Webportal

5T ମୁଖ୍ୟଙ୍କ ଅଚାନକ ନୂଆପଡା ଗସ୍ତ

ଓଡ଼ିଶା 5T ମୁଖ୍ୟ ସଚିବ ଭି.କେ. ପାଣ୍ଡିଏନ୍ ଅଚାନକ ଦିନିକିଆ ଗସ୍ତରେ ଆସି ନୂଆପଡା ରେ ପହଞ୍ଚି ଛନ୍ତି । ଆଜି ଦିନ ଏଗାର ସମୟରେ ଭି.କେ ପାଣ୍ଡିଏନ୍ ନୂଆପଡା ଜିଲ୍ଲାପାଳ ଓ ଅନ୍ୟ ସରକାରୀ କର୍ମଚାରୀ ମାନଙ୍କ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ । ପ୍ରଥମେ ସେ ସ୍ତ୍ରୀ ଓ ପ୍ରସୂତୀ…

ବିପୁଳ ପରିମାଣର ଗଂଜେଇ ଜବତ

ଆଜି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ବୋଧଗାଁରୁ ୫ କିଲୋ ୧୦୦ ଗ୍ରାମ ଚୋରା ଗଞ୍ଜେଇ ଜବତ୍ କରିଛି କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ । ଏହି ଗାଁର ସଞ୍ଜୟ ରାଉତ ନାମକ ଜଣେ ଯୁବକଙ୍କ ଘରୁ ଏହି ଚୋରା ଗଞ୍ଜେଇ ଜବତ ହେବାରୁ ସଞ୍ଜୟକୁ ଗିରଫ କରି କୋର୍ଟ ଚାଲାଣ କରିଛି ଏହି…

5T ର କରାମତି, ଆଜି ଅନୁଗୁଳ ଜିଲ୍ଲାର ସରକାରୀ ଅଧିକାରୀ ଭୋଗିଲେ କର୍ମଫଳ

ଅନୁଗୁଳ ଜିଲ୍ଲାର ଜଣେ ଅଧିକାରୀ ଆଜି ରାଜ୍ୟ ସରକାରଙ୍କ 5T ରେ ବଳି ପଡିଛନ୍ତି । ସେ ହେଲେ ଅନୁଗୋଳ ରୁରାଲ ୱାର୍କ୍ସ କ୍ବାଲିଟି କଣ୍ଟ୍ରୋଲ ଡିଭିଜନର ନିର୍ବାହୀ ଯନ୍ତ୍ରୀ ପ୍ରାଣ କୃଷ୍ଣ ପ୍ରସାଦ । ନିର୍ବାହୀ ଯନ୍ତ୍ରୀ ପ୍ରାଣ କୃଷ୍ଣ ପ୍ରସାଦ ୨୦୧୫ ମସିହାରେ କଟକ ଭିଜିଲାନସ ବିଭାଗ ଦ୍ଵାରା ଲାଞ୍ଚ…

ଅଘଟଣ, ଟ୍ରାକ୍ଟର ରେ ଚାପିହୋଇ ଚାରି ନାବାଳକ ଗୁରୁତର

ଅନୁଗୁଳ ଜିଲ୍ଲ‍ା ଆଠମଲ୍ଲିକ ବ୍ଲକ ବାସୁଦେବପୁର ବାରେଣୀ ଗ୍ରାମରେ ଟ୍ରାକ୍ଟର ଦୁର୍ଘଟଣାରେ ୪ ଗୁରୁତର। ପ୍ରାପ୍ତ ସୂଚନା ଅନୁଯାୟୀ ବାରେଣୀ ଗ୍ରାମର କଲ୍ୟାଣୀ ବେହେରା (୯)ପୂଜା ବେହେରା (୮), ବିକି ବେହେରା (୧୩) ଓ ମାମାଲି ନାଏକ (୧୦) ବାସୁଦେବପୁର ଗ୍ରାମରୁ ଦୁର୍ଗାପୁଜା ଦେଖି…

ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର, ପ୍ରେମ ସମ୍ପର୍କରୁ ହତ୍ୟା ଅଭିଯୋଗ

