Webportal

ବସ ଧକ୍କାରେ ମହିଳା ମୃତ

ଅନୁଗୁଳ ଜିଲ୍ଲା ତାଳଚେରର ଡେରା ପେଟ୍ରୋଲ ପମ୍ପ ନିକଟରେ ବସ ଧକ୍କାରେ ଆଜି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ଗୁରୁଜାଙ୍ଗ ଗାଁ ବିମଳ ନାଥଙ୍କର ସ୍ତ୍ରୀ ସୁବାସିନି ନାଥ(୫୨) ବୋଲି ଜଣାପଡିଛି । ଆଜି ସକାଳୁ ସେ ଡେରା ପେଟ୍ରୋଲ ପମ୍ପ ନିକଟରେ ରାସ୍ତାରେ ଯାଉଥିବା ବେଳେ କଳିଙ୍ଗ କଲୋନୀରୁ…

ମଦ ଦୋକାନ ଭାଙ୍ଗିଲେ ମହିଳା

କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ନାଗେସ୍ଵରପୁର ଗାଁ ଠାରେ ଥିବା ଏକ ମଦ ଦୋକାନକୁ ସ୍ଥାନୀୟ ମହିଳା ଭାଙ୍ଗି ଦେଇଛନ୍ତି । ଦୋକାନ ତାଲା ଭାଙ୍ଗି ସ୍ଥାନୀୟ ମହିଳା ମାନେ ମଦ ଦୋକାଭିତରେ ପସି ମଦ ଭର୍ତ୍ତି ପେଟି ଗୁଡିକୁ ବାହାରକୁ ଫିଙ୍ଗି ଦେଇଥିଲେ । ବାହାରେ ରହିଥିବା ଅନ୍ୟ ମହିଳା ମାନେ ମଦ…

ଅନୁଗୁଳ ଜିଲ୍ଲା ଖଣିଜ ପାଣ୍ଠି ବୈଠକରେ ଜିଲ୍ଲାପାଳ ଏବଂ ଲୋକପ୍ରତିନିଧିଙ୍କ ମଧ୍ୟରେ ସାମନାକୁ ଆସିଲା ମତପାର୍ଥକ୍ୟ

ଜିଲ୍ଲା ଖଣିଜ ପାଣ୍ଠିର ସପ୍ତମ ବୋର୍ଡ ଅଫ୍‌ ଟ୍ରଷ୍ଟି ବୈଠକ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଢେଙ୍କାନାଳ ଏମ୍‌ପି ମହେଶ ସାହୁ, ସମ୍ବଲପୁର ଏମ୍‌ପି ନିତେଶ ଗଙ୍ଗଦେବ, ତାଳଚେର ବିଧାୟକ…

ଘାଟିରେ ଜଳିଲା ଟ୍ରକ

ଘାଟି ରେ ଜଳିଗଲା ଟ୍ରକ Iଅନୁଗୋଳ ଜିଲ୍ଲା ପାଲଲହଡ଼ାରେ ଘାଟି ଚଢିବା ସମୟ ରେ ଜଳିଗଲା ଟ୍ରକ ଏମିତି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ପIଲଲହଡା ଥାନ ନାଗିରI ଘାଟି ରେ I ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସୋମବାର ଦିନ 4 ଟା ସମୟ ରେ ପIଲଲହଡା ପଟୁ ନଗିରା ଦେଇ କେନ୍ଦୁଝର ଜିଲ୍ଲା କୁ…

ଟ୍ରକ ଧକାରେ ମହିଳା ମୃତ

ଅନୁଗୁଳ ଜିଲ୍ଲା ତଳମୂଳ ନିକଟରେ ଟ୍ରକ ଧକ୍କାରେ ବାଇକରେ ଆଜି ମନ୍ଦିର ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରକ ଧକ୍କା ଦେବା ଫଳରେ ଜଣେ ମହିଳା ସୁଜାତା ରାଉଳ ମୃତ୍ୟୁବରଣ କରିଥିବା ବେଳେ ଦୁଇଜଣ ଗୁରୁତର ଭାବେ ଆହତ ହୋଇ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିଶ୍ଚିତ ହେଉଛନ୍ତି…

