Webportal

ଭାଲୁ ଆକ୍ରମଣରେ ଗୁରୁତର

ଅନୁଗୁଳ ଜିଲା ଛେଣ୍ଡିପଦା ବନାଞ୍ଚଳ ଶିମିଳିପାଳ ପଞ୍ଚାୟତ ଅନ୍ତର୍ଗତ କାଠପାଳ ଗାଁରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ଆହତ। ସେ ହେଲେ କାଠପାଳ ଗାଁର ଯାଦବ ନାମକ ବ୍ୟକ୍ତି ଯିଏ ଆଜି ସକାଳୁ ଶୈାଚ ହେବାକୁ ସବୁଦିନଭଳି ଘର ନିକଟସ୍ଥ ନାଳକୁ ଯାଇଥିବା ବେଳେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ତାଙ୍କ…

ବନରପାଲ ପୋଲିସ ଦ୍ୱାରା ବ୍ରାଉନ ସୁଗାର ଜବତ ଓ ବିକ୍ରେତା ଗିରଫ

ଗତକାଲି ସକାଳ ପ୍ରାୟ ୧୦ ଟା ସମୟରେ ବନରପାଲ ଥାନା ଏସ ଆଇ ରିତାରଣୀ ପ୍ରଧାନ ପେଟ୍ରୋଲିଂ କରୁଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ କି ଗୋତମରା ର ଦୀପକ ସାମଲ ନାମକ ବ୍ୟକ୍ତି ସେଠାର ପାଇପ ଲାଇନ ନିକଟରେ ନିଜ ପକେଟରେ ବ୍ରାଉନ ସୁଗାର ରଖି ବିକ୍ରି କରୁଛି।ସେ ରେଡ଼ କରି ଅଭିଯୁକ୍ତ ଠାରୁ…

ପୁଣି ଅନୁଗୁଳରେ ବେଆଇନ କଫ ଶିରାପ ଜବତ

ଗତକାଲି ଦ୍ବୀପହରେ ଅନୁଗୁଳ ଥାନା ଏସ ଆଇ ପ୍ରକାଶ ଚନ୍ଦ୍ର ମାଝୀ ତୁରଙ୍ଗ ସ୍ଥିତ କୁନ୍ତଳା ମେଡ଼ିସିନ ଷ୍ଟୋରରେ ଦୋକାନୀ ଅଜିତ କୁମାର ସାହୁ ଦ୍ୱାରା ବେଆଇନ ଭାବେ କଫ ଶିରାପ ବିକ୍ରି କରାଯାଉଥିବା ସୂଚନା ବିଶ୍ୱସ୍ତ ସୂତ୍ରରୁ ପାଇ ସେଠି ଚଢ଼ାଉ କରିଥିଲେ।ଅଧିକାରୀ ଓ ସାକ୍ଷୀଙ୍କ ଉପସ୍ଥିତିରେ…

ନାଲକୋ ଥାନା ଅଂଚଳରେ ବ୍ରାଉନ ସୁଗାର ଜବତ

ଗତ ଦୁଇ ତାରିଖରେ ନାଲକୋ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ କି ଗିରାଙ୍ଗ ଗ୍ରାମର ସନ୍ତୋଷ କୁମାର ସାହୁ ତାଙ୍କ ପାନ ଦୋକାନରେ ବ୍ରାଉନ ସୁଗାର ବିକ୍ରି କରୁଛନ୍ତି।ସେମାନେ ତା ଦୋକାନରେ ରେଡ଼ କରିଥିଲେ ଓ ଏକ୍ସଜିକ୍ୟୁଟିଭ ମାଜିଷ୍ଟ୍ରେଟ ଓ ସାକ୍ଷୀଙ୍କ…

ଆକ୍ରମଣକାରୀ ଅନେକ ମାମଲା ଥିବା ଅପରାଧୀଙ୍କୁ ଗିରଫ କଲା ହଣ୍ଡପା ପୋଲିସ

ଗତମାସ ସାତ ତାରିଖ ରାତି ୧୦.୩୦ ସମୟରେ ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ପ୍ରତାପପୁର ଗାଁର ୪୪ବର୍ଷୀୟ ପ୍ରଦୀପ କୁମାର ସାହୁ ଥାନାରେ ଏକ ଏତଲା ଦେଇଥିଲେ ଯା ଅନୁଯାୟୀ ସେହିଦିନ ଅପରାହ୍ନ ୪ଟା ସମୟରେ ସେ ତାଙ୍କ ଫୁଲକୋବି ଚାଷ ଜମିରେ କାମ କରୁଥିବା ବେଳେ କିଛି ଲୋକ ସେଠାକୁ ପଶି ଆସି…

ସରକାରଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ବିସ୍ଥାପିତ

ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବ୍ଲକ୍ ଗୋପୀବ୍ଲଭପୁର ଗାଁ ରେ୧୨ବର୍ଷ ହେବ ବିସ୍ଥାପିତଙ୍କ ପାଇଁ ବାଧକ ସାଜିଛନ୍ତି ରାଜ୍ୟ ସରକାର ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।୨୦୦୪ ମସିହାରେ ନାଲକୋ ଉତ୍କଳ (ଇ) କୋଲୋ ବ୍ଲକ୍ ଆବଣ୍ଟନ ରେ ପାଇଥିଲା ଓ ୨୦୦୮ ମସିହାରେ ଜମି ଅଧିଗ୍ରହଣ କରାଇଥଲା ।ମୋଟ ୪ଟି…

ବସରେ କହି ସିଟ ନ ଦେବାରୁ ଅଭିନଵ ପ୍ରତିବାଦ

ସିଟ ନ ମିଳିବାରୁ ବସ ଆଗରେ ଶୋଇ ଭାଇଭଉଣୀଙ୍କ ଅଭିନଵ ପ୍ରତିଵାଦ | ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ଭଦ୍ରକ ଚାନ୍ଦବାଲି ରାସ୍ତାର ଇଚ୍ଛାପୁର ଛକରେ। ଚାନ୍ଦବାଲିରୁ ଏକ ଘରୋଇ ବସ ଯୋଗେ ଅସୁସ୍ଥ ଭଉଣୀଙ୍କୁ ନେଇ ଭଦ୍ରକ ଇଛାପୁରକୁ ଆସିଥିଲେ ଭାଇ। ଵସରେ ଚଢିବା ପୂର୍ବରୁ ଭଉଣୀଙ୍କ ଦେହ…

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର, ଜଣେ ମୃତ ଓ ଜଣେ ଗୁରୁତର

ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ଗୋଡିବନ୍ଧ ନିକଟସ୍ଥ ଶିବରାମପୁର- କନ୍ଧବେରେଣି ରାସ୍ତାରେ ଗତ ରାତିରେ ଏକ ମାରୁତି ଅଲ୍ଟୋ ( ଓଡ଼ି ୩୫-୫୮୮୩ ) କାର ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିବାରୁ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି l ଗତକାଲି ରାତିରେ ତାଳଚେର…

ଯୁବକକୁ ଗୋଡ଼ାଇ ଗୋଡ଼ାଇ ହତ୍ୟା

ଅନୁଗୁଳ ଜିଲ୍ଲା ପାଳଲହଡା ଅଞ୍ଚଳରେ ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଗୋଡାଇ ଗୋଡାଇ କଲେ ହତ୍ୟା। ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ପାଖ କୁ ଚା ପିଇବା ପାଇଁ ଆସିଥିବା ନରେନ୍ଦ୍ର କୁ ଛୁରି ଭୁଷି ହତ୍ୟା କରି ଫେରାର ହୋଇଯାଇଛି ହତ୍ୟାକାରୀ । ଘଟଣା ସ୍ଥଳରେ ନରେନ୍ଦ୍ର…

ଭଷାଣି ଉତ୍ସବରେ ଅଘଟଣ ଟଳିଲା, ଭବିଷ୍ୟତ ରେ ସମ୍ପୂର୍ଣ ସଚେତନତା ଜରୁରୀ

ଅନୁଗୁଳ ସହର ସ୍ଥିତ ହେମସୁରପଡା ,ଇଣ୍ଡଷ୍ଟ୍ରି ଛକ କାଳୀ ପୂଜା ଭାଷାଣି ଉତ୍ସବ ଅନୁଷ୍ଠିତ ହେଉଥିବା ବେଳେ ଅଘଟଣ।ଫୁଟୁଥିବା ବାଣ ରୁ ନିଆଁ ପଡି ବାଣ ନେଇ ଯାଉଥିବା ଗାଡ଼ିରେ ନିଆଁ ଲାଗି ବିସ୍ଫୋରଣ ଯେଉଁଥିରେ ଅଳ୍ପକେ ବର୍ତିଲେ ଅଟୋ ଗାଡି ଚାଳକ।ଭଷାଣି କରାଯାଉଥିବା ସମୟରେ ଏକ ଅଟୋରେ ବାଣ…