ଅନୁଗୁଳ ଜିଲା ପୁରୁଣାକୋଟ ଥାନା ଅନ୍ତର୍ଗତ ଶରଧାପୁର ପଞ୍ଚାୟତର ଗୁରୁଧି ଗ୍ରାମର ଆମ୍ବ ତୋଟାରେ ଅାଜି ସକାଳେ ସୁଶୀଲ ଦାସ(୧୯)ନାମକ ବ୍ୟକ୍ତିଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି ଯାହାକୁ କେହି ହତ୍ୟା କରି ଗଛରେ ଝୁଲାଇ ଦେଇଥିବା ସନ୍ଦେହ କରାଯାଉଛି। ଏ ନେଇ ସୁଶୀଲଙ୍କ ବାପା କରୁଣା ଦାସ…

ସିନେମା ଷ୍ଟାଇଲରେ ପୁଅ ଦ୍ୱାରା ବାପା ଠାରୁ ଟଙ୍କା ପାଇଁ ନିଜ ଅପହରଣ ନାଟକ କରି ପୋଲିସ ଦ୍ୱାରା ଗିରଫ

ଆଜି ଅନୁଗୁଳ ପୋଲିସ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଯାହାର କାରଣ ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ଆଗ୍ରହଜନକ,ତାହା ହେଲା ପୁଅ ଦ୍ୱାରା ସିନେମା ଷ୍ଟାଇଲରେ ବାପା ଠାରୁ ଟଙ୍କା ନେବା ପାଇଁ ନିଜର ଅପହରଣ ନାଟକ ରଚିବା।ଗତ କାଲି ପଞ୍ଚାନନ ଘୋଷ ନାମକ ବ୍ୟକ୍ତି ଏକ ଏତଲା ଦେଇଥିଲେ ଯାହା…

ମହାଡମ୍ବରରେ ପାଳିତ ହେଉଛି ଦେବୀ ଦୁର୍ଗାଙ୍କ ପୂଜା

ଦେବୀ ଦଶଭୁଜାଙ୍କ ପୂଜା ଉତ୍ସବ ପାଇଁ ସବୁଠି ଉତ୍ସବର ମାହୋଲ । ମାଙ୍କୁ ଆରାଧନା କରି ମାଙ୍କ ସାନିଧ୍ୟ ପାଇବାକୁ ସମସ୍ତେ ଆଗଭର । ଆଜି ମଣ୍ଡପ ମାନଙ୍କରେ ଦେବୀ ଦୁର୍ଗାଙ୍କ ନବମୀ ପୂଜା କରାଯାଉଛି । ନିର୍ଦ୍ଧାରିତ ସମୟ ଅନୁସାରେ ମାଙ୍କର ନବମୀ ପୂଜା ଆରମ୍ଭ ହୋଇଛି । ସୂର୍ଯ୍ୟପୂଜା, ମଙ୍ଗଆଳତି…

ମଦ ନିଶାର ପରିଣାମ, ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ କଲେ କଦର୍ଯ୍ୟ

ଅନୁଗୁଳ ଜିଲ୍ଲାର ତାଳଚେର ଯେଉଁଠି ଶାନ୍ତି ସଦଭାବର ଆଲୋକ ଦେଖାଇଥିବା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ବାର୍ଷିକି ସାରା ପୃଥିବୀ ପାଳନ କରି ମହାତ୍ମାଙ୍କୁ ଶ୍ରଦ୍ଧା ସୁମନ ଜ୍ଞାପନ କରୁଛି ସେଇଠି ବାପୁଙ୍କ ପ୍ରତି ମୂର୍ତ୍ତିକୁ ଦେଖିଲେ ଯେ କେହି ସକାରାତ୍ମକ ଭାବେ ପ୍ରତିକ୍ରିୟାଶୀଳ ହେବା…

ବଢ଼ିଲା ଅପରାଧିଙ୍କ ସାହସ, କଲେ ସିସିଟିଭି ସମ୍ମୁଖରେ ଅପରାଧ

ଅପରାଧୀଙ୍କ ମନୋବଳ ଉଚ୍ଚରେ,ସିସିଟିଭି ସମ୍ମୁଖରେ ଆତଙ୍କରାଜ ସହରରେ କୋଟି କୋଟି ଟଙ୍କାର ସିଟିଟିଭି ଲାଗିବା ପରେ ଦୃଡ଼ ବିଶ୍ୱାସ ଥିଲା ଏହି ସିଟିଟିଭି ହିଁ ଦୁର୍ବୃତ୍ତଙ୍କୁ ଧରିବ । କିନ୍ତୁ ଅନୁଗୁଳ ଥାନା ପୁଲିସ୍‌ର ଆଖିରେ ଆଙ୍ଗୁଳି ଗେଞ୍ଜି ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଦୁର୍ବୃତ୍ତ ।…