Webportal

ଯୁବ ବୈଜ୍ଞାନିକଙ୍କ ସହିତ ଉପହାସ କମ କରିପାରିନି ମନୋବଳ, ସାଇବର ଅପରାଧୀ ଶିଘ୍ର ପୋଲିସ କବଜାକୁ ଆସିବାର ଆଶା

ଠକାମୀର ଶିକାର ହେଲେ। ସାଇବର କ୍ରାଇମ କରି କେହି ମିଥ୍ୟା ଇ ମେଲ ପଠେଇଲା।ଚାରିଆଡୁ ଶୁଭେଚ୍ଛା ଓ ସହାୟତା ରାଶି ମିଳିବାକୁ ଲାଗିଲା।ବିଶ୍ବର ସର୍ବବୃହତ୍‌ ଅନ୍ତରୀକ୍ଷ ଗବେଷଣା ସଂସ୍ଥା ନାସା ଦ୍ଵାରା ଚୟନ ହୋଇଛନ୍ତି ବୋଲି ଚିଠି ଆସିଥିଲା । ଚିଠି ପାଇବା ପରେ ପରିବାର , ସାଙ୍ଗ ସାଥୀ ଓ ସ୍କୁଲ…

ନଷ୍ଟ କରାଗଲା ବିପୁଳ ପରିମାଣର ଗଞ୍ଜେଇ ଚାଷ

ଅନୁଗୁଳ ଜିଲା ଛେଣ୍ଡିପଦା ଥାନା କଙ୍କୁରପାଳ ଗ୍ରାମରେ ଅବକାରୀ  ଓ ବନବିଭାଗ ର ମିଳିତ ଚଢାଉରେ ଶନିବାର ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟକରାଯାଇଛି।ଅବକାରୀ ବିଭାଗର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ କ୍ରିଷ୍ଣା ନାୟକଙ୍କ ନେତୃତ୍ୱରେ ଅନୁଗୋଳ ଅବକାରୀ ବିଭାଗ ଓ ଛେଣ୍ଡିପଦା ବନ ବିଭାଗ ପକ୍ଷରୁ…

ବିଭତ୍ସ ହତ୍ୟାକାଣ୍ଡ, ମୁଣ୍ଡ ଗଣ୍ଡି କଲେ ଅଲଗା

ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ବାଲିପଶି ଗାଁରେ ବିଭତ୍ସ ହତ୍ୟାକାଣ୍ଡ । ଗାଁର ଜଣେ ଯୁବକଙ୍କ ବିଳମ୍ବିତ ରାତିରେ ମୁଣ୍ଡ ଗଣ୍ଡି ଅଲଗା କରି କୂଅରେ ପକାଇ ଦେଇଛନ୍ତି ଦୁର୍ବୃତ୍ତ । ସୂଚନା ଅନୁଯାୟୀ ଦୁର୍ଯୋଧନ ତୁଙ୍ଗ ନାମକ ଜଣେ ଯୁବକ ଗତକାଲି ରାତିରେ ଘରେ ଶୋଇଥିଲେ ଓ ଭୋର ୪ ଟା ବେଳେ ତାଙ୍କ…

କୂଅରୁ କୁଟୁରାକୁ ଉଦ୍ଧାର କଲା ବନବିଭାଗ

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ନାଉପଦା ଗ୍ରାମକୁ ବାଟ ବଣା ହୋଇ କୂଅରେ ପଡିଥିବା ଏକ କୁଟୁରାକୁ ଜରପଡା ବନ ବିଭାଗ ଗୁରୁବାର ଉଦ୍ଧାର କରିଛି। କୁଟୁରାଟି ନାଉପଦା ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଗାଁ ଅଭିମୁଖେ ଆସି ନାଉପଦା ଗ୍ରାମର କୁନା ପ୍ରଧାନଙ୍କ ଘର ବାଡିରେ ଥିବା ଏକ ଖୋଲା କୂଅରେ…

ଚୋରା ବାଲି ପଥର ବୋଝେଇ ଗାଡି ଜବତ

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ଚୋରା ବାଲି ଓ ପଥର ଚାଲାଣ ହେଉଥିବା ସମୟରେ ବିଭିନ୍ନ ସ୍ଥାନରେ ରାଜସ୍ବ ବିଭାଗ ପକ୍ଷରୁ ଚଢ଼ାଉ କରି ପଥର ବୋଝେଇ ଟିପର ସହ ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଇଛି।ଛେଣ୍ଡିପଦା ତହସିଲଦାର ଡାନିଏଲ୍ ଏକ୍କା ପୋଲିସ ସାହାଯ୍ୟ ରେ ବିଭିନ୍ନ ସମୟରେ ଚଢ଼ାଉ କରି…

