Webportal

ମଦର କରାମତି, ଭଷାଣି ସମୟରେ ଗୋଷ୍ଠୀ ସଂଘର୍ଷ

କାର୍ତ୍ତିକେଶ୍ୱର ପୂଜା ଭଷାଣିରେ ଗୋଷ୍ଠି ସଂଘର୍ଷ l ଅନୁଗୋଳ ତାଳଚେର ପୌରାଞ୍ଚଳରେ ଗତ ରାତିରେ କାର୍ତ୍ତିକେଶ୍ୱର ପୂଜା ଭଷାଣିରେ ଗୋଷ୍ଠି ସଂଘର୍ଷ ହୋଇଥିବା ଜଣାପଡିଛି । ପାଟଣା ସାହି ଓ ଭୈରଵି ସାହି ମଧ୍ୟରେ ରବିବାର ରାତିରେ ହେଉଥିବା ଭଷାଣି ସମୟରେ ଏହି ଗୋଷ୍ଠି ସଂଘର୍ଷ ହୋଇଥିବା ସୂଚନା…

ଅନୁଗୁଳରେ ନିଆରା ଢଙ୍ଗରେ ପାଳିତ ହେଲା ରାଷ୍ଟ୍ରୀୟ ପ୍ରେସ ଦିବସ

ଚଳିତ ନଭେମ୍ବର ମାସ ୧୬ ତାରିଖରେ ନେସନାଲ ପ୍ରେସ ଡେ ବା ରାଷ୍ଟ୍ରୀୟ ପ୍ରେସ ଦିବସ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି ଅନୁଗୁଳ ସହରରେ।ବିଭିନ୍ନ ସାମ୍ବାଦିକ ସଂଘ ପକ୍ଷରୁ ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହା ଅତି ଉତ୍ସାହର ପାଳନ କରାଯାଇଛି। ସରକାରୀ ଭାବେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ…

ବଜ୍ରକାପ୍ତା ଉଦ୍ଧାର

ଅନୁଗୋଳ ଜିଲ୍ଲା ପାଲଲହଡାର ପଟାମୁଣ୍ଡ ଗାଁ ନିକଟରୁ ୧୦ କେଜିର ଓଜନ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ବନ ବିଭାଗ ଚାରି ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ହେଲେ ପଟାମୁଣ୍ଡ ଗାଁର ସନ୍ତୋଷ ମହାକୁଳ,କୈଳାସ ନାୟକ, ଟାଇନସିରା ଗାଁର…

ରାଜ୍ୟସ୍ତରୀୟ ସୁରଭି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଳଙ୍କୃତ କଲେ ଅନୁଗୁଳ ଜିଲ୍ଲାର ଛାତ୍ରୀ

ରାଜ୍ୟ ସ୍ତରୀୟ ସୁରଭି ପ୍ରତିଯୋଗିତାରେ ପ୍ରଥମ ଅନୁଗୋଳର ଝିଅ ଶର୍ମିଷ୍ଠା । ଜୀବନରେ ସମସ୍ୟା ନିଶ୍ଚିତ ରହିବ। କିନ୍ତୁ ତାକୁ ସାହସର ସହିତ ମୁକାବିଲା କରିବାକୁ ପଡ଼ିବ। ଆତ୍ମବିଶ୍ୱାସ ଓ ସକାରାତ୍ମକ ମନୋଭାବ ନେଇ କାମ କଲେ ସଫଳତା ନିଶ୍ଚୟ ପାଇବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ରେଳ ଧାରଣାରେ ଯୁବକର ଆତ୍ମହତ୍ୟା

ଅନୁଗୋଳ ଜିଲା ଜରପଡା ଥାନା ସଦାନନ୍ଦପୁର ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ଟ୍ରେନ ଲାଇନରେ ଶୋଇ ଜଣେ ଯୁବକ ଆତ୍ମହତ୍ଯା କରିଥିବା ଜଣାପଡିଛି ।ମୃତ ଯୁବକ ଜଣକ ହେଉଛନ୍ତି ଜରଡା ଗ୍ରାମର ରମାକାନ୍ତ ଦାଶ ବୋଲି ଜଣାପଡିଛି । ରବିବାର ମଧ୍ୟାହ୍ନରେ ଖବର ପାଇ ଜରପଡା ପୋଲିସ ଘଟଣାସ୍ଥଳରେ…

