ପେଟ୍ରୋଲିୟମ ରୋଡ ଟ୍ୟାଙ୍କର ପାଇଁ କାଗଜମୁକ୍ତ ଲାଇସେନ୍ସ ପ୍ରକ୍ରିୟାର ଶୁଭାରମ୍ଭ
ପେଟ୍ରୋଲିୟମଜାତ ସାମଗ୍ରୀର ପରିବହନ ଲାଗି ପେଟ୍ରୋଲିୟମ ରୋଡ଼ ଟ୍ୟାଙ୍କର ଗୁଡିକୁ କାଗଜମୁକ୍ତ ଲାଇସେନ୍ସ ପ୍ରଦାନ କରାଯିବା ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି।ଏହା ଡିଜିଟାଲ ଇଣ୍ଡିଆ ଓ ବ୍ୟବସାୟୀକ ସୁଗମତା ସଂକଳ୍ପ କୁ ଆଖି ଆଗରେ ରଖି ଏପରି ପ୍ରୟାସ ହୋଇଛି।କାଗଜମୁକ୍ତ ତଥା ସବୁଜ ଭାରତ ଦିଗରେ ଏହା…