ଅନୁଗୁଳ ଜିଲ୍ଲାରେ ବୋଇତ ବନ୍ଦାଣ ଉତ୍ସବ

ପ୍ରଥମ ବର୍ଷ ଅନୁଗୁଳ ଜିଲ୍ଲାର ମା ବିନିକେୟୀ ପୀଠରେ ଅନୁଷ୍ଠିତ ହେଲା ବୋଇତ ବନ୍ଦାଣ ଉତ୍ସବ । ଉତ୍କଳର ନିଜସ୍ୱ ପରମ୍ପରା ଓ ଐତିହ୍ୟ ଅାଜି ବି ଉଦଯୀବିତ ।ଆ କା ମା ବୈ… ପାନଗୁଆ ଥୋଇ… ପାନ ଗୁଆ ତୋ’ର.. ମାସକ ଧରମ ମୋ’ର…। ଏଇ ଗୀତରେ ଗୁଞ୍ଜରଣ ହୋଇ ଉଠୁଥିଲା ବିନିକେୟୀ ପୀଠ । ପବିତ୍ର…

ବିଭିନ୍ନ ଦାବି ନେଇ ନାଲକୋ କ୍ଷତିଗ୍ରସ୍ତ ପ୍ରଜାସଂଘର ଆମରଣ ଅନଶନ

ଅନୁଗୁଳ ଜିଲ୍ଲାର ନାଲକୋ କମ୍ପାନୀରେ ଜମି ହରାଇଥିବା ପ୍ରଜା ଚାକିରୀ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଓ ନାଲକୋ କ୍ଷତିଗ୍ରସ୍ତ ପ୍ରଜା ମହାସଂଘ ୩୯ ଖଣ୍ଡ ଜମି ହରାଇଥିବା ମୌଜା ତରଫରୁ ଦାବୀ। ଦୀର୍ଘଦିନ ହେଲା 'ଆରପିଡ଼ିଏସି' କମିଟିରେ 'ଏସଏପି' ମାନଙ୍କର ପରିବାରର…

ଛୋଟ ପିଲାଙ୍କ ଟଙ୍କା ବି ବାଟମାରଣା, ଖାଦ୍ୟ ଅଭାବରୁ ହଷ୍ଟେଲ ଛାଡିଲେ ଶହ ଶହ ଛାତ୍ରୀ

ଅନୁଗୁଳ ଜିଲ୍ଲାର ପାଳଲହଡାରେ ମୋ ସରକାର କାର୍ଯ୍ୟକ୍ରମ ବିଫଳ। ଖାଦ୍ୟ ଅଭାବରୁ ଶିବିଡା ଶିକ୍ଷା ନିକେତନ ଛାଡ଼ିଲେ ଦୁଇଶହ ରୁ ଉର୍ଦ୍ଧ୍ବ ଅନ୍ତେବାସୀ । ପୁଣି ଚର୍ଚ୍ଚାରେ ଶିବିଡା ଶିକ୍ଷା ନିକେତନ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ପାଳଲହଡା ଶିବିଡା ଶିକ୍ଷା ନିକେତନରେ।…

ପୋଖରୀରେ ବୁଡି ଯୁବକ ମୃତ

ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଅନ୍ତର୍ଗତ ବାଗଡିଆ ଗାଁର ପୋଖରୀରେ ବୁଡି ଯୁବକ ମୃତ। ମୃତକ ହେଲେ ବାଗଡିଆ ଗାଁର ଶରତ ଗୋଛୟତ ଯିଏ ଆଜି ଗାଧେଇବା ସମୟରେ ତାଙ୍କର ଗୋଡ ଖସି ଯାଇଥିଲା ଓ ପୋଖରୀରେ ଅଧିକ ଜଳ ଥିବାରୁ ବୁଡିଯାଇଥିଲେ।ଖମାର ଗାଁର ଜଣେ ଯୁବକ ରାସ୍ତାରେ ଯାଉଥିବା ସମୟରେ ଲୋକଟିକୁ…

କେନ୍ଦ୍ରାପଡା ଜିଲ୍ଲାରେ ବୁଲବୁଲ ସ୍ଥିତି

ବୁଲ୍ ବୁଲ୍ ପ୍ରଭାବରେ ଉପକୂଳ ଓଡିଶା କେନ୍ଦ୍ରାପଡା ଜିଲ୍ଲାର ସମୁଦ୍ର କୂଳିଆ ବ୍ଲକ ମହାକାଳପଡା , ରାଜନଗର ଓ ରାଜକନିକା ଅଞ୍ଚଳ ପ୍ରଭାବିତ ହୋଇଛି । ଗତ ରାତିରେ ବର୍ଷା ପବନରେ ହଜାର ହଜାର ଗଛ ଭାଙ୍ଗି ପଡିଛି । ବିଶେଷକରି ରାସ୍ତାକଡରେ ଲଗାଯାଇଥିବା ଗଛ ଗୁଡିକ ରାସ୍ତାରେ ପଡିଯାଇଥିବାରୁ ବହୁ…