ବିପୁଳ ପରିମାଣର ବେଆଇନ କଫ ଶିରାପ ଜବତ ସହ ଜଣେ ଗିରଫ
ଗତକାଲି ଅପରାହ୍ନରେ ଅନୁଗୁଳ ଥାନାର
ସବ ଇନ୍ସପେକ୍ଟର ସତ୍ୟ ରଞ୍ଜନ ଲେଙ୍କା ବିଶ୍ୱସ୍ତ ସୂତ୍ରରୁ ସରସ୍ବତୀ ମେଡିସିନ ଷ୍ଟୋର ରେ ବେଆଇନ କଫ ଶିରାପ ଯେଉଁଥିରେ କୋଡେଇନ ର ମାତ୍ରା ଅଛି ଗଛିତ ଥିବାର ଖବର ପାଇବା ସହ କିଣିବାକୁ ଆସୁଥିବା ଗ୍ରାହକ ମାନଙ୍କୁ କିଣିବା ପାଇଁ ପବିତ୍ର…