Webportal

Smash 2019 concluded at Jspl

Smash 2019, the mega Volleyball tournament organised by Jindal Officers Club (JOC) of Jindal Steel & Power Ltd (JSPL) at Sports Arena, Jindal Nagar was concluded on December 16th, evening. Team Royal Dynamos, comprising of players from…

କୋଇଲା ଚୋରି କରି ବିକ୍ରି କରିବାକୁ ନେଇ ଚାରି ଗିରଫ, ଦୁଇ ଫେରାର

ଅନୁଗୁଳ ଥାନା ଏସଆଇ ସତ୍ୟରଞ୍ଜନ ଲେଙ୍କା ପନ୍ଦର ତାରିଖ ରାତିରେ କୌଣସି ସୂତ୍ରରୁ ଖବର ପାଇଥିଲେ ଯେ ଏକ ଧଳା ୪୦୭ ଓଡ଼ି ୧୯ସି ୩୫୭୪ ଆମ୍ବପାଳ ଜଙ୍ଗଲରେ ଚୋରା କୋଇଲା ଲୋଡ଼ କରି ଛିଡା ହୋଇଛି।ଶ୍ରୀ ଲେଙ୍କା ସଦଳବଳେ ସେଠାରେ ପହଞ୍ଚି ଉକ୍ତ ଗାଡିକୁ ଚୋରା କୋଇଲା ସହିତ ଜବତ କରିବା ସହ ନତଡା ର ତପନ…

ରାଜ୍ୟ ଶିଶୁ ଅଧିକାର ଆୟୋଗ ସଦସ୍ୟାଙ୍କ ଅନୁଗୁଳ ଗସ୍ତ

ରାଜ୍ୟ ଶିଶୁ ଅଧିକାର ଆୟୋଗର ସଦସ୍ୟା ଦିବ୍ୟା ସାସ୍ବତୀ ଅନୁଗୋଳ ଜିଲ୍ଲା ଗସ୍ତରେ ଆସିଛନ୍ତି।ଜିଲ୍ଲାର ଆଦୃତ ଶିଶୁ ଗୃହ,ଅଙ୍ଗନ ବାଡ଼ି କେନ୍ଦ୍ର,ସ୍କୁଲ ସବୁ ବୁଲି ଦେଖିବା ସହ ସମୀକ୍ଷା କରିଛନ୍ତି ।ଶିଶୁ ମାନଙ୍କ ର ସଠିକ ଯତ୍ନ ନିଆଯାଉଛି କି ନାହିଁ,ଶିଶୁ ମାନଙ୍କର ଅଧିକାର କିପରି ମିଳୁଛି ଆଦି…

ମଦ୍ୟପ ଶିକ୍ଷକଙ୍କ ଉତ୍ପାତ

ଶିକ୍ଷକ ମଦ୍ୟପାନ କରି ସ୍କୁଲ ଆସି ଛାତ୍ରଛାତ୍ରୀ ମାନଙ୍କୁ ମାଡ଼ ମାରିବା ସହ ସହଯୋଗୀ ଶିକ୍ଷକଙ୍କୁ ମାଡ଼ ମାରିବା ଯୋଗୁଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି । ଶିକ୍ଷକଙ୍କ ଏଭଳି ଆଚରଣ ଯୋଗୁଁ ଅଭିଭାବକ ଓ ଗ୍ରାମବାସୀ ମାନେ ଏକ କୋଠରୀରେ ବନ୍ଦ କଲେ। ମିଳିଥିବା ସୁଚନା ଅନୁସାରେ ଛେଣ୍ଡିପଦା ବ୍ଲକ…

