Webportal

ଅନୁଗୁଳ ଗସ୍ତରେ ଅନୁସୂଚିତ ଜାତି ଓ ଜନଜାତି ନିର୍ଦ୍ଧେଶକ

ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ନିମନ୍ତେ ଅନୁଗୁଳ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ନିର୍ଦ୍ଧେଶକ(ଅନ୍ୟାନ୍ୟ ପଛୁଆ ବର୍ଗ)ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ତଥା ସଂଖ୍ୟା ଲଘୁ ଓ ପଛୁଆ ବର୍ଗ ଉନ୍ନୟନ ବିଭାଗର ଶ୍ରୀ ପ୍ରଶାନ୍ତ କୁମାର ସେନାପତି ଆଜି…

ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀଙ୍କର ଅନୁଗୁଳ ଗସ୍ତ

ରାଜ୍ୟ ସରକାରଙ୍କ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଆଜି ଅନୁଗୁଳ ଗସ୍ତରେ ଆସି ସର୍କିଟ ହାଉସ ରେ ଜିଲ୍ଲା ଅବକାରୀ ବିଭାଗର ରାଜସ୍ୱ ସଂଗ୍ରହ ଓ ବହୁମୁଖୀ ଶୃଙ୍ଖଳା ସ୍କ୍ୱାର୍ଡ ର ନିୟମିତ ଚଢ଼ାଉ ଉପରେ ସମୀକ୍ଷା କରିଛନ୍ତି।କିଛି ବ୍ୟକ୍ତି ମଦ୍ୟପାନ କୁ ଅଭ୍ୟାସଗତ ଭାବେ…

ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ

ଅନୁଗୁଳ ଜିଲ୍ଲାପାଳଙ୍କ ପରିବର୍ତ୍ତିତ କାର୍ଯ୍ୟକ୍ରମ ଅନୁଯାୟୀ ଜିଲ୍ଲା ସ୍ତରୀୟ ଜନଶୁଣାଣୀ ଶିବିର ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟର କୋର୍ଟ ରୁମ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଶିବିରରେ ଦାଖଲ ହୋଇଥିବା ସମୁଦାୟ ୯୬ଟି…

ବେପରୁଆ ଦୁଇଚାକିଆ ମାଲିକ ସାବଧାନ:ନାବାଳକକୁ ବାଇକ ଦେବାରୁ ଜୋରିମାନା ହେଲା ୨୬୦୦୦

ନାବIଳକକୁ ବାଇକ ଦେଇ ୨୬୦୦୦ ଫାଇନ ଦେବାକୁ ପଡିବ ଗାଡ଼ି ମାଲିକଙ୍କୁ ।ଏଭଳି ଏକ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ପIଲଲହଡା ଉପଖଣ୍ଡ ରେ ।ରବିବାର ସ୍ଥାନୀୟ ଝିମିରିପାଳି ପାଖ ଜାତୀୟ ରାଜପଥ ୧୪୯ରେ ପIଲଲହଡା ପୋଲିସ ଏବଂ ତାଳଚେର ପରିବହନ ବିଭାଗ ପକ୍ଷରୁ ମିଳିତ ଭାବେ ଯାନବାହନ ଯାଞ୍ଚ ଚାଲିଥିବା…

ବନ୍ତଳା ନିକଟ ଜଙ୍ଗଲରେ ସନ୍ଦିଗ୍ଧଙ୍କ କ୍ୟାମ୍ପ

ଅନୁଗୁଳ ଜିଲା ବନ୍ତଳା ଥାନା ଫରେଷ୍ଟ ରେଞ୍ଜ ଅଧୀନରେ ଥିବା ବାରଗୌଣିଆ ପଞ୍ଚାୟତ ମାଗୁରାଖାଲ ଗ୍ରାମ ଜଙ୍ଗଲ ଭିତରେ ହୋଇଥିବା ସନ୍ଦିଗ୍ଧଙ୍କ କ୍ୟାମ୍ପକୁ ନେଇ ଅଞ୍ଚଳବାସୀ ଭୟଭୀତ।୩ ରୁୁ ୪ ଦିନ ହେଲା ୧୦ରୁ ଅଧିକ କ୍ୟାମ୍ପ ହୋଇଥିବା ଗ୍ରାମବାସୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେଉଁଠି ରୋଷେଇ ସାମଗ୍ରୀ…

