Webportal

ଅସାବଧାନ ଗାଡିଚାଳନା ପାଇଁ ଗଲା ଦୁଇ ମୂଲ୍ୟବାନ ଜୀବନ

ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ଜାତୀୟ ରାଜପଥ ୫୫ ର ମୁଣ୍ଡାସାହି ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୨ ଜଣ ମୃତ। ପ୍ରାପ୍ତ ସୂଚନା ଅନୁଯାୟୀ ମୁଣ୍ଡାସାହି ଛକ ନିକଟରେ ଏକ ଟ୍ରକ ଖରାପ ହୋଇ ରାସ୍ତା କଡରେ ଛିଡା ହୋଇଥିବା ସମୟରେ ସମ୍ବଲପୁର ଆଡୁ ଆସୁଥିବା ଏକ ପରିବା ବୋଝେଇ ପିକଅପ…

ଚୋରି ହୋଇଥିବା ଟ୍ରକକୁ ଉଦ୍ଧାର କରିବା ସହ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ଅନୁଗୁଳ ପୋଲିସ, ଗୋପନ ରଖିଲା ପ୍ରକୃତ…

ତେର ତାରିଖ ରାତିରେ ଅନୁଗୁଳ ଉପକଣ୍ଠ କାଲଟାକ୍ସ ଛକ ଦଶହରା ପଡିଆ ପାର୍କିଂ ହୋଇଥିବା ଛଅ ଚକିଆ ଟ୍ରକ ଯାହାର ନମ୍ବର ଓଆର ୧୯ଏ ୧୭୫୧ ଚୋରି ହୋଇଯାଇଥିବାର ଏତଲା ତୁରଙ୍ଗ ନିବାସୀ ରଞ୍ଜିତ କୁମାର ସାହୁ ଅନୁଗୁଳ ପୋଲିସ ଷ୍ଟେସନରେ ପରଦିନ ଦେଇଥିଲେ।ପୋଲିସ କେଶ ରେଜିଷ୍ଟ୍ରର କରି ତଦନ୍ତ ଆରମ୍ଭ…

କଟକ ସହରର ବିଭିନ୍ନ ଅଞ୍ଚଳ ରେ ନିଶାସକ୍ତ ହୋଇ ଅନେକ ଯୁବକ ଯୁବତୀ ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟ କରୁଥିବାକୁ ନେଇ କଟକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିବା ବେଳେ ଶନିବାର ସନ୍ଧ୍ୟା ୬ ଟା ସମୟରେ କଟକ ଜଗତପୁର ଠାରେ ଖୋର୍ଦ୍ଧା ରୁ ବିହାର…

ନୟାଗଡ଼ ଓ ଭୁବନେଶ୍ୱର ମଧ୍ୟରେ ଚଳାଚଳ କରିବାକୁ ଥିବା ରେଳ ସମ୍ଭଧିୟ ବିବରଣୀ

ଚଳିତ ମାସ ୧୫ ତାରିଖ ଠାରୁ ଭୁବନେଶ୍ୱର ଓ ନୟାଗଡ଼ ଟାଉନ ମଧ୍ୟରେ ଏକ ସେବା ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଅଛି I ଏହି ଟ୍ରେନ ର ପ୍ରାରମ୍ଭିକ ଚଳାଚଳ ୧୫ ତାରିଖ ରେ ଭୁବନେଶ୍ୱର ଠାରୁ କରାଯିବ I ଏହି ଟ୍ରେନ ଭୁବନେଶ୍ୱର ଠାରୁ ପ୍ରତିଦିନ…

ତାଳଚେରରେ ୫୪ତମ ଦଶହରା କ୍ରୀଡା ପ୍ରତିଯୋଗିତା ଉଦଯାପିତ

ତାଳଚେର ସର୍ବପୁରାତନ କ୍ରୀଡ଼ା ଓ ସାଂସ୍କୃତିକ ଅନୁଷ୍ଠାନ କିଶୋର କ୍ଳବର ୫୪ତମ ଦଶହରା କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି l ଉଦଯାପନୀ ଉତ୍ସବରେ ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୫ ଦିନ ଧରି ଅନୁଷ୍ଠିତ ଏହି ଦଶହରା କ୍ରୀଡ଼ା ଓ ସାଂସ୍କୃତିକ…

