Webportal

ନବବଧୁର ମୃତ୍ୟୁ ସନ୍ଦେହ ଘେରରେ

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପୁର ଗ୍ରାମ ଡିହ ସାହି ରେ ବନିତା ରାଉତ ନାମକ ୨୩ ବରର୍ଷ ନବବଧୂ ମ୍ରୁତ୍ଯୁକୁ ନେଇ ସନ୍ଦେହ। ଗତ ୨ ବର୍ଷ ପୂର୍ବରୁ ୨୯ବର୍ଷୀୟ ପ୍ରତାପ ରାଉତ ବନିତାଙ୍କୁ ବିବାହ କରିଥିଲେ। ସୋମବାର ସକାଳେ ନିଜ ଘରେ ବନିତା ମରି ପଡିଥିବାର ଦେଖି ସ୍ବାମୀ…

ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ

ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ପାତ୍ରପଡା ଗ୍ରାମରେ ପୂର୍ବଶତ୍ରୁତାକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ଗୁଳିମାଡ ହୋଇଛି । ଗୁଳିମାଡରେ ପାତ୍ରପଡା ଗ୍ରାମର ଧରଣୀ ଧର ସାହୁ ନାମକ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି ।ମିଳିଥିବା ସୂଚନା ଅନୁସାରେ ବିଳମ୍ବିତ ରାତିରେ ଦୁଇଟି ଗାଡିରେ ୯ରୁ ୧୦ ଜଣ ଯୁବକ…

महाराष्ट्र में दुबारा मुख्यमंत्री बने देवेंद्र फडणवीस को हटाना मुश्किल नजर आ रहा है

हाल की एक सब से बड़ी खबर जिससे लिए देश की जनता उसचुक दिखाई दे रही है व है महाराष्ट्र की राजनीति में बहुत ही तेजी से बदलता हुआ घटनाक्रम।भाजपा ओर सिबसेना गठबन्धन को चुनाव में स्पष्ट बहुमत मिलने के बावजूद गठबन्धन मैं सीटों के मामले में दूसरे…

ଜରୁରୀ ହୋଇଯାଇଛି ବେଆଇନ ଶିକାର ରୋକିବା

ଅନୁଗୁଳ ଜିଲ୍ଲା ବନ୍ତଳା ଅନୁଗୁଳ ରେଞ୍ଜ ରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଶିକାରୀ ଆତଙ୍କ।ଗତ କିଛି ଦିନ ଧରି ବନ୍ତଳା ଅନୁଗୋଳ ରେଞ୍ଜ କୁମୁରିସିଂହl ପଞ୍ଚାୟତ ଅଧୀନରେ ଥିବା କାବୁଲି ପାଳ ମନ୍ଦିର ଗିରି ପାହାଡ଼ ମଧ୍ୟରେ ଜନ୍ତୁ ଶିକାର ପାଇଁ ଏଗାର କେଭି ବିଦ୍ୟୁତ ତାରରେ ହୁକ ପକାଇ ଜିଆଇ ତାର…

ବନ୍ଧୁକ ତ୍ୟାଗକରି ବିବାହବନ୍ଧନରେ ଆବଦ୍ଧ ହେଲେ ପ୍ରେମୀଯୁଗଳ

ଅନୁଗୁଳ ଜିଲ୍ଲା ବନ୍ତଳା ଲାଲ୍‌ଗଡ଼ରେ ଥିଲା ସେମାନଙ୍କ ରାଜୁତି ଓ ଦୁର୍ନୀତି ବିରୋଧରେ ଉଠାଇଥିଲେ ବନ୍ଧୁକ। ସେମାନେ ମାଓବାଦୀ ସଙ୍ଗଠନ ବିଷୟରେ ମତାଉଥିଲେ ଲୋକଙ୍କୁ। ହେଲେ ହିଂସା ଯେ ସମସ୍ୟା ସମାଧାନର ବାଟ ନୁହେଁ, ତାହା ଅନୁଭବ କରି ସେମାନଙ୍କ ଭିତରେ ଗଢ଼ି ଉଠିଲା ପ୍ରେମସମ୍ପର୍କ…

ଛାତ୍ରୀ ଆତ୍ମରକ୍ଷା ଶିବିର ଆରମ୍ଭ

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ କୁଲାଡ଼ ଗ୍ରାମ ପଞ୍ଚାୟତ ସ୍ଥିତ ନାଲକୋ ନଗର ଆଞ୍ଚଳିକ କଲେଜ ପରିସରରେ ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ତରୁଣ କୁମାର ପଣ୍ଡା ଆତ୍ମରକ୍ଷା ଶିବିରକୁ ଉଦଘାଟନ କରିଥିଲେ । ଛାତ୍ରୀ…

ପୁରୀ ହେବ ମହାନଗର,ଘୁଞ୍ଚିପାରେ ନିର୍ବାଚନ

୧୮୮୧ ମସିହାରେ ବ୍ରିଟିଶ ସମୟରେ ପୁରୀ ପୌରସଂସ୍ଥା ଗଠିତ ହୋଇଥିଲା।ସର୍ବପୁରାତନ ପୌରସଂସ୍ଥାଭାବେ ଏହାର ନାମ ରହିଛି।ଫନି ବାତ୍ୟା ପରେ ପୁରୀର ଅବସ୍ଥା ଦେଖି ମୁଖ୍ୟମନ୍ତ୍ରୀ ମର୍ମାହତ ହେବା ସହ ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।ପରେ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ,…

ରାସ୍ତା କଡରେ ଯୁବକର ମୃତ ଦେହ

ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ଗିରାଙ୍ଗ - ବଳରାମପ୍ରସାଦ ରାସ୍ତା ପାଖରେ ଅଜଣା ଯୁବକର ମୃତଦେହ ଠାବ। ରାସ୍ତା ପାର୍ଶ୍ଵରେ ମୃତଦେହଟି ପଡିରହିଛି। ପାଖରେ ଏକ କଳା ରଙ୍ଗର ଆଭେଞ୍ଜର (ଓଡ଼ି ୧୯ ଏମ ୨୧୫୭ ) ବାଇକ ପଡି ରହିଛି। ସ୍ଥାନୀୟ ଲୋକ ପୋଲିସ କୁ ଖବର ଦେଇଥିଲେ। ହତ୍ୟା ନା…

ଚେକିଂ ସମୟରେ ଗାଡି ଅଟକାଇବାକୁ ଯାଇ ପୋଲିସ କର୍ମଚାରୀ ମୃତ

କାଲି ସନ୍ଧ୍ୟାରେ  ବାରିପଦା ଟାଉନ ଥାନା ଅନ୍ତର୍ଗତ  ସ୍ଥାନୀୟ ତକତପୁରରେ ନିଜ ଟିମ୍ ସହିତ ଗାଡି ଚେକିଂ କରୁଥିଲେ ପୁଲିସ୍ ଏସ୍ଆଇ ଦୟାନିଧି ଦାସ। ଏକ ମୋଟର ସାଇକେଲ୍ ଆରୋହୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ଶ୍ରୀ ଦାସ। ମାତ୍ର ଉକ୍ତ ମୋଟରସାଇକେଲ୍ ଆରୋହୀ ଅଟକିବା ପରିବର୍ତ୍ତେ ଦ୍ରୁତ…