ବନବିଭାଗ ର ନିଷ୍କ୍ରିୟତା ର ଉଦାହରଣ ଛେଣ୍ଡିପଦା ଅଞ୍ଚଳ

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଟେଣ୍ଟୁଲେଇ ପଞ୍ଚାୟତ ରେ ୨ଟି ଅଘଟଣ।ଜରପଡା ବନାଞ୍ଚଳ ବାଲିଝରଣ ଗାଁ ଧାନବିଲ ନିକଟରେ ବନ୍ୟଜନ୍ତୁ ଶିକାରୀ ପାଇଁ କେହି ଜଣେ ଶିକାରୀ ବମ ବିଛେଇଥିଲା ।ଫଳରେ ସେହି ଗାଁର ହେମନ୍ତ ବାରିକ ଙ୍କ ବଳଦ ବମ ପାଟିରେ ଲାଗିବାରୁ ବଳଦର ମୁହଁ ପାଟି ରେ ଗଭୀର ଆଘାତ ଲାଗିଛି…

ଅଲିଭା ମହିଳା ପ୍ରତିନିଧି ମହାସଂଘ ବୈଠକ

ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ପଞ୍ଚାୟତ ସମିତି ସଭାଗୃହ ଠାରେ ରବିବାରବ ଅଲିଭା ଗ୍ରାମ ପଞ୍ଚାୟତ ମହାସଂଘ ଓ ବିଧାୟକଙ୍କ ଜିଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଈଛି । ନାରୀ ସୁରକ୍ଷା ସମିତି ସହଭାଗିତାରେ ଆୟୋଜିତ ବୈଠକରେ ଅଲିଭା ଗ୍ରାମ ପଞ୍ଚାୟତ ସହାସଂଘର ସଭାପତି ସୁଲୋଚନା…

ସମ୍ପତି ଲୋଭରେ ଦିଅରର ଭାଉଜକୁ ହତ୍ୟା ଅଭିଯୋଗ

ସମ୍ପତ୍ତି ଲୋଭରେ ଦିଅର ର ଭାଉଜଙ୍କୁ ହତ୍ୟା ଅଭିଯୋଗ। ବାରିପଦା ସଦର ଥାନା ଅନ୍ତର୍ଗତ ଲକ୍ଷ୍ମୀପୋଷି ଇନ୍ଦୁପାହି ଅଞ୍ଚଳର ହିସି ହେମ୍ବ୍ରମ୍(୪୦)ଙ୍କୁ ତାଙ୍କ ଦିଅର ହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ଭାଇ ରାଜେଶ ବାସ୍କେଙ୍କ ଅଭିଯୋଗ ପରେ ସଦର ଥାନା ପୁଲିସ୍…

ଉତ୍ତର ପୂର୍ବାଂଚଳ ପୋଲିସ ରେଞ୍ଜ ପକ୍ଷରୁ ବିଭାଗୀୟ ଅଧିକାରୀ ମାନଙ୍କୁ ସମ୍ବର୍ଦ୍ଧନା

ଉତ୍ତର କେନ୍ଦ୍ରାଞ୍ଚଳ ପୋଲିସ ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ଓ କୁଟପ୍ରଶ୍ନ ପ୍ରତିଯୋଗିତା ଆଲୋଚନା ଚକ୍ର   ନାଲକୋ ରେ ଅନୁଷ୍ଠିତ ହୋଇଯାଇଅଛି ଯେଉଁଥିରେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଓ ଅନୁଗୋଳ ଏସପି ଜଗମୋହନ ମିନା, ଢେଙ୍କାନାଳ ଏସପି…

ଲାଞ୍ଜିଗଡ-ଜୁନାଗଡ଼ ଓ ନୌପଦା-ଗୁଣୁପୁର ରେଳବାଇ ସେକ୍ସନ ର ବୈଦୁତିକରଣ ଡିସେମ୍ବର ସୁଦ୍ଧା ଶେଷ ହେବ

ବିଜୟନଗରମ-ଟିଟିଲାଗଡ଼-ରାଇପୁର ରେଳ ଲାଇନର ୫୬ କିମି ଲମ୍ବା ଲାଞ୍ଜିଗଡ଼ ରୋଡ଼-ଜୁନାଗଡ଼ ରୋଡ଼ ରେଳ ସେକ୍ସନରେ ଏବଂ ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳ ଲାଇନର ୯୦କିମି ଲମ୍ବା ନୌପଡା-ଗୁଣୁପୁର ରେଳ ସେକ୍ସନରେ ବିଦ୍ୟୁତିକରଣ କାର୍ଯ୍ୟ ଖୁବ ଶୀଘ୍ର ଶେଷ ହେବ ଏବଂ ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ…