋଖରୀ ହୁଡା ନିକଟରେ…

ରେଳବାଇ ସୁରକ୍ଷାବଳ ପ୍ରତିଷ୍ଠା ଦିବସ ପାଳିତ

ଆଜି ପୂର୍ବତଟ ରେଳପଥ ମୁଖ୍ୟାଳୟ ଭୁବନେଶ୍ୱର ଠାରେ ୩୫ତମ ରେଳବାଇ ସୁରକ୍ଷାବଳ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଅଛି I  ସୁରକ୍ଷା କ୍ଷେତ୍ରରେ ରେଳବାଇ ସୁରକ୍ଷାବଳ ଦ୍ୱାରା ବିଭିନ୍ନ ପ୍ରକାର ସାହାସିକତାର ପ୍ରୟାସକୁ ସ୍ମରଣୀୟ କରିବା ପାଇଁ ଏହି ପ୍ରତିଷ୍ଠା ଦିବସ ପାଳନ କରାଯାଇ ଅଛି I ଏହି…

ବରିଷ୍ଠ ନାଗରିକ ଦିବସ ପାଳିତ

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସହଯୋଗରେ  ଅନୁଗୁଳ ଜିଲ୍ଲାର  ତାଳଚେର ପଞ୍ଚାୟତ ସମିତି ପକ୍ଷରୁ ସ୍ଥାନୀୟ ସଭାଘରଠାରେ ଆଜି ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି l ତାଳଚେର ବିଡିଓ ନେତ୍ରାନନ୍ଦ ମଲ୍ଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ…

ହାତୀ ମାରିଲା ମନୁଷ୍ୟ

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଆଜି ହାତୀ ଆକ୍ରମଣରେ ପୁଣି ଜଣଙ୍କର ଜୀବନ ଯାଇଛି । ଧାଙ୍ଗୁରୁମୁଣ୍ଡା ଗାଁରେ ହାତୀ ଆକ୍ରମଣରେ ବାରମଞ୍ଚା ଗାଁର ଅବସରପ୍ରାପ୍ତ ଶିକ୍ଷକ ହୃଷିକେଶ ନାଏକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ହୃଷିକେଶ ଆଜି ଚାଷ କାମରେ ବ୍ୟବହୃତ ଲଙ୍ଗଳ…

ରେଳବାଇର ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ

ପୂର୍ବତଟ ରେଳପଥ ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାରଙ୍କ ନେତୃତ୍ୱରେ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଶଶୀକାନ୍ତ ସିଂହ ଓ ଅନ୍ୟ ଅଧିକାରୀମାନଙ୍କ ଦ୍ୱାରା ସ୍ୱଚ୍ଛତା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ସ୍ୱଚ୍ଛତା ହିଁ ସେବା ଆୟୋଜନ କରାଯାଇଥିଲା I…

ଅନୁଗୁଳ ମେଡ଼ିକାଲରେ ଦଲାଲୀ ଅଭିଯୋଗରେ ଗିରଫ ସ୍ବେଚ୍ଛାସେବୀ ମାନଙ୍କୁ ମୁକୁଳେଇବା ଅଭିଯାନ ଜୋରଦାର

ଗତ ସତେଇସ ତାରିଖରେ ଅନୁଗୁଳ ପୋଲିସ ଦ୍ୱାରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦଲାଲୀ ଅଭିଯୋଗ ରେ ଗିରଫ ହୋଇଥିବା ଚାରିଜଣଙ୍କ ମାମଲା ଏକ ନୂଆ ମୋଡ଼ ନେଇଛି।ଆଜି ବିଭିନ୍ନ ସଂଗଠନ ପକ୍ଷରୁ ଏକତ୍ରିତ ଭାବେ ଏହାକୁ ବିରୋଧ କରାଯାଇ ଏକ ଶୋଭାଯାତ୍ରା ବାହାର କରାଯାଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର…

ହତ୍ୟାକାରୀ ଗିରଫ

ଗତକାଲି ସନ୍ଧ୍ୟା ପ୍ରାୟ ସାତଟା ସମୟରେ ଅନୁଗୁଳ ଜିଲ୍ଲାର ଅନ୍ତୁଲିଆ ବଜାରରେ ଜମିବାଡ଼ି ବିବାଦକୁ ନେଇ ବିଜେପି ସାତକୋଶିଆ ମଣ୍ଡଳ ହରିଜନ ମୋର୍ଚ୍ଚା ସଭାପତି ୫୫ ବର୍ଷୀୟ ଜଗବନ୍ଧୁ ବେହେରାଙ୍କୁ ଜନଗହଳି ଭିତରେ ଭୁଜାଲି ରେ ହାଣି ହତ୍ୟା କରି ଫେରାର ହୋଇଯାଇଥିଲା ୪୦ ବର୍ଷୀୟ ସଦାନନ୍ଦ…

ବିଚବଜାରରେ ନୃଶଂସ ହତ୍ୟା

ଅନୁଗୁଳ ଜିଲ୍ଲାର ଅନ୍ତୁଲିଆ ବଜାରରେ ଜମିବାଡ଼ି ବିବାଦକୁ ନେଇ ବିଜେପି ସାତକୋଶିଆ ମଣ୍ଡଳ ହରିଜନ ମୋର୍ଚ୍ଚା ସଭାପତି ଜଗବନ୍ଧୁ ବେହେରାଙ୍କୁ ଜନଗହଳି ଭିତରେ ଭୁଜାଲି ରେ ହାଣି ହତ୍ୟା କଲା ସଦାନନ୍ଦ ଗଡ଼ନାୟକ।ଫେରାର ହେଲା ହତ୍ୟାକାରୀ।ପୁରୁଣାକୋଟ ପୋଲିସ ର ଶବକୁ ଜବତ କରି ତଦନ୍ତ ଆରମ୍ଭ।

ବାଘ ଆକ୍ରମଣ ରେ ଜଣେ ଗୁରୁତର ,ବିଫଳ ହେଇଛି ବନବିଭାଗ ର ତମାମ ଯୋଜନା

ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ପୁଣି ବାଘ ଆତଙ୍କ । ମିଳିଥିବା ସୂଚନା ଅନୁସାରେ ଅନ୍ତୁଳିଆ ଦଳବେହେରା ସାହିର ଚିତ ରଞ୍ଜନ ଦଳ ବେହେରା ଆଜି ସକାଳେ ଜଙ୍ଗଲ କୁ ଛତୁ ତୋଳିବା ପାଇଁ ଯାଇଥିବା ବେଳେ ହଠାତ ତାଙ୍କୁ ଏକ କଲରାପତ୍ରିଆ ବାଘ ଆକ୍ରମଣ କରିଥିଲା ଯାହା ଫଳରେ ଚିତ ରଞ୍ଜନଙ୍କ ମୁଣ୍ଡ…