ଜୁଆଆଡ଼ା ଉପରେ ଚଢ଼ାଉ, ୧୨ ଗିରଫ

ଗୁଣୁପୁର ଏସ ପି ଗୁଡା ନିକଟରେ ବଡ଼ ଧରଣର ଜୁଆ ଆଡା ଉପରେ ଗୁଣୁପୁର ଆଦର୍ଶ ପୋଲିସ ର ଏକ ଟିମ ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ ଙ୍କ ନେତୃତ୍ୱରେ ଚଢ଼ାଉ କରି 12 ଜଣ ଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ 1ଲକ୍ଷ 30 ହଜାର ଟଙ୍କା ,ଗୋଟିଏ କାର,9 ଟି ବାଇକ ,12 ଟି ମୋବାଇଲ ଜବତ କରିବା ସହ…

ଅନୁଗୁଳରେ ବ୍ରାଉନ ସୁଗାର ଜବତ, ତିନି ଗିରଫ

ଗତ ସନ୍ଧ୍ୟାରେ ଅନୁଗୁଳ ଥାନା ଆଇଆଇସି ବିଶ୍ୱସ୍ତ ସ୍ୱତ୍ରରୁ ଖବର ପାଇଲେ କି ତିନିଜଣ ଲୋକ ଏକ ସ୍ୱିଫ୍ଟ ଡିଯାଇର କାର ଯାହାର ନମ୍ବର ଓଡ଼ି-୦୨-ଏକ୍ସ-୫୪୭୩ ରେ ବ୍ରାଉନ ସୁଗାର ନେଇ ଯାଉଛନ୍ତି।ଖବର ଆଧାରରେ ଏକ ପୋଲିସ ଦଳ କଥିତ କାର କୁ ଯାଇ ଅଟକାଇ ତଲାସୀ ନେଇଥିଲେ ଓ ଚବିଶ ଗ୍ରାମ ବ୍ରାଉନ ସୁଗାର…

କୋଇଲା ପରିବହନରେ ଏକଚାଟିଆ କାର୍ଯ୍ୟକଳାପକୁ ବିରୋଧ

ଅନୁଗୁଳ ଜିଲ୍ଲା ସ୍ଥିତ ଏମସିଏଲ ର ତାଳଚେର ଭୁବନେଶ୍ୱରୀ,ଜଗନ୍ନାଥ ଏବଂ ଅନନ୍ତ ପ୍ରୋଜେକ୍ଟ ଅଧୀନରେ କୋଇଲା ଲୋଡିଂ କରୁଥିବା କ୍ଷତିଗ୍ରସ୍ତ ଆଞ୍ଚଳିକ ଟ୍ରକ ମାଲିକମାନେ ଆବଶ୍ୟକୀୟ କୋଇଲା ପରିବହନ କରିବାରୁ ବଞ୍ଚିତ ହେଉଥିବାର ଅଭିଯୋଗ କରି ଆଜି ତାଳଚେର ଉପଜିଲ୍ଲାପାଳ ଙ୍କ…

ସାହାଯ୍ୟ ନ ପାଇ ସାଇକେଲରେ ବୋହିଲେ ମୃତ ଶରୀର

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଗମ୍ଭାରିଗୁଡ଼ା ପଞ୍ଚାୟତ ରେ ଘଟିଛି ଅଭାବନୀୟ ଘଟଣା, ସ୍ବାମୀ ପରୀତକ୍ତ୍ୟା ମାଳତୀ ପାଣ୍ଡେ ଙ୍କ ଶରୀର ଅସୁସ୍ଥ ଥିବା ଯୋଗୁଁ ମୃତ୍ୟୁ ଘଟିଲା ପରେ ତାଙ୍କ ଦୁଇ ଭାଇ ପୁରୁଷୋତ୍ତମ ପାଣ୍ଡେ ଓ ଟେକା ପାଣ୍ଡେ ମାଳତୀ ଙ୍କ ଶବ ସତ୍କାର କରିବାକୁ ସାହାଯ୍ୟ…