Webportal

ଚଳନ୍ତା କାର ଉପରେ ପଡ଼ିଲା ଗଛ, ଅଘଟଣରୁ ବର୍ତିଲେ ଯାତ୍ରୀ

ଅନୁଗୁଳ ଜିଲ୍ଲା ଫୁଲପଡା ନିକଟରେ ଚଳନ୍ତା କାର ଉପରେ ଏକ ତାଳଗଛ ପଡିଯିବା ଫଳରେ କାରଟି ସଂପୂର୍ଣ୍ଣ ଚୁରମାର ହୋଇ ଯାଇଥିବା ବେଳେ ସୌଭାଗ୍ୟ ବଶତଃ କାରରେ ଥିବା ଗୋଟିଏ ପରିବାରର ୫ ସଦସ୍ୟ ବର୍ତ୍ତୀ ଯାଇଛନ୍ତି । ସୂଚନା ଅନୁସାରେ ପୁରୁଣା କଟକ ସମ୍ବଲପୁର ରାସ୍ତାରେ ଓଆର ୧୯ ଏମ ୬୩୦୦ କାରରେ…

ଭୋଜି ହେଲା କାଳ, ଅଜଣା ଗାଡି ଧକାରେ ଦୁଇ ମୃତ

ଅନୁଗୁଳ ଜିଲା ମାଧପୁର -ବାମୁର ରାସ୍ତା ନୂଆଗାଁ ନୂଆସାହି ନିକଟରେ ଏକ ଅଜଣା ଗାଡି ଧକାରେ ଦୁଇ ମୋଟର ସାଇକେଲ ଆରୋହି ମୃତ ଓ ଜଣେ ସାମାନ୍ୟ ଆହତ । ମୃତକ ହେଲେ ଠାକୁରଗଡ଼ ଥାନା ଆମସରମୁଣ୍ଡା ପଞ୍ଚାୟତ ତାଳମଳିହା ଗ୍ରାମର ଚିତ୍ତରଞ୍ଜନ ସାହୁ ଓ ବିକାଶ ସାହୁ। ସୂଚନା ଅନୁଯାୟୀ ଚିତ୍ତରଞ୍ଜନ ସାହୁ ,…

ସୁଧୁରୁନାହାନ୍ତି ଚାଳକ, ରାସ୍ତା ଅତିକ୍ରମ ସମୟରେ ଗାଡି ଚଢି ବୃଦ୍ଧା ମୃତ

ବଅଁରପାଳ ଥାନା ଅନ୍ତର୍ଗତ ମହୀଧରପୁର ମାଧିଆମୁଣ୍ଡା ଛକ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ରାସ୍ତା ଅତିକ୍ରମ କରୁଥିବା ସମୟରେ ଟ୍ରକ ଚଢି ଘଟଣା ସ୍ଥଳରେ ହିଁ ବୃଦ୍ଧାଙ୍କ ମୃତ୍ୟୁ। ଧକ୍କା ଦେଇ ଟ୍ରକ ଟି ଫେରାର୍। ମୃତ ବୃଦ୍ଧା ଜଣଙ୍କ ହେଉଛନ୍ତି ମହୀଧରପୁର ମାଧିଆମୁଣ୍ଡାର ଅତର ସାହୁ (୬୦) ।…

ପ୍ରଧାନମନ୍ତ୍ରୀଙ୍କ ଆଶ୍ୱାସନା ପରେ ମଧ୍ୟ କଂଗ୍ରେସ ନେତୃତ୍ୱରେ ବିରୋଧ ଜାରି

ପ୍ରଥମେ କେନ୍ଦ୍ରରେ ଶାସକ ଏନଡିଏ ର ଅଂଶୀଦାର ନ ଥିବା ବିଜେଡି ଓ ଶିବସେନା ପରି ଦଳ ବିଲକୁ ସଂସଦରେ ସମର୍ଥନ ଦେଲେ।ପରେ ଏନଆରସି ଓ ସିଏଏ କୁ ନେଇ ପ୍ରଧାନମନ୍ତ୍ରୀ ସଫେଇ ଓ ଆଶ୍ୱାସନା ଦେବାପରେ ମଧ୍ୟ କଂଗ୍ରେସ ପକ୍ଷରୁ ମୁସଲମାନ ଭାଇମାନଙ୍କୁ ଏକତ୍ରିତ କରି ବିରୋଧ ଜାରି ରହିଛି,ଯାହା ଦେଶରେ ଖରାପ…

