ଚଢ଼ାଉରେ ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ
ଅନୁଗୁଳ ଜିଲା ଛେଣ୍ଡିପଦା ଥାନା କଣଲୋଇ ପଞ୍ଚାୟତ କର୍ଣ୍ଣପାଳ କଦମଘାଟ ନିକଟରେ ଶୁକ୍ରବାର ବନବିଭାଗ ଓ ଛେଣ୍ଡିପଦା ପୋଲିସ ମିଳିତ ଚଢ଼ାଉ କରି ବ୍ୟାପକ ଗଞ୍ଜେଇ ଗଛ ଜବତ କରିଛନ୍ତିି। ଥାନାଧିକାରୀ ସତ୍ୟବ୍ରତ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଘାଟି ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଏହି ଚଢ଼ାଉ…