ମଙ୍ଗୁଳି ସମେତ ୬୫ଟି ଟୋଲପ୍ଲାଜରେ FASTag ନିୟମ କୋହଳ
ଏନଏଚଏଆଇ ର ଚିନ୍ହିଟ ୬୫ଟି ଟୋଲ ପ୍ଲାଜାରେ ଚଳିତ ମାସ ପନ୍ଦର ତାରିଖରୁ ଆସନ୍ତା ତିରିଶ ଦିନ ପାଇଁ FASTag ନିୟମକୁ କୋହଳ କରିବା ପାଇଁ ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।ଅଧିକ ନଗଦ କାରବାରକୁ ଦୃଷ୍ଟିରେ ରଖି ଏହି ସବୁ ଟୋଲ ପ୍ଲାଜାରେ FASTag ପଇଠ ବ୍ୟବସ୍ଥା…