Webportal

କୋର୍ଟ ପରିସରରୁ ଓକିଲଙ୍କ ମୃତ ଦେହ ଉଦ୍ଧାର, ଅସୁସ୍ଥତା ଜନିତ ମୃତୁ ସନ୍ଦେହ

ଅନୁଗୁଳ ଜିଲ୍ଲା କୋର୍ଟ ପରିସରରୁ ଆଜି ଜଣେ ଓକିଲଙ୍କ ମୃତଦେହ ଉଦ୍ଧାର।ସେ ହେଲେ ଢେଙ୍କାନାଳ ଜିଲ୍ଲା ଓଡ଼ାପଡା ଗାଁର ପ୍ରତାପ ପଟ୍ଟନାୟକ ଯିଏ ଢେଙ୍କାନାଳ ବାର ଆସୋସିଏସନର ସଦସ୍ୟ ହୋଇଥିବା ବେଳେ ଗତ କିଛିଦିନ ହେଲା ଅନୁଗୋଳ କୋର୍ଟରେ ଆସି କାମ କରୁଥିଲେ ଓ ରାତିରେ ସେହି କୋର୍ଟ ପରିସରରେ ଏକ…

ସ୍କୁଟି ଉପରେ ଚଢ଼ିଗଲା ବସ, ଘଟଣାସ୍ଥଳରେ ଦୁଇ ମୃତ

ଅନୁଗୁଳ ଜିଲ୍ଲାର ପାଳଲହଡା ଥାନା ଭୀମକାଣ୍ଡ ଛକ ନିକଟରେ ସ୍କୁଟି ଉପରେ ଚଢ଼ିଗଲା ବସ। ବିଜୟା ନାମକ ଯାତ୍ରୀବାହୀ ବସ ସ୍କୁଟି ସହ ଧକ୍କା ହେବା ଫଳରେ ୨ ଜଣ ସ୍କୁଟି ଆରୋହି ଘଟଣାସ୍ଥଳ ରେ ମୃତ।ମୃତକ ଙ୍କ ପରିଚୟ ମିଳିପାରିନାହିଁ।ଘଟଣା ସ୍ଥଳରେ କିଛି ସମୟ ପାଇଁ ଉତେଜନା ଦେଖାଦେଇଥିଲା । ପୋଲିସ…

ହାତୀ ଜଗିବା ଦାଇତ୍ୱ ବନବିଭାଗ ର ନୁହେଁ କି,ପୁଣି ହାତୀ ଆକ୍ରମଣରେ ମୃତ୍ୟୁବରଣ କଲେ ନିରୀହ ମନୁଷ୍ୟ

ଅନୁଗୁଳ ଜିଲ୍ଲା କଣିହାଁ ବନାଞ୍ଚଳରେ ହାତୀ ଆକ୍ରମଣ ରେ ଜଣେ ମୃତ।ଗତ ରାତିରେ ଅଳନ୍ଦା ଗ୍ରାମରେ ହାତୀ ଆକ୍ରମଣରେ ନବ ସେଠିର ମୃତ୍ୟୁ ଘଟଣା ମନରୁ ନ ଲିଭିଣୁ ରବିବାର ଭୋର ସକାଳେ ୬ଟାରେ ହାତୀ ବଜ୍ରକୋଟ ଯମଜୋଡୀ ସାହିର ନୟନି ସାହୁ କୁ ଦଳି ଚକଟି ମାରି ଦେଇଛି l ଖବର ରୁ ଜଣାପଡିଛି ନୟନି ସକାଳୁ…

କାହାର ସୁରକ୍ଷାରେ ଉପଯୁକ୍ତ ନିର୍ଦେଶାବଳୀକୁ ବେଖାତିର କରି ସପିଙ୍ଗ ମଲର ଦାଦାଗିରି, ଜବରଜସ୍ତି ପାର୍କିଂ ଫି ଆଦାୟ ଓ…

ସପିଙ୍ଗ ମଲ ମାନେ ଗୋଟେ କୋଠା ଭିତରେ ଥିବା ଦୋକାନ ସମୂହ। ଏମାନେ କହୁଛନ୍ତି ତାଙ୍କ ଦୋକାନରୁ ଜିନିଷ କିଣନ୍ତୁ କିନ୍ତୁ ଗାଡି ଅନ୍ୟ ଦୋକାନ କିମ୍ବା ଘର ଆଦି ସମ୍ମୁଖରେ ପାର୍କ କରନ୍ତୁ, ଆଉ ଯଦି ସେମାନଙ୍କ ପାଖରୁ କିଛି କିଣିବାକୁ ଆସିଥିବା ଲୋକ ମଲର ନିଜସ୍ୱ ଖୋଲା ଜାଗାରେ ଗାଡି ରଖିବେ…

