Webportal

ମାମୁଁ ଘରେ ଭାଣିଜୀର ଆତ୍ମହତ୍ୟା

ଶନିବାର ରାତି ରେ ଅନୁଗୁଳ ଜିଲ୍ଲା ପIଲଲହଡା ବ୍ଲକ ଖମାର ଥାନା ଅନ୍ତର୍ଗତ ମଣ୍ଡାଖୋଲ ଗ୍ରାମ ରେ ମାମୁଁ ଘରେ ରହି ପାଠ ପଢ଼ୁଥିବା ଦଶମ ଶ୍ରେଣୀ ଛାତ୍ରୀ ଫ୍ୟାନ ରେ ନିଜର ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଅନୁଗୁଳ ଜିଲ୍ଲା କୁରୁଡୋଲ ଗ୍ରାମ ର ସସ୍ମିତା ଦେହୁରୀ ଯିଏ ଗତ ୨ ମାସ ହେଲା…

ଯୁକ୍ତ ୨ ପରୀକ୍ଷା ହଲରେ ସିସିଟିଭି ବାଧ୍ୟତାମୂଳକ

ଯେଉଁ ଯୁକ୍ତ ୨ କଲେଜ ଗୁଡିକ ଆସନ୍ତା ୧୦ ତାରିଖ ସୁଦ୍ଧା ସିସିଟିଭି ଲଗାଇବେ ନାହିଁ ସେଗୁଡିକୁ ପରୀକ୍ଷା କେନ୍ଦ୍ର କରାଯିବ ନାହିଁ ବୋଲି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମ୍ପୃକ୍ତ କଲେଜ ଗୁଡିକୁ ଚିଠି ଲେଖି ଜଣାଇ ଦିଆଯାଇଛି।୧୦ ତାରିଖ ସୁଦ୍ଧା କେତେ କଲେଜ ପରୀକ୍ଷା ହଲ ଗୁଡିକରେ…

କଟକ ଭୁବନେଶ୍ୱର ଦୈତ୍ୟ ନଗରୀରେ ରୋଡ଼ ରୋମିଓଙ୍କୁ ସାବାଡ଼ କରିବେ ଏସପିଓ

ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ରୋକିବାପାଇଁ ଏସପିଓ ନିଯୁକ୍ତି ଦିଆଯିବ। ସାଧାରଣ ମହିଳାମାନଙ୍କୁ ସ୍ପେଶାଲ ପୋଲିସ ଅଫିସର ବା ଏସପିଓ ଭାବେ ନିଯୁକ୍ତି କରାଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ପ୍ରକାଶ କରିଛନ୍ତି।ବିଶେଷ କରି ରୋଡ଼ ରୋମିଓଙ୍କୁ ସାବାଡ଼ କରିବାରେ ଏହି ଏସପିଓମାନେ…

ଥମୁନି ଅନୁଗୁଳ ଜିଲ୍ଲାରେ ହାତୀ ମୃତ୍ୟୁ, ପୁଣି ମିଳିଲା ଏକ ହାତୀ ମୃତ ଶରୀର

ଅନୁଗୁଳ ଜିଲ୍ଲାରେ ପୁଣି ଏକ ହାତୀ ମୃତ। ଆଜି ସକାଳେ ପୁରୁଣାଗଡ ରେଞ୍ଜ ପୋକୁଣ୍ଡା ଜଙ୍ଗଲ ନିକଟରେ ଏକ ମାଈ ହାତୀର ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ମୃତ ହାତୀର ବୟସ ୫ ବର୍ଷ ହୋଇଥିବ ବୋଲି ଅନୁମାନ କରାଅ ଯାଉଛି । ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି…

ସାତକୋଶିଆ ରେ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ

ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ରେ ଥିବା ସମସ୍ତ ରେଞ୍ଜ ରେ ଅାଜି ପକ୍ଷୀଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ସାତକୋଶିଆ ମହାନଦୀ ର ବିଭିନ୍ନ ସ୍ଥାନରେ ହେବାକୁ ଥିବା ପକ୍ଷୀ ଗଣନାରେ କେଉଁ କେଉଁ ଉପାୟରେ ବିଭିନ୍ନ ପକ୍ଷୀ ଚିହ୍ନଟ କରିହେବ, ବିଶେଷ କରି ପକ୍ଷୀର ରଙ୍ଗ , ଆକାର ଓ ଶବ୍ଦ କୁ ଶୁଣି…

