Webportal

ବୁଲବୁଲ ସ୍ଥିତି

ଭଦ୍ରକ ଜିଲ୍ଲାରେ ବୁଲବୁଲ ର ପ୍ରଭାବ ଧିରେ ଧିରେ ବଢିବାରେ ଲାଗିଛି।ଧାମନଗର,ଚାନ୍ଦବାଲି ଓ ବାସୁଦେବପୁର ବ୍ଲକର ସମୁଦ୍ର ଉପକୂଳବର୍ତ୍ତି ଅଞ୍ଚଳରୁ ପାଖାପାଖି ୧ ହଜାରରୁ ଲୋକଙ୍କୁ ବିଭିନ୍ନ ସ୍ଥାନାନ୍ତରିତ କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।ସେହିପରି ସହରାଞ୍ଚଳରେ ମଧ୍ୟ…

ମିଳିଲା ନିଖୋଜର ମୃତଦେହ

ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଗିରାଙ୍ଗ ଗ୍ରାମର ତ୍ରିପୁର ନାଏକ(୧୯)ସୋମବାର ଦିନ ନିଜର ମୋଟର ସାଇକେଲ ରେ ବାହାରି ଥିଲେ ଅନୁଗୋଳ ଅଭିମୁଖେ। ଅନୁଗୋଳ ରୁ ପୁଅ ତ୍ରିପୁର ନ ଫେରିବାରୁ ବାପା ତ୍ରିଲୋଚନ ନାଏକ ନିଜ ବନ୍ଧୁ ବାନ୍ଧବ ଙ୍କ ଘରକୁ ଯାଇ ଖୋଜା ଖୋଜି କରି ନିରାଶ ହୋଇ ଶେଷରେ…

ଡକାୟତି ଯୋଜନା ସମୟରେ ଅନୁଗୁଳ ପୋଲିସ ଦ୍ୱାରା ଗିରଫ

ଅନୁଗୁଳ ପୋଲିସ ଡକାୟତି ପାଇଁ ଯୋଜନା କରୁଥିବା ଚାରିଜଣ ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସାତ ତାରିଖ ରାତି ପ୍ରାୟ ଦୁଇଟା ତିରିଶ ସମୟରେ ଏସଆଇ ଶ୍ରୀ ମାଝୀ ଅନ୍ୟ ପୋଲିସ କର୍ମଚାରୀଙ୍କ ସହ ଡକାୟତି ରୋକିବା ପାଇଁ ପେଟ୍ରୋଲିଂ କରୁଥିବା ସମୟରେ କୌଣସି ସୂତ୍ରରୁ ସୂଚନା ପାଇଥିଲେ କି…

ଗହଣା ଦୋକାନରୁ ଲୁଟ ଉଦ୍ୟମ

ମୟୂରଭଞ୍ଜ ଜିଲ୍ଲାର ଵୈଶିଙ୍ଗା ବଜାର ରେ ଗହଣା ଦୋକାନରୁ ଲୁଟ ଉଦ୍ୟମ। ବୈଶିଙ୍ଗା ଥାନା ଠାରୁ ଅନତିଦୂରରେ ଥିବା ବିଶ୍ୱକର୍ମା ଜୁଏଲାରୀ ଦୋକାନରୁ ଲୁଟ ଉଦ୍ୟମ। ଲୁଟେରାମାନଙ୍କ ଆକ୍ରମଣରେ ଦୋକାନ ମାଲିକ ଧ୍ରୁବଚରଣ ମହାରଣା ଓ ତାଙ୍କର ପୁତ୍ର ରାମଚନ୍ଦ୍ର ମହାରଣା ଗୁରୁତର ଭାବେ ଆହତ। ଧ୍ରୁବଚରଣ…

ନକଲି ଜର୍ଦା ଜବତ

ଭଦ୍ରକ ସହର ବନ୍ତ ଛକ ବସଷ୍ଟାଣ୍ଡରୁ ଟାଉନ ପୁଲିସ ଦ୍ବାରା ନକଲି ଜର୍ଦ୍ଦା ଜବଦ ହୋଇଛି। ପ୍ରାପ୍ତ ସୂଚନା ଅନୁଯାଇ ଆଜି ସକାଳୁ ପୁରୁଣାବଜାର ଅଞ୍ଚଳରୁ ନକଲି ଜର୍ଦ୍ଦାକୁ ନେଇ ଚାରିଜଣ ବେପାରୀ ଭଦ୍ରକ ବନ୍ତ ଛକ ବସଷ୍ଟାଣ୍ଡରେ ପହଞ୍ଚିଥିଲେ ଓ ସେହି ସମୟରେ ଟାଉନ ପୁଲିସ ଖବର ପାଇ ବନ୍ତ ଛକରେ ପହଞ୍ଚି…