ଛେଣ୍ଡିପଦାରେ ସମ୍ବିଧାନ ଦିବସ ପାଳିତ

ଅନୁଗୁଳ ଜିଲା ଛେଣ୍ଡିପଦା ଜେଏମଏଫସି ଅଦାଲତ ପରିସର ମଙ୍ଗଳବାର ‘ସମ୍ବିଧାନ ଦିବସ’ ପାଳିତ ହୋଇଯାଇଛି। ଏହି ୭୦ତମ ସମ୍ବିଧାନ ଦିବସ ଉପଲକ୍ଷେ ଆୟୋଜିତ ଶପଥ ପାଠ ଉତ୍ସବରେ ବିଚାରପତି ଶାନ୍ତା ସାମଲ ଅଦାଲତର କର୍ମଚାରୀ ଓ ଆଇନଜିବିମାନଙ୍କୁ ‘ସମ୍ବିଧାନ ଦିବସ’ର ଶପଥ ପାଠ କରାଇଥିଲେ ।ଶପଥ ଗ୍ରହଣ…

ବ୍ୟାପକ ପରିମାଣର ଗଂଜେଇ ଗଛ ନଷ୍ଟ କରାଗଲା

ଅନୁଗୁଳ ଜିଲା ଜରପଡ଼ା ଥାନା କଞ୍ଜରା ଗ୍ରାମରେ ମଙ୍ଗଳବାର ଅବକାରୀ , ପୋଲିସ ଓ ବନ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇ ଜଙ୍ଗଲରେ ଚାଷ ହୋଇଥିବା ଗଞ୍ଜେଇ ଗଛ ନଷ୍ଟ କରାଯାଇଥିଲା। ଏକ ଜଙ୍ଗଲିଆ ଅଞ୍ଚଳରେ ପାଖାପାଖି ୩୨୦ଟି ଗଞ୍ଜେଇ ଗଛ ଚାଷ ହୋଇ ଥିବା ନେଇ ଅବକାରୀ ବିଭାଗ ସୂଚନା ପାଇଥିଲା।…

ଲଗାତାର ଦୁଇ ଦିନରେ ଦୁଇଟି ହାତୀ ମୃତ

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡରେ ଲଗାତାର ଦୁଇଦିନରେ ଦୁଇଟି ଦନ୍ତା ହାତୀ ମୃତ। ରବିବାର ବିଳମ୍ବିତ ରାତି ରେ ହଣ୍ଡପା ରେଞ୍ଜର ତେନ୍ତୁଲୋଇ ଜଙ୍ଗଲରେ ତିରିଶ ବର୍ଷୀୟ ଦନ୍ତା ହାତୀ ବିଦ୍ୟୁତ ଆଘାତରେ ମୃତ ହୋଇଥିବା ବେଳେ ସୋମବାର ବିଳମ୍ବିତ ରାତି ରେ ଆଠମଲ୍ଲିକ ରେଞ୍ଜ ସିଦ୍ଧପୁର ଖେସରା…

ଦନ୍ତାହାତୀର ମୃତଦେହ ଠାବ

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ବନାଞ୍ଚଳ ଲକ୍ଷ୍ମୀପୁର ଜଙ୍ଗଲ ରୁ ଏକ ଦନ୍ତା ହାତୀ ର ମୃତଦେହ ଠାବ ହୋଇଛି । ଦନ୍ତା ହାତୀର ମୃତ୍ୟୁ ନେଇ ଗ୍ରାମବାସୀ ମାନଙ୍କ ଠାରୁ ସୂଚନା ପାଇ ହଣ୍ଡପା ରେଞ୍ଜ ଅଧିକାରୀ ଚୈତନ୍ୟ ବେହେରା ଘଟଣା ସ୍ଥଳରେ ପହଞ୍ଚି ମୃତ ଦନ୍ତା ର ଶବକୁ ଜବତ କରିବା ସହ…

ଜେସିବି ଚାଳକର ବେପରୁଆ ମନୋଭାବ ଯୋଗୁଁ ଶିଶୁ କନ୍ୟା ମୃତ

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ନୁଆଁଗାଁରେ ଅଘଟଣ । ଜେସିବି ମେସିନ ଚାପାରେ ଶିଶୁକନ୍ୟା ମୃତ।ସୂଚନା ଅନୁସାରେ ପାଇପଲାଇନ ବିଛା ଯିବା ପାଇଁ ଏକ ଜେସିବି ମେସିନ ଗାଁରେ କାମ କରୁଥିବା ସମୟରେ ସେଠାରେ ପଞ୍ଚୁ ନାଏକଙ୍କ ୩ବର୍ଷର ଝିଅ ପିପିଲି ନାଏକ ଖେଳୁଥିଲେ । ଜେସିବି ମେସିନ ମାଟି ଖୋଳି ଖୋଳି…