Webportal

ମଦ ଧରିବାକୁ ଯାଇ ଅବକାରୀ ବିଭାଗର କର୍ମଚାରୀ ଆକ୍ରମଣର ଶିକାର

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡ଼ିଆ ଗାଁରେ ଆଜି ଅବକାରୀ ବିଭାଗ ଚଢ଼ାଉ କରୁଥିବାବେଳେ ଆକ୍ରମଣର ଶିକାର ହୋଇଛନ୍ତି । ମଦ ମାଫିଆ ମାନଙ୍କ ଆକ୍ରମଣରେ ଅବକାରୀ ବିଭାଗର ଗାଡି ଭଙ୍ଗାରୁଜା ହୋଇଥିବା ବେଳେ ୪ ଜଣ କର୍ମଚାରୀ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଅନୁଗୁଳ…

ନିଜ ସଂସ୍ଥାରୁ ଠକେଇ ଅଭିଯୋଗରେ ଫାଇନାନ୍ସ କମ୍ପାନୀ କର୍ମଚାରୀ ଗିରଫ

ଅନୁଗୁଳରେ ଥିବା ମହିନ୍ଦ୍ର ଫାଇନାନ୍ସ ର ଏରିଆ ଆକାଉଣ୍ଟଟାଣ୍ଟ ରାକେଶ ମହାନ୍ତି ଗତ ମାସ ସତେଇସ ତାରିଖରେ ଅନୁଗୁଳ ଥାନାରେ ଏକ ଏତଲା ଦେଇଥିଲେ ଯେଉଁଥିରେ ତାଙ୍କର ଅଫିସ ରେ ଆକାଉଣ୍ଟଟାଣ୍ଟ କାମ କରୁଥିବା ପ୍ରସନ୍ନ କୁମାର କର ନାମକ ବ୍ୟକ୍ତି ସେପ୍ଟେମ୍ବର ଏକ ତାରିଖରୁ ପଚିଶ ତାରିଖ ମଧ୍ୟରେ…

ଦିଲ୍ଲୀରେ ୪ ଆତଙ୍କବାଦୀ

ଭାରତର ରାଜଧାନୀରେ ଅନୁପ୍ରବେଶ କରିଛନ୍ତି ପାକିସ୍ତାନର ସକ୍ରିୟ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ୪ଜଣ ସଦସ୍ୟ।ଗୁଇନ୍ଦା ବିଭାଗର ଏହି ସତର୍କ ସୂଚନା ପରେ ସମଗ୍ର ଦିଲ୍ଲୀ ଓ ଏହାର ଆଖ ପାଖ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି।ଜନଗହଳି ପୁର୍ଣ ଅଞ୍ଚଳ, ଏଆରପୋର୍ଟ,ମଲ ଓ ଧର୍ମାନୁଷ୍ଠାନ ରେ…

ଦଳବଦଳ କରୁଥିବା ନେତାଙ୍କ ପାଇଁ ଶିକ୍ଷା ଲାଭ କରିବାର ସମୟ

କଂଗ୍ରେସର ବରିଷ୍ଠ ନେତା ଭକ୍ତ ଦାସ ସକ୍ରିୟ ରାଜନୀତିରୁ ସନ୍ୟାସ ନେବା ଘୋଷଣା କରିବାର ଗୋଟିଏ ଦିନ ପରେ କାଲି ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଜେପି ନେତା ଡାକ୍ତର ଦାମୋଦର ରାଉତ ଘୋଷଣା କରିଛନ୍ତି ଯେ ସେ ଆଉ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ ନାହିଁ।ନିଜ ପ୍ରତିକ୍ରିୟାରେ ସେ…

ନଦୀରେ ବୁଡି ମୃତ

ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ପାଟକମୁଣ୍ଡା ପଞ୍ଚାୟତ କେରଜାଙ୍ଗ ଗ୍ରାମର ଜଣେ ବୃଦ୍ଧ ଙ୍କର ନଦୀରେ ବୁଡି ମୃତ୍ୟୁ ହୋଇଛି ।ମୃତକ ଜଣକ ହେଉଛନ୍ତି କେରଜାଙ୍ଗ ଗ୍ରାମର ଘନଶ୍ୟାମ ବେହେରା ବୋଲି ଜଣାପଡିଛି ।ଘଟଣାରୁ ପ୍ରକାଶ ଶ୍ୟାମଘନ ବିଲରୁ କାମସାରୀ ଟିକିରା ନଦୀ ପାର ହୋଇ ଘରକୁ…