Ntpc celebrated 45th Raising day

With great pride and fervour, NTPC Talcher Kaniha celebrated the 45th Raising Day of the company today. It was 7th Nov 1975 that NTPC’s first plant in Singrauli was established with installed capacity of 200 MW. To commemorate this joyous…

ଚଳିତ ଋତୁର ପହିଲି ଶୀତ ସ୍ପର୍ଶ କଲା ଅନୁଗୁଳକୁ

ଚଳିତ ଋତୁର ଶୀତର ପ୍ରଥମ ସ୍ପର୍ଶ ଆଜି ଅନୁଗୁଳକୁ ମିଳିଛି। ଗତ ରାତିରୁ ଶିତଦିନିଆ ଥଣ୍ଡାର ଅନୁଭବ ସ୍ପଷ୍ଟ ବାରି ହେଉଥିଲା,ଯାହା ଆଜି ସକାଳୁ ଟିକିଏ କମ ହୋଇଯାଇଥିଲେ ମଧ୍ୟ ଦ୍ବୀପହର ହେଉ ହେଉ ସୁଲୁସୁଲିିଆ ପବନ ଥଣ୍ଡାର ମାତ୍ରା ବଢ଼ାଇ ଶୀତଋତୁ ଆଗମନର ସ୍ପଷ୍ଟ ସଂକେତ ଦେଇଛି। ଏହା ସହିତ…

କେନ୍ଦ୍ରୀୟ ବିଭାଗୀୟ ମନ୍ତ୍ରୀଙ୍କ ତାଳଚେର ଏମ୍ସିଏଲ ଗସ୍ତ

କେନ୍ଦ୍ର ସଂସଦୀୟ ବ୍ୟାପାର ଓ କୋଇଲା ଏବଂ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ଅନୁଗୁଳ ଜିଲ୍ଲା ତାଳଚେର ଏମ୍ସିଏଲ ଗସ୍ତରେ ଆସିଥିଲେି । ସେ ପ୍ରଥମେ ତାଳଚେରସ୍ଥିତ ଏମସିଏଲ ର ଭୁବନେଶ୍ୱରୀ କୋଇଲାଖଣି ଅଞ୍ଚଳକୁ ଆକାଶ ମାର୍ଗରୁ ନିରୀକ୍ଷଣ କରିବା ପରେ ପରିଦର୍ଶନ କରିଥିଲେ । ଏହା ପରେ ଡେରା…

ଗୁଳି ଫୁଟାଇ ଡକାୟତି ଉଦ୍ୟମ ପଣ୍ଡ

ଅନୁଗୁଳ ଜିଲ୍ଲାର ବଅଁରପାଳ ଥାନା ଅନ୍ତର୍ଗତ ପାଣିଗୋଳା ରାସ୍ତାରେ ଡକାୟତି ଉଦ୍ୟମ। ବିପିନ ବିହାରୀ ନାହାକ (୩୨) ନାମକ ବ୍ୟକ୍ତି ଥର୍ମାଲ ସାପ୍ତାହିକ ହାଟରୁ ନିଜର ବେପାର ସାରି ସ୍କୁଟି ରେ ଘରକୁ ଫେରୁଥିବା ସମୟରେ ହେଲମେଟ ପିନ୍ଧା ଦୁଇ ଜଣ ଯୁବକ ଏକ ନମ୍ବର ବିହୀନ ୟୁନିକର୍ଣ ବାଇକରେ ଆସି ସେ…

ଆଜମିର ପୁରୀ ଏକ୍ସପ୍ରେସ ରେ ନିଆଁ ଲାଗିଲା, କ୍ଷୟକ୍ଷତି ନାହିଁ

ଅନୁଗୋଳ ଜିଲ୍ଲା ହଣ୍ଡପା ରେଳ ଷ୍ଟେସନ ନିକଟରେ ଆଜମିର ପୁରୀ ଏକ୍ସପ୍ରେସ ର ଇଞ୍ଜିନରେ ଆଜି ଦିନ ପ୍ରାୟ ଦୁଇ ଟା ସମୟରେ ନିଆଁ ଲାଗିଯାଇ ଥିଲା ତେବେ ଏହି ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ନାହିଁ ଓ ଦମକଳ ବାହିନୀ ନିଆଁ କୁ ଆୟତ୍ତ କରିଥିଲେ। ଅନ୍ୟ ଏକ ଇଞ୍ଜିନ ଖଞ୍ଜି ଟ୍ରେନ…