ମର୍ମନ୍ତୁଦ ଦୁର୍ଘଟଣା
ଅନୁଗୁଳ ସହର ରାଜ ହୋଟେଲ ଛକ ନିକଟରେ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ। ବନ୍ତଳା ଥାନା ତୁମୁଣି ଗାଁର ଦୋଳ ଗୋଚ୍ଛାୟତ (୩୨) ସୌଭାଗ୍ୟନଗରରେ ରହୁଥିବା ଭଡା ଘରକୁ ସାଇକେଲ ଯୋଗେ ଫେରୁଥିବା ସମୟରେ ଦିନ ପ୍ରାୟ ୧ ତା ବେଳେ ରାଜ ହୋଟେଲ ଛକ ନିକଟରେ ପଛରୁ ଏକ ଟ୍ରକ (ଓଆର ୦୯-ଜେ ୪୮୭୨)…