ଡକାୟତିର ଦୁଇଦିନ ମଧ୍ୟରେ ଧରାପଡିଲେ ସମସ୍ତ ଅପରାଧୀ,ଉଦ୍ଧାର ହେଲା ଡକାୟତି ହୋଇଥିବା ସାମଗ୍ରୀ

ଚଳିତ ମାସ ଦଶ ତାରିଖ ସନ୍ଧ୍ୟା ପ୍ରାୟ ୫.୩୦ ସମୟରେ ତଳମୂଳ ଗ୍ରାମର ଚିତ୍ତରଞ୍ଜନ ଧଳବିଶୋଇ ମଇଧରପୁର ରୁ ତାଙ୍କ ଘରକୁ ଫେରିବା ସମୟରେ ତଳମୂଳ କଲେଜ ନିକଟରେ ପାଞ୍ଚଜଣ ଏକ ମାରୁତି ସ୍ୱିଫ୍ଟ ରେ ଆସି ତାଙ୍କୁ ଅଟକାଇଥିଲେ ଓ ଡ଼ରାଇ ତାଙ୍କଠାରୁ ପ୍ରାୟ ପାଞ୍ଚହଜାର ଟଙ୍କା ଥିବା ମନୀପର୍ସ, ଗୋଟେ…

ସର୍ବସାଧାରଣଙ୍କ ପାଇଁ ୫ ଦିନ ଖୋଲାରହିବ ଲୋକସେବା ଭବନ ଉଦ୍ୟାନ

ଶିତଦିନିଆ ବିଭିନ୍ନ କିସମର ଫୁଲର ସମ୍ଭାରରେ ଲୋକସେବା ଭବନର ଉଦ୍ୟାନ ଅତ୍ୟନ୍ତ ମନୋରମ ରୂପ ଧାରଣ କରିଛି।ତେଣୁ ଉଦ୍ୟାନର ଏହି ଶୋଭା ଯେପରି ସାଧାରଣ ଲୋକ ଉପଭୋଗ କରିପାରିବେ ସେଥିପାଇଁ ଜାନୁଆରୀ ୧୧,୧୨,୧୯,୨୫ ଓ ୨୬ ଦିନ ଅପରାହ୍ନ ୩ଟାରୁ ୫.୩୦ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ନିମନ୍ତେ ଖୋଲା ରଖିବା…

୪ ନଦୀର ହେବ ୪୦ ଜଳାଶୟ

ରାଜ୍ୟର ୪ ଟି ବୃହତ ନଦୀରେ ୪୦ଟି ବୃହତ ଜଳାଶୟ କରାଯିବ।ସମୁଦ୍ରକୁ ଚାଲିଯାଉଥିବା ବର୍ଷା ଜଳକୁ ସରଂଖିତ କରି ରଖିବା ପାଇଁ ଏହି ଜଳାଶୟ କରାଯିବ।ଏଥିରେ ସମୁଦାୟ ୧୧୭୧୩ କୋଟି ଟଙ୍କା ବ୍ୟୟ କରାଯିବ।ପିପିପି ମୋଡରେ ଏହି କାର୍ଯ୍ୟ କରାଯିବ। ୠଷିକୁଲ୍ୟା,ବ୍ରାହ୍ମଣୀ, ମହାନଦୀ ଓ ବୈତରଣୀ ନଦୀରେ ଏହି…

ଅପରାଧୀ ଡାଳେଡାଳେ ପୋଲିସ ପତ୍ରେପତ୍ରେ: ଅନୁଗୁଳ ଜିଲ୍ଲା ପୋଲିସ ହାତରେ ପୁଣି ଧରା ପଡିଲେ ବ୍ରାଉନ ସୁଗାର ବିକ୍ରେତା

ଅନୁଗୋଳ ଜିଲ୍ଲା ସ୍ପେଶାଲ ସ୍କ୍ବାର୍ଡର ସଫଳତା । ଚାରିଜଣ ବ୍ରାଉନସୁଗାର ବିକ୍ରେତାଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବ୍ରାଉନସୁଗାର ପୁଡିଆ, ନଗଦ ଟଙ୍କା , ମୋଟର ସାଇକେଲ ଓ ଏଟିଏମ କାର୍ଡ ଆଦି ଜବତ କରିଛି ପୋଲିସ। ଜିଲ୍ଲାରେ ବ୍ରାଉନ ସୁଗାର ବିକ୍ରି ରାକେଟ ସକ୍ରିୟ ଅଛି ଓ ବିଗତ କିଛି…