ହାତୀ ଜଗିବାରେ ବନବିଭାଗ ବିଫଳ, ପୁନର୍ବାର ହାତୀ ଆକ୍ରମଣରେ ମନୁଷ୍ୟ ମୃତ

ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ଓଳନ୍ଧା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମୃତ।ଘରେ ଖାଉଥିବା ସମୟରେ ଘରୁ ଟାଣି ଆଣି କଚାଡି ମାରିଲା ହାତୀ। ମୃତକ ହେଲେ ଓଳନ୍ଧା ଗ୍ରାମର ନବ ସେଠି ।ବାରମ୍ବାର ହାତୀ ମାନେ ଜନବସତି ଆଡ଼କୁ ଆସି ଜନଜୀବନ ହାନି କରୁଛନ୍ତି କିନ୍ତୁ ଲୋକଙ୍କୁ ହାତୀ କବଳରୁ ସୁରକ୍ଷା…

ମାନସିକତାର ପରିବର୍ତ୍ତନ ହେବ କେବେ, ପୁଣି ଅଲୋଡା ହେଲା ଶିଶୁ କନ୍ୟା

ଅନୁଗୁଳ ଜିଲ୍ଲାରେ ପୁଣି ଅଲୋଡା ହେଲା ଶିଶୁ କନ୍ୟା । ଜନ୍ମ କଲା ପରେ ଅଳିଆ ଗଦାରେ କେହି ଫୋପାଡ଼ି ଦେଉଥିବା ବେଳେ ସ୍ଥାନୀୟ ଲୋକ ତାକୁ ଉଦ୍ଧାର କରି ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରିଛନ୍ତି । ସୂଚନା ଅନୁସାରେ ବିକ୍ରମପୁର ଥାନା ଟେଣ୍ଟୁଲୋଇ ଗାଁର ଏକ ନିଛାଟିଆ ଆବର୍ଜନା ଗଦାରେ ଏକ ଶିଶୁର…

ଛାତ ଭାଙ୍ଗୁଥିବା ବେଳେ ଅଘଟଣ ଘଟି ଜଣେ ମୃତ ଓ ତିନି ଆହତ

ଅନୁଗୁଳ ଜିଲ୍ଲାର ବଅଁରପାଳ ଅଞ୍ଚଳରେ ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ପ୍ରଶାସନିକ ଅଧିକାରୀଙ୍କ ସହାୟତାରେ ଜାଗା ଉଚ୍ଛେଦ ଚାଲିଛି। ଏହି ଉଚ୍ଛେଦ ନେଇ ବୁଢ଼ାପଙ୍କ ବାଲିସାହିର ଧନେଶ୍ୱର ମୁଦୁଲି ନାମକ ବ୍ୟକ୍ତି ଶ୍ରମିକ ମାନଙ୍କୁ ଲଗାଇ ନିଜେ ଘର ଭାଙ୍ଗୁଥିଲେ ଓ ୪ ଜଣ ଶ୍ରମିକ ଙ୍କ ସହାୟତା ରେ…

ଏନଏଚ ୫୫ରେ ଥମୁନି ଦୁର୍ଘଟଣା, ଏଥର ବସ ଟ୍ରକ ମଧ୍ୟରେ ଦୁର୍ଘଟଣା

ଅନୁଗୁଳ ଜିଲ୍ଲା ୫୫ନଂ ଜାତୀୟ ରାଜପଥ ଉପରେ ଥମୁନି ଦୁର୍ଘଟଣା।ଏଥର ବସ ଓ ଟ୍ରକ ମଧ୍ୟରେ ଧକ୍କା ହୋଇଥିବାବେଳେ ସୌଭାଗ୍ୟ ବଶତଃ ସମସ୍ତ ଯାତ୍ରୀ ବର୍ତ୍ତୀ ଯାଇଛନ୍ତି।ବୁଧବାର ରାତି ପ୍ରାୟ ୨ଟା ବେଳେ ଝାରସୁଗୁଡାରୁ ଭୁବନେଶ୍ବର ଯାଉଥିବା (ଓଡି୦୨ ଭି ୪୫୯୭) ଦିଲଖୁସ ବସ ସହିତ ତାଲଚେରରୁ ସମ୍ବଲପୁର…