ଗୁଡ଼ି ସୂତା ଲାଗି କଟିଲା ବେକ, ଯୁବକ ଗୁରୁତର

କଟକ ଜଗତପୁର ନିକଟରେ ଅଘଟଣ। ଗୁଡି ସୂତା ଲାଗି ଜଣେ ଯୁବକଙ୍କ ବେକ କଟି ଗଲା। ଗୁରୁତ୍ତର ଅବସ୍ଥାରେ ବଡ଼ ମେଡିକାଲ କୁ ସ୍ଥାନାନ୍ତର। ଗୁରୁତର ଆହତ ଯୁବକ ଙ୍କ ନାମ ମନୋରଞ୍ଜନ ସାହୁ ଘର ଛତିଆ ଯାଜପୁର ଯିଏ ଜଗତପୂର୍ ଖଣ୍ଡେଇ ପଡିଆ ବାଟ ଦେଇ କଟକ ଅଭିମୁଖେ ଯାଉଥିବା ବେଳେ ସୁତାଟି ହତାତ୍ ତାଙ୍କର…

କୁକୁଡ଼ା ଫାର୍ମ ପୋଡି ନଷ୍ଟ

ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ଶିମିଳିସାହିରେ ବାଉରୀ ସାହୁଙ୍କ କୁକୁଡ଼ା ଫାର୍ମ ସଂପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି। ଆଜି ଫାର୍ମ ରେ ଅଚାନକ ନିଆଁ ଲାଗିବା ଦେଖି ସ୍ଥାନୀୟ ଲୋକେ ଛେଣ୍ତିପଦା ଦମକଳ ବାହିନି କୁ ଖବର ଦେଇଥିଲେ ଓ ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁ…

ଅନୁଗୁଳ ସହରରେ ଦୁର୍ଘଟଣାରେ ସ୍କୁଟି ଚାଳକ ମୃତ

ଅନୁଗୁଳ ସହର ମଧ୍ୟରେ ସଡକ ଦୁର୍ଘଟଣାରେ ଗଲା ଆଉ ଜଣଙ୍କର ଜୀବନ। ଜାତୀୟ ରାଜପଥ ୫୫ ର ଥାନା ଛକଠାରେ ଏକ ସ୍କୁଟିକୁ କଣ୍ଟେନର ଧକ୍କା ଦେବା ଫଳରେ ପର୍ଶୁରାମ ରାଉତ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ଯିଏ ଆଜି ତାଙ୍କ ସ୍କୁଟିରେ ରବିବାର ହାଟରୁ ପରିବା ଧରି ଥାନା ଛକ ଅତିକ୍ରମ କରୁଥିବା ବେଳେ…

ଟ୍ରେନ ଦୁର୍ଘଟଣାରେ ମହିଳା ମୃତ

ଅନୁଗୁଳ ଜିଲ୍ଲା ତାଳଚେର ଗୁରୁଜାଙ୍ଗ ଗ୍ରାମର ମହିଳାଙ୍କ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଆଜି ସକାଳ ପ୍ରାୟ ୬ଟା ସମୟରେ ଏନ.ଟି.ପି.ସି ରେଳ ଲାଇନରେ ଗୁରୁଜାଙ୍ଗ ଗ୍ରାମର ମମତା ଦେହୁରୀ (୨୬) ସ୍ୱାମୀ ସୋମନାଥ ଦେହୁରୀ ଗାଧୋଇବାକୁ ଯିବା ସମୟରେ ଏନଟିପିସି ରେଳ ଲାଇନରେ କୋଇଲା ଲୋଡ୍ ଥିବା…

ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଅନୁଗୁଳ ଜିଲ୍ଲା ଗସ୍ତ

ରାଜ୍ୟ ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଆଜି ଅନୁଗୋଳ ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ବିଭାଗୀୟ କାର୍ଯ୍ୟକ୍ରମକୁ ବୁଲି ଦେଖିବା ସହ ଏହାର ସମୀକ୍ଷା କରିଥିଲେ । ସର୍କିଟ ହାଉସ୍ ସମିଳନୀ ଗୃହରେ ଆୟୋଜିତ ସମୀକ୍ଷା ବୈଠକରେ ମନ୍ତ୍ରୀ ଯୋଗ ଦେଇ ଛୋଟ…