ଅଜଣା ଗାଡି ଧକାରେ ଗୁରୁତର

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଜାତୀୟ ରାଜପଥ ୧୪୩ (ବି)ସଜରାସାହି ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ଜଣକ ହେଲେ ପରୁଣାଗଡ ଗ୍ରାମର କଲ୍ୟାଣ ଗଡନାୟକଙ୍କ ପୁଅ ଟିକୁ ଗଡନାୟକ ବୋଲି ଜଣାପଡିଛି ।ଘଟଣାରୁ ପ୍ରକାଶ ପରୁଣାଗଡ ଗ୍ରାମର ଟିକୁ…

ନିଆଁ ରେ ପୋଡି ଗୁରୁତର

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଗୋପିବଲଭପୁର ଗ୍ରାମରେ ଗୁରୁବାର ନିଆଁରେ ପୋଡି ହୋଇ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଜଣକ ହେଲେ ଗୋପିବଲଭପୁର ଗ୍ରାମର ବିଭୁତି କଠାର ବୋଲି ଜଣା ପଡିଛି । ଘଟଣାରୁ ପ୍ରକାଶ ବିଭୁତି ଗୁରିବାର ସକାଳେ ଚୁଲିରେ ନିଆଁ ଲଗାଇ ଚା ତିଆରି କରୁଥିବା ବେଳେ…

ଭାଇ ହାଣିଲା ଭାଇକୁ

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡା ଥାନା ଅନ୍ତର୍ଗତ ଓଗି ଗାଁରେ କଟୁରି ରେ ଭାଇ ହାଣିଲା ଭାଇ କୁ। ଆଜି ଦିନ ପ୍ରାୟ ୧ ଘଟିକା ସମୟରେ ଭାଇ ରଞ୍ଜନ ପ୍ରଧାନ (୩୫) ଓ ସୁଶୀଲ ପ୍ରଧାନ (୪୦) ମଦ ପିଇ ଝଗଡା ହୋଇଥିଲେ ଯେଉଁଥିରେ ଉତକ୍ଷିପ୍ତ ହୋଇ ସାନ ଭାଇ ରଞ୍ଜନ ଏକ କଟୁରି ରେ ବଡ଼…

ବାମୁରରେ ପାଳନ କରାଯାଇଛି ଗାନ୍ଧୀ ଜୟନ୍ତୀ

ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୦ ତମ ଜନ୍ମ ବାର୍ଷିକୀ ଉତ୍ସବ ଅାଜି ଦେଶବ୍ୟାପୀ ପାଳନ କରାଯାଇଛି । ଅନୁୁଗୁୁୁଳ  ଜିିିଲ୍ଲାରେ ଏହି ଉପଲକ୍ଷେ ଗାନ୍ଧିଜୀଙ୍କ ରାତ୍ରୀଯାପନ ସ୍ମୃତିର ଅମୂଲ୍ୟ ସ୍ୱାକ୍ଷର ବହନ କରିଥିବା ଗାନ୍ଧୀ ସ୍ମୃତିପୀଠ, ବାମୁର ଠାରେ ଅାଜି ଗାନ୍ଧୀଜୟନ୍ତୀ…

ମଦ ବିରୁଦ୍ଧରେ ଗଣଧାରଣା ଓ ପ୍ରତୀକ ଅନଶନ

ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ପରିସରରେ ଗାନ୍ଧିଜୀ ଓ ଶାସ୍ତ୍ରିଜୀଙ୍କର ଜୟନ୍ତୀ ଅବସରରେ ଅନୁଗୋଳ ଜିଲ୍ଲା ମହିଳା ମଞ୍ଚ ତରଫରୁ ଓଡିଶା ସରକାରଙ୍କ ମଦ ପ୍ରସାରଣ ନୀତି ବିରୋଧରେ ଗଣଧାରଣା ଓ ପ୍ରତୀକ ଅନଶନ ଅନୁଷ୍ଠିତ ହୋଇଅଛି। ଏହି କାର୍ଯ୍ୟକ୍ରମରେ ବିହାରୀ ପୁର, ସ୍କଟଲାଣ୍ଡ ପୁର, କଙ୍କିଳି,…