ସତର୍କତା ଅବଲମ୍ବନ କରୁନାହାନ୍ତି ଗାଡିଚାଳକ,ବେପରୁଆ ଗାଡିଚାଳନା ନେଲା ବହୁମୂଲ୍ୟ ଜୀବନ

ଏପରି ଖବର ଲେଖିବାକୁ ଦୁଃଖ ବହୁତ ଲାଗୁଛି, କିନ୍ତୁ ପେଶା ହେଇଛି ଆପଣମାନଙ୍କ ପାଖରେ ଖବର ପହଞ୍ଚାଇବା।ତେଣୁ ବେଦନାର ସହ ପରିବେଷଣ କରିବାକୁ ପଡୁଛି।ରାତି ଅନିଦ୍ରାରେ ଗାଡି ଚଳାଇବା, ଦ୍ରୁତ ଗତିରେ ଚଳାଇବା, ରୋଡ଼ ଟିକସ ନେଇ ମଧ୍ୟ ସରକାରଙ୍କ ଦ୍ଵାରା ମରଣାନ୍ତକ ରାଜପଥ ର ସୁବିଧା ଆଦି ନାନା…

ସାଧାରଣରେ ଚର୍ଚ୍ଚା:ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବ ଓ ଅର୍ଥ ଲୋଭ ପାଇଁ ଧୂଳିସାତ ହେଲା ବ୍ୟାଘ୍ର ପ୍ରକଳ୍ପର…

ସାଧାରଣରେ ଚର୍ଚ୍ଚା ହେଉଛି ଯେ ବନବିଭାଗ ର ଆନ୍ତରିକତା ଅଭାବ ଓ ଅଧିକାରୀମାନଙ୍କର ପ୍ରକଳ୍ପ ପାଇଁ ଆସିଥିବା ଟଙ୍କାକୁ କୌଣସି ପ୍ରକାରେ ନିଜ ଭିତରେ ବାଣ୍ଟି ନେବାର ଇଛାଶକ୍ତି ପାଇଁ ଜାତୀୟ ସ୍ତରର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ର ସ୍ୱପ୍ନକୁ ଧୂଳିସାତ କରିଦେଲା ଯାହା ଫଳରେ ଅନୁଗୁଳ ଜିଲ୍ଲା…

ଭାଲୁ ଆକ୍ରମଣରେ ଗୁରୁତର

ଅନୁଗୁଳ ଜିଲା ଛେଣ୍ଡିପଦା ବନାଞ୍ଚଳ ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ ଭଟ୍ଟପାଳ ଗାଁରେ ଶନିବାର ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର। ସେ ହେଲେ ଭଟ୍ଟପାଳ ଗାଁର କାର୍ତ୍ତିକ ବେହେରା ଯିଏ ସକାଳେ ଘର ନିକଟସ୍ଥ ଆଉଁଳି ନଦୀ କୂଳରେ ଥିବା ବିଲକୁ ଯାଇଥିବା ବେଳେ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା।…

ରାଜ୍ୟସ୍ତରୀୟ ଜୁନିୟର କବାଡି ପ୍ରତିଯୋଗିତା ଅନୁଷ୍ଠିତ

ଅନୁଗୁଳ ଜିଲ୍ଲା ଏନଟିପିସି ଟିଟିପିଏସ ର ତାଳଚେର ଥର୍ମାଲ ଶକ୍ତି ଷ୍ଟାଡିୟମରେ ୪୬ତମ ରାଜ୍ୟ ସ୍ତରୀୟ ଜୁନିଅର କବାଡି ର ଶୁଭ ଉଦଘାଟନ ତାଳଚେର ଉପଜିଲ୍ଲାପାଳ ଶ୍ରୀ ପରେଶ ଚନ୍ଦ୍ର ନାୟକଙ୍କ ଦ୍ୱାରା ହୋଇ ଯାଇ ଅଛି ଯେଉଁଥିରେ ସାରା ରାଜ୍ୟର ୨୫ଟି ବାଳକ ଓ ୧୭ଟି ବାଳିକା ଟିମ ଭାଗ ନେଇଛନ୍ତି।…

Ntpc conducted safety circle meet

NTPC Talcher Kaniha conducted Safety Circle Meet- 2019 on December 17, 2019. The Meet was inaugurated by Shri Sudip Nag, Chief General Manager , NTPC Talcher Kaniha.A mass safety pledge was also administered to the gathering by Shri Sudip…