ବସ ଦୁର୍ଘଟଣାରେ କୋଡ଼ିଏରୁ ଅଧିକ ଆହତ
ସାରଳା ନାମ୍ନୀ ଘରୋଇ ବସ ରାଉରକେଲା ରୁ ଅନୁଗୁଳ ଅଭିମୁଖେ ଯାଉଥିବା ବେଳେ ଦେବଗଡ଼ ଜିଲ୍ଲାର ବାରକୋଟ ଥାନା ଅନ୍ତର୍ଗତ ଖୁନଡ଼ି କୁଦର ଠାରେ ଦୁର୍ଘଟଣାଗ୍ରସ୍ତ । ଏହି ଦୁର୍ଘଟଣା ରେ ୪ ଗୁରୁତର ଥିବାବେଳେ ଅନେକ ଆହତ ଥିବା ଜଣାପଡିଛି। କିଛି ପାସେଞ୍ଜର ଙ୍କୁ ବଣେଇ ଉପଖଣ୍ଡ ଚିକିତ୍ସାଳୟକୁ ଅଣା…