ବଦଳିବ କମିଶନରେଟ ପୋଲିସ କାର୍ଯ୍ୟାଳୟର ନାମ

କମିଶନରେଟ ପୋଲିସ କାର୍ଯ୍ୟାଳୟର ନାମ ପରିବର୍ତ୍ତନ ହୋଇ ପୋଲିସ ସେବା ଭବନ ରହିବ ବୋଲି ଜଣାପଡିଛି।ରାଜ୍ୟ ସଚିବାଳୟର ନାମ ପରିବର୍ତ୍ତନ ହେବାପରେ ବର୍ତ୍ତମାନ କମିଶନରେଟ ପୋଲିସ କାର୍ଯ୍ୟାଳୟର ନାମ ପରିବର୍ତ୍ତନ ହେବ ବୋଲି ପୋଲିସ କମିଶନର ସୁଧାଂଶୁ ସଢଙ୍ଗୀ ସୂଚନା ଦେଇଛନ୍ତି।ଏହା ପୋଲିସ ସେବା ଭବନ…

ବିଳମ୍ବିତ ରାତିରେ ଯାତ୍ରା ବଢାଇଲା ଅଘଟଣ ଆଶଙ୍କା, ଖବର ପାଇ ଲୁଟ ଉଦ୍ୟମ କରୁଥିବା ଅପରାଧୀଙ୍କୁ ଗିରଫ କଲା ପୋଲିସ

ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ତଳମୂଳ ଉଚ୍ଚ ବିଦ୍ୟାଳୟ ପାଖରେ ଡକାୟତି ଉଦ୍ୟମ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ଗ୍ରାମର କିଛି ଯୁବକ ପୁରୀ ଓ ତାରା ତାରିଣୀ ବୁଲି ଫେରୁଥିବା ସମୟରେ ତଳମୂଳ ନିକଟରେ ତିନି ଜଣ ଯୁବକ ଦୁଇଟି ମୋଟର ସାଇକେଲକୁ ରାସ୍ତାଉପରେ ରଖି ସେମାନେ…

ଜୀବନରକ୍ଷା କବଚ ଭାବେ ହେଲମେଟ ବ୍ୟବହାରକୁ ଅଭ୍ୟାସରେ ପରିଣତ କରିବାର ଆବଶ୍ୟକତା, ବିନା ହେଲମେଟ ରେ ଦୁଇଚକିଆ ଚାଳନା…

ଯୁବକ ଜଣକ ହେଲମେଟ ପିନ୍ଧିଥିଲେ ହୁଏତ ବଞ୍ଚି ଯାଇଥାନ୍ତେ।ଅନୁଗୁଳ ସହରର ଗାନ୍ଧୀମାର୍ଗରେ ସ୍କୁଟିରୁ ପଡି ଯୁବକ ମୃତ।ସେ ହେଲେ ବିକାଶ ଅଗ୍ରୱାଲ ଯିଏ ଅନୁଗୁଳ ଅଗ୍ରସେନ କଲୋନୀର ବାସିନ୍ଦା।ମିଳିଥିବା ସୂଚନା ଅନୁଯାୟୀ ବିକାଶ ଅନ୍ୟ ଜଣେ ଯୁବକଙ୍କ ସହ ସ୍କୁଟିରେ ଏକ ଘରୋଇ ବ୍ୟାଙ୍କରୁ ଫେରୁଥିବା…

ନିଆରା ଢଙ୍ଗରେ ନବବର୍ଷ ପାଳି ଉଦାହରଣ ସୃଷ୍ଟି କଲେ ପ୍ରଶାସନିକ ଅଧିକାରୀମାନେ

ଅନୁଗୁଳରେ ନିଆରା ଢଙ୍ଗରେ ନବବର୍ଷ ପାଳନ କରିଛନ୍ତି ପ୍ରଶାସନିକ ଅଧିକାରୀମାନେ ଯାହା ସାଧାରଣ ଲୋକ ଓ ବିଭିନ୍ନ ଅନୁଷ୍ଠାନ ସହିତ ଅନ୍ୟ ଜିଲ୍ଲାର ଅଧିକାରୀ ମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି।ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଶତପଥୀ, ଜିଲ୍ଲା…